Movie prime

ସାନ ଭାଇ ମନ୍ମଥ ର ଅବସ୍ଥା ଉପରେ ଦୟା ଦେଖେଇଲେ ବଡ଼ ଭାଇ...ମୋ ସାନଭାଇ ବିଚରା ବଡ଼ ବଡିଆ ଙ୍କ ଚାଲ୍ ରେ ଫଶିଗଲା

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ବନ୍ଧୁଗଣ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ହେବା ପରେ ସୁରଙ୍କ ପରିବାରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। 
Uj
କଂଗ୍ରେସର ଟାଣୁଆ ନେତା ସୁରଙ୍କ ଦୁଇ ପୁଅ ଭିନ୍ନ ଭିନ୍ନ ଦଳରୁ ଲଢ଼ିବା ରାଜନୀତି ମହଲରେ ରୋଚକ ଆଲୋଚନାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଗଣମାଧ୍ୟମରେ ମନ୍ମଥ କହିଥିଲେ ଯେ, "କଂଗ୍ରେସ ନେତା ନୁହେଁ, ବାପା ହିସାବରେ ସେ ସହଯୋଗ ଲୋଡ଼ିବେ।
ବାପା ତାଙ୍କୁ ଶିଖାଇଛନ୍ତି ସାହସୀ ହେବା, ସ୍ବାଭିମାନୀ ହେବା ଆଉ ସ୍ବାଧୀନ ଭାବେ ଜୀବନ କାଟିବା। ତେଣୁ ସେଇ ଆଦର୍ଶରେ ସେ ରାଜନୈତିକ ବାଟ ବାଛିଛନ୍ତି । ଏହାକୁ ନେଇ କୌଣସି ଦ୍ବନ୍ଦ୍ବ ରହିବା କଥା ନୁହେଁ।" ମନ୍ମଥ ୧୮ ବର୍ଷ ଧରି ଏୟାରଇଣ୍ଡିଆର କ୍ୟାପଟେନ୍‌ ଥିଲେ। 
ଏହାସହିତ ଜଟଣୀ ନିର୍ବାଚନ ମଣ୍ଡଳୀରେ ବି ତାଙ୍କର ଦବଦବା ରହିଛି। ବାପା ସୁରେଶ ରାଉତରାୟଙ୍କ ପାଇଁ ଜଟଣୀରେ ନିର୍ବାଚନ ପରିଚାଳନା ବି କରିଛନ୍ତି ମନ୍ମଥ। କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେବା ପରେ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ ମନ୍ମଥ।
Hh
ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ କଂଗ୍ରେସରୁ ଲଢିବେନି ବୋଲି ସ୍ପଷ୍ଟ ମନା କରିଥିଲେ ମନ୍ମଥ। 
ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେଲେ ମନ୍ମଥ କିମ୍ବା ବିଜେଡି ପାଇଁ କେବେ ବି ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ତେବେ ବନ୍ଧୁଗଣ ମନ୍ମଥ ରାଉତରାୟ ଭାଇ ଭାଇ ମଧ୍ୟରେ ଥିବା ସମ୍ପର୍କକୁ ନେଇ କହିଛନ୍ତି ଯେ,
ଭାଇ ଭାଇ ମଧ୍ୟରେ ଯେମିତି ସମ୍ପର୍କ ରହିବା କଥା ସେମିତି ସମ୍ପର୍କ ତାଙ୍କ ମଧ୍ୟରେ ରହିଛି। ତାଙ୍କର ସମୟ ପୁରା ଚାଲିଯାଉଛି ତାଙ୍କ ବାପାଙ୍କ ପ୍ରେମୀଙ୍କୁ ସମ୍ଭାଳିବାରେ ବୋଲି କହିଛନ୍ତି ମନ୍ମଥ ରାଉତରାୟ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.