Movie prime

ଓଡ଼ିଶା ର ଏହି ଥାନା ରେ ଆସିଲେ ୩ ଜଣ ଭୂତ, କହିଲେ ଆମେ ଦୋଷୀ ଆମକୁ ଜେଲ୍ ରେ ପୁରାଅ

 
Special report
ନମସ୍କାର ପାଠକ ବନ୍ଧୁ। ଭୂତ ପ୍ରେତ ଭୟ ସମସ୍ତଙ୍କ ମନ ରେ ରହିଛି।ଏବେ ର ସମୟରେ ଗାଁ ର ଲୋକ ମାନେ ଗୁଣି ଗାରେଡ଼ି କରି ଭୂତ ମାନଙ୍କୁ ନିଜ ପାଖରେ ରଖୁଛନ୍ତି।ଓ ଅନ୍ୟ ଲୋକ ମାନଙ୍କୁ ଏଥି ପାଇଁ ବହୁତ ଅସୁବିଧାରେ ପକାଉଛନ୍ତି।
Special report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ର କୋଟିଣ୍ଡା ଥାନା ଅଞ୍ଚଳ ରେ।ଏଠାରେ ଗୋଟିଏ ପରିବାର ର ତିନି ତିନି ଜଣ ଙ୍କ ଦେହ ରେ ଭୂତ ଲାଗିଚି।ସେମାନେ ଗାଁ ରେ ଏଭଳି କିଛି କରୁଛନ୍ତି ଯାହାକୁ ଆପଣ ମାନେ ଦେଖିଲେ ଭୟ କରି ଯିବେ।
ସୂଚନା ଅନୁସାରେ କୋଟିଣ୍ଡ ଅଞ୍ଚଳ ର ଲୋକ ମାନେ ଗତ କିଛି ଦିନ ହେବ ଗାଁ ରେ ଗୁଣିଆ ମାନେ ଅଛନ୍ତି ବୋଲି ଥାନା ରେ ଅଭିଯୋଗ କରିଥିଲେ।ହେଲେ ଥାନା ବାବୁ ମାନେ ଏହାକୁ ବିଶ୍ଵାସ କରି ନ ଥିଲେ।ସେମାନଙ୍କ ମତ ରେ ଗୁଣି ଗାରେଡ଼ି କେହି କରନ୍ତି ନାହିଁ।
ଏସବୁ ଅନ୍ଧ ବିଶ୍ଵାସ।ଏହା ପରେ ଗାଁ ର ଗୋଟିଏ ପରିବାର ରେ ତିନି ଜଣ ଲୋକ ଙ୍କୁ ଭୂତ ଲାଗି ଥିଲା।ସେହି ଭୂତ ମାନେ କହିଥିଲେ କି ଏ ଗାଁ ରେ ଜଣେ ଲୋକ ଗୁଣି କରୁଛି।
Special report
ସେ ଏପରି ଭାବେ ସମସ୍ତ ଙ୍କୁ ମାରି ଦେବ।ଆପଣ ମାନେ ଜଲଦି ସେହି ଗୁଣିଆ କୁ ଧରନ୍ତୁ ବୋଲି କହିଥିଲେ ଭୁତ ମାନେ।ହେଲେ ପୋଲିସ ବାବୁ ମାନେ ତାଙ୍କ କଥା କୁ ବିଶ୍ଵାସ କଲେ ନାହିଁ।
ଏହା ପରେ ସେହି ଗ୍ରାମ ର ଲୋକ ମାନେ ଥାନା ଘେରାଉ କରିଥିଲେ। ଏବଂ ଜଲଦି ସେହି ଗୁଣି କରିଥିବା ଲୋକ ଙ୍କୁ ଧରିବା ପାଇଁ ଦାବି କରିଥିଲେ।ପୋଲିସ ବାବୁ ମାନେ ଲୋକ ଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ।
ହେଲେ ସେମାନେ ଶୁଣି ନ ଥିଲେ।ଅନ୍ୟ ପଟେ ଆଗରୁ ଏପରି ଗାଁ ରେ ଅନେକ ଲୋକ ମରି ସାରିଲେଣି।ଗ୍ରାମ ବାସୀ ମାନେ କହୁଛନ୍ତି କି ଏହା କେବଳ ସେହି ଗୁଣିଆ ଯୋଗୁଁ ହୋଇଛି।ଏବେ ଦେଖିବାକୁ ବାକି ରହିଲା ଗାଁ ରେ ସେହି ଗୁଣିଆ ଜଣକ କେବେ ଧରା ପଡୁଛି।ଓ ଲୋକ ଙ୍କ ର ସମସ୍ୟା ର କେବେ ସମାଧାନ ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.