Movie prime

ଆଳି ରେ ଝିଅ ନିର୍ବାଚନ ପାଇଁ ବାପା କଲେ ବଳିଦାନ..ନିଜର ଏକମାତ୍ର ଜମି କୁ ମଧ୍ୟ ଝିଅ ପାଇଁ ବିକିଦେଲେ..

 
Vv
ନମସ୍କାର ପାଠକ ବନ୍ଧୁ। ନିଜ ଝିଅକୁ ନିର୍ବାଚନ ଲଢ଼ିବାକୁ ଦେବା ପାଇଁ ବାପା ବିକି ଦେଲେ ନିଜର ଭିଟା ମାଟି। ଗୋଟେ ପଟେ ବାପା ରୋଗ ଶଯ୍ୟା ରେ ଥିବା ବେଳେ ତାଙ୍କୁ ଦରକାର୍ ଥିଲା ପ୍ରଚୁର ପରିମାଣରେ ଅର୍ଥ।
ଏହି ଅସମୟରେ ମଧ୍ୟ ଲୋକଙ୍କ ସେବା କରିବା ପାଇଁ ବାପା ବିକି ଦେଲେ ଘର ଡିହ। ନିଜ ଝିଅ ନିର୍ବାଚନ ବାବଦକୁ ଅର୍ଥ ସହାୟତା କରିବା ବାବଦକୁ ନିଜ ଡିହ କୁ ସେ ବିକ୍ରୀ କରି ଦେଇଛନ୍ତି। ତାଙ୍କର ଏହି ଡିହ ଏକମାତ୍ର ସମ୍ପତ୍ତି ଥିଲା।
Bb
ଏହାପରେ ଝିଅ ମଧ୍ୟ ଲୋକଙ୍କ ସେବା କରିବା ପାଇଁ ଡ଼ାକ୍ତରୀ ଚାକିରୀ ଆଉ ପରେ କଂଗ୍ରେସ ରେ ନିଜର ଜେଜେ ଓ ବାପା ର ସ୍ବପ୍ନ ପୂରା କରିବା ପାଇଁ ଲୋକଙ୍କ ପାଖକୁ ଯାଇ ଜନ ସମ୍ପର୍କ ସୃଷ୍ଟି କରୁଛନ୍ତି।
ଏହା ହେଉଛି କେନ୍ଦ୍ରାପଡ଼ା ଆଳି ର ପୂର୍ବତନ ବିଧାୟକ ଦେବେନ୍ଦ୍ରନାଥ ଶର୍ମା ଙ୍କ କଥା। ତାଙ୍କର ଝିଅ ହେଉଛନ୍ତି ଦେବସ୍ମିତା ଶର୍ମା। ଦେବସ୍ମିତା ନିର୍ବାଚନ ଲଢ଼ି ଲୋକ ମାନଙ୍କ ସେବା କରିବାକୁ ଚାହୁଁ ଛନ୍ତି। ସେଥିପାଇଁ ସେ ପ୍ରଥମେ ଡ଼ାକ୍ତରୀ ଚାକିରୀ ଛାଡିଥିଲେ।
କଂଗ୍ରେସ୍ ରେ ନିଜ ଜେଜେ ଓ ବାପା ଙ୍କ ସ୍ବପ୍ନ ପୂରା କରିବା ପାଇଁ ଲୋକଙ୍କ ନିକଟକୁ ଯାଇ ଜନ ସମ୍ପର୍କ ସୃଷ୍ଟି କରୁଥିଲେ। ଦୁଇଦିନ ତଳେ ସେ ଆଳି ରେ ବିଧାୟିକା ଭାବରେ ଲଢିବା ପାଇଁ ଟିକେଟ ମଧ୍ୟ ପାଇଥିଲେ।
Hh
ତାଙ୍କର ନିର୍ବାଚନ ପ୍ରଚାର ମଧ୍ୟ ଏବେ ଜୋର୍ ଧରିବାରେ ଲାଗିଛି। ତାଙ୍କର ଏହା ଆଶା କି ସେ ଲୋକ ମାନଙ୍କ ସେବା କରିବେ। ଆଉ ନିଶ୍ଚିତ ଭାବରେ ଲୋକମାନେ ତାଙ୍କୁ ଭୋଟ ଦେଇ ଜୟଯୁକ୍ତ ମଧ୍ୟ କରାଇବେ।
ବିଧାୟକ ଦେବେନ୍ଦ୍ର ଏବେ ରୋଗ ଶଯ୍ୟା ରେ ପଡି ଯାଇଛନ୍ତି। ନିଜ ଝିଅକୁ ନିର୍ବାଚନ ଲଢ଼ିବାକୁ ଦେବା ପାଇଁ ନିଜ ଭିଟାମାଟି ଗୃହ ବିକ୍ରୀ କରି ଦେଇଛନ୍ତି। ସାଧାରଣରେ ଏହି ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରି ଦେଇଛି।
ଏବେ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.