Movie prime

ଅଭିନେତ୍ରୀ ନିଲୁଙ୍କ ଜୀବନର ସମସ୍ତ ରହସ୍ୟ ବିଷୟରେ ନିଜେ କହିଲେ ଅଭିନେତ୍ରୀ ଦେଖନ୍ତୁ କେମିତି ଚାଲିଛି ଆପଣଙ୍କ ଲୋକପ୍ରିୟ ଅଭିନେତ୍ରୀଙ୍କ ଜୀବନଶୈଳୀ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ଓଲିଉଡ ଜଗତର କଳାକାରମାନଙ୍କ ବିଷୟରେ ସମସ୍ତ ଖବର ପାଇ ପାରୁଛନ୍ତି ।
ଏବେ ଜଣେ ଅଭିନେତ୍ରୀଙ୍କ ବିଷୟରେ ଆପଣମାନେ ଜାଣିପାରିବେ । ଏହି ଅଭିନେତ୍ରୀ ଜଣଙ୍କ ଅନେକ ଧାରାବାହିକରେ ଅଭିନୟ କରିଥାନ୍ତି । ଏବେ ଏହି ଅଭିନେତ୍ରୀ ଜଣକ ତାଙ୍କ ବିଷୟରେ ଅନେକ କଥା କହିଛନ୍ତି ।
Yy
ସେ କହିଛନ୍ତି ସେ ପ୍ରେମ ବିବାହ କରିଛନ୍ତି । ସେ ତିନି ଚାରି ବର୍ଷ ଭଲପାଇବା ପରେ ବିବାହ କରିଛନ୍ତି । ଆଉ ତାଙ୍କ ସ୍ଵାମୀ ଜଣେ ବ୍ୟାପାରୀ । ଏହି ଅଭିନେତ୍ରୀ ଜଣକ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଛନ୍ତି । ଆଉ ସେ ଜଣେ କରଣଙ୍କୁ ଭଲପାଇ ଥିଲେ ଆଉ ତାଙ୍କୁ ବିବାହ ମଧ୍ୟ କରିଲେ ।
ବିବାହ ପରେ ତାଙ୍କ ଜୀବନ ବହୁତ ଭଲରେ ଚାଲିଛି । ସେ କରଣଙ୍କୁ ଭଲପାଇବା ପରେ ମଧ୍ୟ ତାଙ୍କ ଘରେ କିଛି ପ୍ରଶ୍ନ ପଚାରି ନଥିଲେ । ଆଉ ତାଙ୍କ ବାପା କିଛି ପଚାରି ନଥିଲେ । ଆଉ ତାଙ୍କର ବିବାହ ସେମାନେ କରି ଦେଇଥିଲେ । 
ତାଙ୍କ ସ୍ଵାମୀ ବହୁତ ଭଲ । ଯେତେବେଳେ ଅଭିନେତ୍ରୀ ରାଗି ଯାଆନ୍ତି ସେତେବେଳେ ତାଙ୍କ ସ୍ଵାମୀ ତାଙ୍କୁ ବୁଝାଇ ଦିଅନ୍ତି । ସେ ରାଜନୀତି କରିବାକୁ ଏବେ ରାଜନୀତିରେ ମିଶୁଛନ୍ତି । ଆଉ ତାଙ୍କ ସ୍ବାମୀଙ୍କର ବହୁତ ଇଚ୍ଛା ରାଜନୀତି କରିବା ପାଇଁ ।
Vb
ଏହି ଅଭିନେତ୍ରୀ ଜଣଙ୍କର ସ୍ବାମୀଙ୍କୁ ନେଇ ସେ ଅନେକ କଥା କହିଛନ୍ତି । ଆଉ ତାଙ୍କୁ ସେ ବହୁତ ଭଲପାଆନ୍ତି ବୋଲି ମଧ୍ୟ କହିଛନ୍ତି । ସେ ତାଙ୍କ ବିନା କିଛି କରିପାରିବେ ନାହିଁ ବୋଲି କହିଛନ୍ତି । ତାଙ୍କ ବିବାହକୁ ୪ ବର୍ଷ ହୋଇଗଲାଣି ।
ଆଉ ତାଙ୍କ ଶାଶୁ ଶଶୁର ଏବେ ନାତି କିମ୍ବା ନାତୁଣୀ ଚାହୁଁଛନ୍ତି । ଏହା ତାଙ୍କୁ ବହୁତ ଶୀଘ୍ର ମିଳିଯିବ ବୋଲି ସେ କହିଛନ୍ତି । ତାଙ୍କର ବିବାହ ବାର୍ଷିକ ଏହି କିଛିଦିନ ତଳେ ଗଲା ଆଉ ତାଙ୍କୁ କଣ ଗିଫ୍ଟ ମିଳିଲା ଏହାକୁ ନେଇ ପଚାରିଥିଲେ ରିପୋର୍ଟର ।
ଏହାକୁ ନେଇ ସେ କହିଛନ୍ତି କି ତାଙ୍କ ସ୍ଵାମୀ ହେଉଛନ୍ତି ତାଙ୍କ ପାଇଁ ଗିଫ୍ଟ ଆଉ ସୁନା ରୂପାରେ ଭଲପାଇବା ତୁଲା ଜାଇନଥାଏ ।ଏହି ଅଭିନେତ୍ରୀ ଜଣକ ନିଲୁ ନାଁରେ ଅଧିକ ଜଣାଶୁଣା । ବିବାହ ପରେ ସେ ବହୁତ ଖୁସିରେ ଅଛନ୍ତି । ଆଉ ସେ ମୋଟା ହୋଇ ଯାଇଛନ୍ତି । ଏଭଳି ଅନେକ କଥା ଅଭିନେତ୍ରୀ ବନିଜା ପଣ୍ଡା କହିଛନ୍ତି ।