Movie prime

ପାଣ୍ଡିଆନ ଆଉ ନବୀନ ଙ୍କ ଯୋଡ଼ି ଓଡ଼ିଶା ରେ ରଚିଲେ ଇତିହାସ ଉନ୍ନତି ଏମିତି ଯେ ଗାଆଁ କି ସହର ଚିହ୍ନି ହେଉନି..

 
Uu
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ସୋସିଆଲ ମିଡ଼ିଆ ଏକ ସହଜ ଓ ସରଳ ଉପାୟ ପାଲଟିଛି, ଯାହାଦ୍ଵାରା ସମସ୍ତ ଖବର ଖୁବଶୀଘ୍ର ଜାଣି ହେଉଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ବନ୍ଧୁଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ମିସନକୁ କାମରେ କରି ଦେଖାଉଛନ୍ତି 5T ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷକ ଭୀକେ ପଣ୍ଡିଆନ। ଫଳରେ ଗ୍ରାମବାସୀ ଖୁବ୍ ଖୁସି ଥିବାର ଜଣାପଡୁଛନ୍ତି। 
Bh
ଲୋକଙ୍କ ସୁବିଧା ପାଇଁ ଛିଡ଼ା ହୋଇଛି "ବିଜୁ ସେତୁ"। "ମୋ କୁଡିଆ", "ବିଜୁ ପକ୍କା ଘର" , ମୋ ଘର ଯୋଜନାରେ ଲୋକଙ୍କ ମୁଣ୍ଡକୁ ଛାଡ ଯୋଗାଉଛନ୍ତି ନବୀନ ସରକାର। "ଆମ ବ୍ୟାଙ୍କ" ଯୋଜନାରେ ଗାଁକୁ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ପହଁଚୁଛି। ରାଜ୍ୟରେ ସବୁ ଗାଁରେ ପାଣି ପାଇପ ପହଁଚୁଛି।
ବିଭିନ୍ନ ଯୋଜନାରେ ଲୋକଙ୍କ ଘର ଦ୍ଵାର ମୁଁହରେ ଟ୍ୟାପ୍ ଖୋଲିଲେ ସ୍ୱଚ୍ଛ ପାଇବା ପାଣି ମିଳିଯାଉଛି। ପ୍ରତି ପଞ୍ଚାୟତରେ ଥିବା ହାଇସ୍କୁଲକୁ 5ଟି ହାଇସ୍କୁଲରେ ପରିଣତ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ଵ ଦିଆଯାଉଛି। କଲ୍ୟାଣମଣ୍ଡପ ଏବଂ ପାର୍କ ଗାଁ ଗାଁରେ ଓ ସହରରେ ନିର୍ମାଣ ଚାଲିଛି। 
ମିଶନଶକ୍ତି ଗୃହ ନିର୍ମାଣ ଦ୍ବାରା ମହିଳା ସଶକ୍ତିକରଣର ନୂଆ ଧାରା ସୃଷ୍ଟି ହୋଇଛି। ଓଡିଶାରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା ଐତିହସଂସ୍କୃତି ସୁରକ୍ଷା ପାଇଁ "ଆମ ଓଡ଼ିଶା" , "ନବୀନ ଓଡ଼ିଶା" ଯୋଜନାରେ ବ୍ୟାପକ ରୂପାନ୍ତରଣ ଚାଲିଛି। ପ୍ରାଥମିକ ଶିକ୍ଷାରେ ଉନ୍ନତିକରଣ ସହିତ ମହିଳା ଏବଂ ଯୁବପିଢିଙ୍କର ସଶକ୍ତିକରଣ ହୋଇଛି।
କ୍ରୀଡ଼ାଭିତ୍ତି ଭୂମିରେ ଉନ୍ନତି ହୋଇ ଗାଁରେ ଖେଳ ପଡ଼ିଆ ନିର୍ମାଣ ହୋଇଛି। ଗାଁର ରୂପରେଖ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନକୁ 5T ଅଧ୍ୟକ୍ଷକ ଭିକେ ପଣ୍ଡିଆନ ସାରା ଓଡ଼ିଶା ବୁଲିବୁଲି ବାସ୍ତବରେ ପରିଣତ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.