Movie prime

କାରଖାନା ଭାଉଜ ଙ୍କ ଉପରେ ହେଇଗଲା ଡବଲ ଚଢ଼ାଉ... ଆସିଗଲା ନୋଟିସ, ଆଉ ଖୋଲି ପାରିବେନି କାରଖାନା

 
Gg
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର।ଆପଣ ମାନେ ସମସ୍ତେ ନେହା ପାଣିଗ୍ରାହୀ ଓ ତାଙ୍କ ବଡ ଯା ରଶ୍ମିତା ଦାସ ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ପୁଣି ଥରେ ସେହି ଦୁଇ ଜଣ ଙ୍କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।
ପୁଣି ଏକ ବଡ ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି ନେହା ପାଣିଗ୍ରାହୀ।ଗତ କିଛି ଦିନ ହେବ କାର ଖାନା କୁ ନେଇ ସେ ସାରା ରାଜ୍ୟ ରେ ଚର୍ଚ୍ଚା ରେ ଥିଲେ।କିଛି ଲୋକ ଙ୍କ ଆପତ୍ତି କ୍ରମେ ସେ କାର ଖାନା କୁ ଉଠାଇ ଦେଇ ଥିଲେ।ତେବେ ଏବେ ଯେଉଁ ଠାରେ ସେ କାର ଖାନା କରିଛନ୍ତି।
Gy
ସେଠାରୁ ମଧ୍ୟ ତାଙ୍କୁ ବିଦା କରା ଯାଇଛି ବୋଲି ସୂଚନା ମିଳିଛି।ସୂଚନା ଅନୁସାରେ ନେହା ପାଣିଗ୍ରାହୀ ଓ ତାଙ୍କ ବଡ ଯା ରଶ୍ମିତା ପାଣିଗ୍ରାହୀ ଗତ କାଲି ବିଜେପି ଦଳ ରେ ଯୋଗ ଦେଇ ଥିଲେ।ତେବେ ଆଜି ତାଙ୍କର ରାମ ମନ୍ଦିର ପାଖରେ ଥିବା କାର ଖାନା କୁ ବନ୍ଦ କରି ଦିଆ ଯାଇଚି।
ଏଥର ଓସିଏଚସି ରୁ ଆସିଛି ଚିଠି।ଓଡ଼ିଶା କୋ ଅପରେଟିଭ ହାଉସ ଇନ୍ କର୍ପୋରେଶନ ଅନେକ ଥର ଚିଠି ଦେବା ପରେ ମଧ୍ୟ ନେହା ପାଣିଗ୍ରାହୀ ଓ ତାଙ୍କ ଯା ରଶ୍ମିତା ପାଣିଗ୍ରାହୀ କୌଣସି ପ୍ରକାର ଉତ୍ତର ଦେଇ।ନ ଥିଲେ।
Gy
ଏଥିରେ ଲେଖା ହୋଇ ଥିଲା ଅନେକ ଦିନ ରୁ ନେହା ଏହି ସ୍ଥାନ ରେ ଖାଦ୍ୟ ବିକ୍ରୀ କରି ଆସୁ ଥିଲେ।ଏ ନେଇ ସେ କୌଣସି ସୂଚନା ଦେଇ ନ ଥିଲେ।ପ୍ରତି ମାସ ରେ ଏଥିପାଇଁ ୨୦୦ ଟଙ୍କା ଦେବାର ବ୍ୟବସ୍ଥା ଥିଲା।ହେଲେ ସେ ଦେଇ ନ ଥିଲେ।
ଏହା ପରେ ଗତ କାଲି ଜଣେ ମହିଳା ଆସି ଏହି ଚିଠି ତାଙ୍କୁ ଧରାଇ ଥିଲେ।ଏହା ପରେ ନେହା ଓ ତାଙ୍କ ଯା ରଶ୍ମିତା ସେହି ମହିଳା ଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇ ଥିଲା।ଏହା ପରେ ମହିଳା ଜଣକ ସେଠାରୁ ଚାଲି ଯାଇ ଥିଲେ।
ସେହି ଚିଠି ରେ ଆହୁରି ମଧ୍ୟ ଲେଖା ହୋଇଚି ନେହା ସେଠାରେ କାର ଖାନା କରି ପାରିବେ ନାହିଁ।ଏହା ସମ୍ପୂର୍ଣ୍ଣ ରୂପେ ଆଇନ ବିରୋଧୀ।ଏହି ଆଲର୍ଟ ମେଣ୍ଟ ଟି କୁ ବନ୍ଦ କରି ଦିଆ ଯାଇଛି।ସେଠାରେ ଆଉ ନେହା କାର ଖାନା କରି ପାରିବେ ନାହିଁ। ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.