Movie prime

ବରଯାତ୍ରୀ ଗାଡ଼ି ହେଲା ଭ-ୟ-ଙ୍କର ଦୁ-ର୍ଘ-ଟ-ଣା ଦେଖନ୍ତୁ ଚାହୁଁ ଚାହୁଁ ଚାଲିଗଲା ଏତେ ଲୋକଙ୍କ ଜୀବନ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ପାଇପାରିବେ ।
ଆଜିକାଲି ଯେଉଁ ଅଞ୍ଚଳରେ ଯାହା ବି ଘଟଣା ଘଟୁଛି ତାହା ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବରଯାତ୍ରୀ ସହ ଘଟିଥିବା ଅଘଟଣ ସମ୍ପର୍କରେ ଜାଣିପାରିବେ । 
Hu
ଏବେ ଏହି ଘଟଣା ସମସ୍ତଙ୍କୁ ଦୁଃଖ ଦେଇଛି । ବିବାହ ହେଲେ ସମସ୍ତେ ଖୁସି ହୋଇଥାନ୍ତି । ଆଉ ବିବାହରେ ଅନେକ ମଜା ମସ୍ତି କରିଥାନ୍ତି । କିନ୍ତୁ କାହା ସହିତ କେତେବେଳେ କଣ ଯେ ଘଟିବ ସେକଥା କିଏ ବା ଜାଣିଛି । ଏବେ ବିବାହକୁ ନେଇ କିଛି ଖବର ଆସିଛି ।
ବିବାହ ହେଉଥିଲା ଆଉ ବରଯାତ୍ରୀ ଯାଇଥିଲେ । ବରଯାତ୍ରୀ ଗାଡ଼ି ସହ ଏକ ଟ୍ରକ ଧକ୍କା ହୋଇଥିଲା । ଏହି ଘଟଣା ପରେ ଏକାଥରେ ୯ ଜଣଙ୍କର ମୃ-ତ୍ୟୁ ହୋଇଗଲା । ସତରେ ଏହି ଘଟଣା ଏବେ ସମସ୍ତଙ୍କ ମନରେ ଦୁଃଖ ଦେଇଛି ।
ଏହି ୯ ଜଣ ଲୋକ ଗୋଟିଏ ପରିବାରର ଥିଲେ । ରାଜସ୍ଥାନର ଝାଲୱାଡ ଜିଲ୍ଲାରେ ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କର ମୃ-ତ୍ୟୁ ହୋଇଛି । ବରଯାତ୍ରୀ ଭ୍ୟାନରେ ଏହି ଲୋକମାନେ ବସିଥିଲେ । ବରଯାତ୍ରୀ ବିବାହରେ ଯୋଗ ଦେଇ ଫେରୁଥିଲେ ।
Hh
ଆଉ ସେତେବେଳେ ଏହି ଘଟଣା ଘଟିଥିଲା । ଦ୍ରୁତ ଗତିରେ ଆସୁଥିବା ଟ୍ରକ ସହ ଏହି ଭ୍ୟାନ ଧକ୍କା ହୋଇଥିଲା । ଆଉ ଧକ୍କା ହେବା ପରେ ୯ ଜଣଙ୍କର ମୃ-ତ୍ୟୁ ହେବା ସହ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି । 
ଏବେ ଏହି ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଲୋକଙ୍କୁ ମେଡ଼ିକାଲକୁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ପୋଲିସ ଏହି ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ମେଡ଼ିକାଲକୁ ନେଇଥିଲେ । ଡାକ୍ତର ସେଠାରେ ୯ ଜଣଙ୍କୁ ମୃ-ତ ଘୋଷଣା କରିଥିଲେ ।
ଏବେ ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସତରେ ଏହା ଏକ ବଡ ଦୁଃଖଦ ଖବର ଯାହା ଗୋଟିଏ ପରିବାରରେ ଘଟି ଯାଇଛି ।