Movie prime

ଓଡ଼ିଶା ର ୪୨୦ ରାଣୀ ଶୁଭଶ୍ରୀ କରୁଥିଲା ଏମିତି, ଫୋନ୍ କରି ଗାଡ଼ି ବୁକ୍ କରୁଥିଲା ଆଉ ପଇସା ନ ଦେଇ ଡ୍ରାଇଭର କୁ କହୁଥିଲା ମୋ ସହ ଏମିତି କର...

 
Special Report
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ପୁଣି ଥରେ ଜଣେ ମହିଳା ଜାଲ ରେ ଫସି ଯାଇଛନ୍ତି ଡ୍ରାଇଭର ଭାଇ ମାନେ।ଏହା ପୂର୍ବ ରୁ ଆପଣ ମାନେ ଅନେକ ଖବର ଶୁଣି ଥିବେ ଯେଉଁଥିରେ ମହିଳା ମାନେ ଅନ୍ୟ ପୁରୁଷ ମାନଙ୍କୁ ଠକି ତାଙ୍କ ଠାରୁ ଟଙ୍କା ଲୁଟ କରୁଥିଲେ।
Special Report
ଆଜି ଆମେ ସେହିଭଳି ଆଉ ଜଣେ ମହିଳା ଙ୍କ ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଭୁବନେଶ୍ୱର ର ନୟାପଲ୍ଲୀ ଥାନା ଅଞ୍ଚଳ ରେ ଦେଖିବାକୁ ମିଳିଚି। କ୍ୟାବ ବୁକ୍ କରି ସେଥିରେ ମହିଳା ଜଣକ ସବୁଦିନ ବୁଲନ୍ତି।ହେଲେ ପରେ ଡ୍ରାଇଭର ମାନଙ୍କୁ ଠକି କେଉଁ ଆଡେ ଚାଲି ଯାଆନ୍ତି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।
ସୂଚନା ଅନୁସାରେ ଶୁଭଶ୍ରୀ ନାମକ ଜଣେ ମହିଳାଙ୍କ ବିରୋଧ ରେ କିଛି ଡ୍ରାଇଭର ଭାଇ ମାନେ ନୟାପଲ୍ଲୀ ଥାନା ଅଞ୍ଚଳ ରେ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ କୁ କେନ୍ଦ୍ର କରି ନୟାପଲ୍ଲୀ ଥାନା ଘଟଣା କୁ ଗୁରୁତର ସହିତ ନେଇ ଘଟଣା ର ତଦନ୍ତ ଆରମ୍ଭ କରିଛି।
କୁହା ଯାଉଛି ସେହି ଯୁବତୀ ଶୁଭଶ୍ରୀ ଏପରି କଥା କହିଥିଲେ ଯେପରି ସେ ବହୁତ କିଛି ଜାଣି ଛନ୍ତି।ସେ ପ୍ରଥମେ ଅନ ଲାଇନ୍ ରେ ଓଲା ବୁକ୍ କରନ୍ତି।ଏହା ପରେ ଓଲା ଆସିବା ପରେ ସେ ସବୁ ଆଡ଼େ ବୁଲନ୍ତି।ଯେତେବେଳେ ଟଙ୍କା ଦେବା କଥା ଆସେ ସେତେବେଳେ ଶୁଭଶ୍ରୀ କୁହନ୍ତି କି ମୋ ସାଙ୍ଗ ବାହାରେ ଅଛି ମୁଁ ଟିକେ କଥା ହୋଇ ଆସେ।
Special Report
ଏହା ପରେ ସେ ପୁଣି ଥରେ କୁଆଡେ ଚାଲି ଯାଆନ୍ତି। ଡ୍ରାଇଭର ମାନେ ଚାରି ଆଡ଼େ ଖୋଜିଲେ ମଧ୍ୟ ପାଆନ୍ତି ନାହି।ଏପରି ସେ ସମସ୍ତ ଙ୍କ ସହିତ କରନ୍ତି।ତାଙ୍କ କଥା କହିବାର ଶୈଳୀ ଏତେ ଉନ୍ନତ ଧରଣ ର ଯେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।ଭାବିବେ ଯେ ତାଙ୍କ ଠାରୁ ଭଲ ଆଉ କେହି ନାହାନ୍ତି।
ସେ ରେଣ୍ଟ ରେ କାର ନେଇ ଟଙ୍କା ନ ଦେଇ ଫେରାର ହୋଇ ଯାଆନ୍ତି।ସେ ତାଙ୍କ କଥା ରେ ସମସ୍ତଙ୍କୁ ଫସାଇ ଦେଉଛନ୍ତି।ଏହା ପରେ ଟଙ୍କା ନ ଦେଇ ଚାଲି ଯାଉଛନ୍ତି।ପୁଣି ବସିବା ସମୟ ରେ ସେ ଅନେକ ସ୍ଥାନ ରେ ଗାଡ଼ି ଅଟକାଇବା ପାଇଁ କୁହନ୍ତି।
ଏଭଳି ଠକ ମହିଳା ଙ୍କ ଠାରୁ ଆପଣ ମାନେ ଦୂରରେ ରୁହନ୍ତି।ଏବେ ସେହି ଡ୍ରାଇଭର ଭାଇ ମାନେ ଥାନା ରେ ଏ ନେଇ ଅଭିଯୋଗ କରିଛନ୍ତି।ତାଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏହି କାର ରେ ସେ ବୁଲା ବୁଲି କରିବା ସହିତ ମଉଜ ମସ୍ତି କରି ଥାଆନ୍ତି।ହେଲେ କିଛି ସମୟ ପରେ ସେ ଟଙ୍କା ନ ଦେଇ ଲୁଚି ପଳାନ୍ତି।ଏଭଳି ଘଟଣା ଏବେ ଆମ ରାଜଧାନୀ ରେ ଦେଖିବାକୁ ମିଳୁଛି।