Movie prime

ଶଙ୍ଖ ଚିହ୍ନ କୁ ଟେକି ପକେଇଲେ ନିଶା.. ପାଣ୍ଡିଆନ ସାର୍ ଆଉ ନବୀନ ବାବୁ.. ମୋର ପ୍ରଥମ ରୁ ପସନ୍ଦ

 
Hh
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ବିଜେଡି ସମର୍ଥନ ରେ ବାହାରି ପଡ଼ିଲେ ଆଉ ଜଣେ ଅଭିନେତ୍ରୀ।ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ତେବେ ପ୍ରଥମ ଥର ପାଇଁ ବିବାଦୀୟ ଅଭିନେତ୍ରୀ ନିଶା ମହାରଣା ବିଜେଡି ଦଳ କୁ ସମର୍ଥନ କରିଛନ୍ତି।ସେ କହିଛନ୍ତି କି ମୁଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଖୁବ୍ ପସନ୍ଦ କରେ।ସେମାନେ ଏଥର ମଧ୍ୟ ଜିତିବେ ବୋଲି ସେ କହିଥିଲେ।
Hh
ସୂଚନା ଅନୁସାରେ ଆପଣ ମାନେ ସମସ୍ତେ ନିଶା ମହାରଣା ଙ୍କୁ ଭଲ ଭାବେ ଜାଣି ଥିବେ।ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ସେ ଚର୍ଚ୍ଚା ରେ ଥାଆନ୍ତି।ଆଜି ସେ ନିର୍ବାଚନ କୁ ନେଇ ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେ କହିଥିଲେ କି ମୁଁ ନବୀନ ପଟ୍ଟନାୟକ ଙ୍କୁ ଖୁବ୍ ଭଲ ପାଏ।ସେ ଏହି ଓଡ଼ିଶା ବାସି ଙ୍କ ପାଇଁ ଅନେକ କିଛି କରିଛନ୍ତି।ଓଡ଼ିଶା କୁ ବିକାଶ ପଥ ରେ ଆଗେଇ ନେଇଛନ୍ତି।
Hh
ମୁଁ ଆଗକୁ ବିଜେଡି ଦଳ ରେ ମିଶିବି।ଏବେ କିଛି ସମାଜ ସେବା କରିବା ପାଇଁ ଚାହୁଁଚି।ନିଶ୍ଚିତ ରୂପେ ଭବିଷ୍ୟତ ରେ ମୁଁ ବିଜେଡି ଦଳ ରେ ପ୍ରବେଶ କରିବି।ତାଙ୍କ କାମ କରିବାର ଶୈଳୀ ମୋତେ ବହୁତ ପସନ୍ଦ ଲାଗେ।
ନିକଟ ରେ ନବୀନ ସାର ଙ୍କ ଏଭଳି ଏକ ଭିଡିଓ ଭାଇରାଲ ହୋଇ ଥିଲା।ଯେଉଁଥିରେ ସେ ବିଜେପି ଦଳ ବିରୋଧ ରେ କହିଥିଲେ।ଯାହାକୁ ଓଡ଼ିଶା ବାସୀ ଦେଖି ସାରି ଥିବେ।ମୁଁ ତାଙ୍କ କଥା କୁ ବହୁତ ପସନ୍ଦ କରେ।ସେ ଯାହା କୁହନ୍ତି ତାହା କରନ୍ତି।
ଏହା ପୂର୍ବ ରୁ ନିଶା ମହାରଣା କଂଗ୍ରେସ ଦଳ କୁ ପସନ୍ଦ କରୁ ଥିଲେ।ସେ କଂଗ୍ରେସ ଭବନ କୁ ଯାଇ ସେଠାରେ ସମସ୍ତ ଙ୍କ ସହିତ ହୋଲି ଖେଳି ଥିଲେ।ଏହି କଥା କୁ ନେଇ ସେ ସମୟ ରେ ଅନେକ କଥା ଶୁଣିବାକୁ ମିଳି ଥିଲା।ଏବେ ସେ ବିଜେଡି ଦଳ କୁ ସମର୍ଥନ କରୁଛନ୍ତି ବୋଲି କହି ବୁଲୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.