Movie prime

ଯେତେ କାନ୍ଦିଲେ ବି ବାବା ରାମଦେବ ଙ୍କୁ କ୍ଷମା ଦେଲେନି କୋର୍ଟ..ଏବେ ଜବରଦସ୍ତି ରାମଦେବ ବାବା ଆଉ ତାଙ୍କ ସାଥୀ ଙ୍କ ସହ ହେବ ଏମିତି..

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି ବାବା ରାମଦେବ ଙ୍କୁ ମିଳିଛି ସୁପ୍ରିମ କୋର୍ଟ ରୁ ଝଟକା। କୋର୍ଟ ରେ କ୍ଷମା ମାଗିଲେ ରାମଦେବ ବାବା ଓ ଆଚାର୍ଯ୍ୟ ବାଳକୃଷ୍ଣ ହେଲେ ତାଙ୍କର କ୍ଷମା ପ୍ରାର୍ଥନା କୁ କୋର୍ଟ ଗ୍ରହଣ କରିଲା ନାହିଁ।
ତାଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗଗୁରୁ ରାମଦେବ ବାବା ଓ ପତାଞ୍ଜଳିର ନିର୍ଦ୍ଦେଶକ,
Hh
ଆଚାର୍ଯ୍ୟ ବାଳକୃଷ୍ଣ ହଜାର ହୋଇଥିଲେ। ମାମଲାର ଶୁଣାଣି ସମୟରେ ଦୁହେଁ ବିନା ସର୍ତ୍ତ ରେ ସୁପ୍ରିମ କୋର୍ଟ ରେ ହାତ ଯୋଡ଼ି କ୍ଷମା ମାଗି ଥିବାର ମଧ୍ୟ ଜଣା ପଡ଼ିଛି। ହେଲେ ସୁପ୍ରିମ କୋର୍ଟ ଏହାକୁ ଗ୍ରହଣ କରି ନଥିବା ଜଣା ପଡ଼ିଛି।
ଏହି ମାମଲାର ଶୁଣାଣି କରି ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଆସନୁଦ୍ଦିନ ଆମାନୁଲ୍ଲା ଙ୍କ ଖଣ୍ଡପୀଠ ବାବା ରାମଦେବ ଙ୍କୁ କହିଛନ୍ତି କି "ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି ଆଇନ ଆପଣଙ୍କ ଉପରେ ଅଛି।
ଆଇନ ର ଗୌରବ ଗରିମା ସର୍ବୋଚ୍ଚ ଅଟେ। ସେଥିପାଇଁ ସୁପ୍ରିମକୋର୍ଟ ରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି ଯୋଗଗୁରୁ ବାବା ରାମଦେବ ଓ ପତଂଜଳି ଆୟୁର୍ବେଦ ର ନିର୍ଦ୍ଦେଶକ ପରିଚାଳକ
Yy
ଯୋଗଗୁରୁ ରାମଦେବ ଙ୍କୁ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ବିଭ୍ରାନ୍ତିକର ବିଜ୍ଞାପନ ମାମଲାକୁ ନେଇ ସୁପ୍ରିମକୋର୍ଟ ରେ ହଜାର ହୋଇଥିଲେ। ମାମଲାର ଶୁଣାଣି ସମୟରେ ଦୁହେଁ ସୁପ୍ରିମ କୋର୍ଟ ରେ ବିନା ସର୍ତ୍ତରେ କ୍ଷମା ମାଗିଥିଲେ।
ଏହି ମାମଲାର ଶୁଣାଣି କରି ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ଆସନୁଦ୍ଦିନ ଆମାନୁଲ୍ଲା କହିଥିଲେ ଯେ ଏହି ମାମଲାରେ ଦୁହିଁଙ୍କ ଅଫିଡେଫିଟ୍ କାହିଁ। ରାମଦେବ ଙ୍କ ଓକିଲ ଉତ୍ତର ରଖିଥିଲେ କି ଉଭୟ କ୍ଷମା ମାଗିଥିଲେ ଏବଂ ଉଭୟ କୋର୍ଟ ରେ ହଜାର ହୋଇଥିଲେ।
ଏହାପରେ କୋର୍ଟ କହିଥିଲେ କି ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ ଓ ସେମାନେ ତାଙ୍କର କ୍ଷମା ପ୍ରାର୍ଥନା କୁ ମଧ୍ୟ ଗ୍ରହଣ କରିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.