Movie prime

ସେ ଝିଅ କହୁଥାଏ.. ହା-ଣ ତାକୁ ହା-ଣ ସେ ଝିଅ କୁ ଫା-ଶୀ ଦରକାର୍...

 
Vc
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ତ୍ରୀକୋଣୀୟ ପ୍ରେମରେ ବଳିପଡିଯାଇଥିଲେ ନିରୀହ ଅଞ୍ଜନ। ୨ ଦିନ ପୁର୍ବରୁ ଲକ୍ଷ୍ମୀ ସାଗର ଥାନା ଚିନ୍ତାମଣିଶ୍ୱର୍ ରେ ଅଞ୍ଜନଙ୍କୁ ନୃଶଂସ ହ-ତ୍ୟା କରିଥଲେ ପିଙ୍କୁ , ନିହାରିକ ଓ ୪ ସହଯୋଗୀ।
ପୂରୁଣା ପ୍ରେମିକ ଗୌତମର ଆଖି ସାମ୍ନାରେ ତା ବନ୍ଧୁ ଅଞ୍ଜନକୁ ହ-ତ୍ୟା କରି ଚମ୍ଫଟ୍ ମାରିଥିଲେ ପିଙ୍କୁ ଓ ନିହାରିକା। ତେବେ ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ହ-ତ୍ୟା ଘଟଣାରେ ବଳିପଡିଯାଇଥିଲେ ନିରୀହ ଅଞ୍ଜନ। ଆଜି ଗଣମାଧ୍ୟମ ସାମ୍ନାକୁ ଆସି ମୁହଁ ଖୋଲିଲେ ପ୍ରେମିକ ଗୌତମ।
Hh
କହିଲେ, "ପିଙ୍କୁ ମୋ ଆଖି ସାମ୍ନାରେ ସେ ନିହାରିକା ଇଶାରାରେ ମୋ ଭାଇ ଭଳି ସାଙ୍ଗକୁ ହାଣିଦେଲା। ମୋତେ ଗୋଡାଇବାରୁ ମୁଁ ଟ୍ରକ୍ ତଳେ ଲୁଚିଗଲି। "ତେବେ ବନ୍ଧୁଗଣ ମୁଖ୍ୟ ଅଭିଯୁକ୍ତ କାହ୍ନା ପ୍ରଧାନ ଓ ତାର ପ୍ରେମିକା ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
କ୍ରାଇମସିନ୍‌ ରିକ୍ରିଏଟ କଲା ଲକ୍ଷ୍ମୀସାଗର ଥାନା ପୋଲିସ, ତ୍ରିକୋଣୀୟ ପ୍ରେମରୁ ଅଞ୍ଜନ ନାମକ ଯୁବକକୁ ହ-ତ୍ୟା କରାଯାଇଥିଲା ବୋଲି କହିଛନ୍ତି ଭୁବନେଶ୍ଵର ଡ଼ିସିପି।
Hh
ସୁଚନା ଅନୁଯାୟୀ ନିହାରିକା ପ୍ରଥମେ ଗୌତମ ସହ ରଖିଥିଲେ ପ୍ରେମ ସଂପର୍କ ଓ ପରେ ପୀଙ୍କୁ ସହ ରଖିଥିଲେ ସଂପର୍କ। ଦୁହିଁଙ୍କ ଭିତରେ ଝଗଡ଼ା ଲାଗୁଥିବାରୁ ସମସ୍ୟା ର ସମାଧାନ ପାଇଁ ନିହାରିକା ଦ୍ୱିତୀୟ ପ୍ରେମିକା ପିଙ୍କୁ କହିଥିଲା।
ପୂର୍ବ ଯୋଜନା ଅନୁଯାୟୀ ନିହାରିକା ଗୌତମ କୁ କଟକ ରୋଡ କୁ ଡାକିଥିଲେ। ରାତିରେ ଆସିବା ସମୟରେ ଗୌତମ ଏକୁଟିଆ ନ ଆସି ବନ୍ଧୁ ଅଞ୍ଜନ କୁ ସାଙ୍ଗରେ ନେଇ ଆସିଥିଲେ।
କିନ୍ତୁ ପୂର୍ବ ଯୋଜନା କରିଆସିଥିବା ପିଙ୍କୁ ନିଜ ସାଙ୍ଗରେ ଆଉ ୪ ଜଣ ଯୁବକ ଧରି ମାରଣାଅ-ସ୍ତ୍ର ସହ ଆସିଥିଲା। ଉଭୟଙ୍କ ଭିତରେ ଝଗଡ଼ା ହେବାରୁ ପିଙ୍କୁ ଖଣ୍ଡାରେ ଗୌତମକୁ ଆ-କ୍ର-ମ-ଣ କରିଥିଲା।
କିନ୍ତୁ ଖଣ୍ଡା ଚୋଟ ଅଞ୍ଜନ ଦେହରେ ବାଜିଥିଲା। ଏହାପରେ ପିଙ୍କୁ ଅଞ୍ଜନକୁ ଛାଡି ଗୌତମ ପଛରେ ଗୋଡାଇଥିଲା। କିନ୍ତୁ ଗୌତମ ଜୀବନ ବିକଳେ ସେଠାରୁ ଖସି ନିଜ ଜୀବନ ବଞ୍ଚାଇନେଇଥିବା ବେଳେ ଅଞ୍ଜନର ଘଟଣା ସ୍ଥଳରେ ମୃ-ତ୍ୟୁ ଘଟିଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.