Movie prime

ମହିଳାଙ୍କ ପେଟରୁ ବାହାରିଲା ଏହି ମାଂ-ସ ପିଣ୍ଡୁଳା ଦେଖନ୍ତୁ ଏହାକୁ ଦେଖି ଆଶ୍ଚର୍ୟ୍ଯ ହେଲେ ଡାକ୍ତର

 
Hu
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଅପରେସନ ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ । ଡାକ୍ତର ନିଜ ଆଖିକୁ ବିଶ୍ବାସ କରିପାରିଲେ ନାହିଁ । ଏତେ ଦିନ ପର୍ଯ୍ୟନ୍ତ କିଭଳି ଥିଲେ ତାହାକୁ ନେଇ ଏବେ କଥା ଆସୁଛି ।
Hh
ଆପଣମାନେ ଆଗରୁ ତ ଶୁଣିଥିବେ କିଛି ଲୋକଙ୍କର ପେଟରେ ମାଂସ ବଢ଼ିଥାଏ । ଆଉ ଏହି ମାଂସ ଅଳ୍ପ ହୋଇଥିଲେ ମଧ୍ୟ ଅନେକ କଷ୍ଟ ହୁଏ କିନ୍ତୁ ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ମହିଳାଙ୍କୁ ଦେଖିପାରିବେ ଯାହାଙ୍କର ଅବସ୍ଥା ଏଭଳି ହୋଇଥିଲା ଯାହା ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।
ଏହି ମହିଳା ଜଣକ କିଭଳି ସମ୍ଭାଳି ଥିଲେ ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଏକ କେଜି ନୁହେଁ କି ୫ କେଜି ନୁହେଁ ବରଂ ଏହି ମହିଳାଙ୍କ ପେଟରୁ ୩୦ କେଜି ଓଜନର ମାଂସ ପିଣ୍ଡୁଳା ବାହାରିଛି ।
ଏହି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବେନେରିପଡ଼ା ନିକଟସ୍ଥ ତାଳଦଣ୍ଡିଖିଆ ଗ୍ରାମରେ । ଏହି ଗାଁର ବନ୍ଦଲୀ ପ୍ରଧାନଙ୍କ ସହିତ ଏଭଳି ଘଟଣା ଘଟିଛି । ଡାକ୍ତରମାନେ ଅପରେସନ କରି ଏହି ମହିଳାଙ୍କ ପେଟରୁ ୩୦ କେଜିର ମାଂସ ପିଣ୍ଡୁଳା ବାହାର କରିଥିଲେ ।
Bh
ଏହି ମାଂସ ପିଣ୍ଡୁଳାକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ମାଂସ ପିଣ୍ଡୁଳାକୁ ଧରିବା ପାଇଁ ମଧ୍ୟ ଡାକ୍ତରମାନେ ହାତରେ ଧରି ପାରୁ ନାହାଁନ୍ତି କାରଣ ଏହା ଏତେ ବଡ ଅଟେ । 
ଏହି ମାଂସ ପିଣ୍ଡୁଳା ହାଣ୍ଡି ପରି ଦେଖାଯାଉଛି । ବର୍ଷ ବର୍ଷ ଧରି ପେଟରେ ବଢ଼ି ଚାଲିଥିଲା ଏହି ମାଂସ ପିଣ୍ଡୁଳା । ଅନେକ ଚିକିତ୍ସା ପରେ ମଧ୍ୟ ଏହା ଭଲ ହେଉନଥିଲା । ଅନେକ ଯନ୍ତ୍ରଣାର ଶିକାର ହୋଇଥିଲା ଏହି ମହିଳା ଜଣକ । ୬୦ ବର୍ଷ ବୟସରେ ମହିଳା ଜଣକ ୩୦ କେଜି ଓଜନର ମାଂସ ପିଣ୍ଡୁଳା ଧରିଥିଲେ ।
ମେଡିକାଲ ବହୁତ ଦୂରରେ ଥିଲା ଆଉ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ବୃଦ୍ଧାଙ୍କୁ ଆଣିଥିଲା । ଘଣ୍ଟା ଘଣ୍ଟା ପରିଶ୍ରମ ପରେ ଅପରେସନ ପରେ ୩୦ କେଜିର ମାଂସ ପିଣ୍ଡୁଳା ବାହାର କରାଯାଇଛି । ଏହି ଅପରେସନ ବିଜୁ ସ୍ବାସ୍ଥ୍ୟ କାର୍ଡ ଦ୍ଵାରା ମାଗଣା ହୋଇଛି ବୋଲି ସୂଚନା ମିଳିଛି ।