Movie prime

ଖୁସି ଖବର ନିର୍ବାଚନ ଆଗରୁ ଏତିକି ଟଙ୍କା କମିଲା ପେଟ୍ରୋଲଦର ଜାଣନ୍ତୁ ବର୍ତ୍ତମାନ ଦାମ ରହିଲା କେତେ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆସିଥିବା ଖୁସି ଖବର ଜାଣି ପାରିବେ ।
ମେ ମାସ ଆରମ୍ଭରେ ମିଳିଲା ଖୁସି ଖବର । ମେ ମାସ ପ୍ରଥମ ସପ୍ତାହରେ ମିଳିଲା ଖୁସି ଖବର । ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ପାଇଁ ଆସିଗଲା ଖୁସି ଖବର । ଗାଡ଼ି ଚାଲକମାନେ ଏହି ଖବର ଶୁଣି ଖୁସି ହୋଇଯିବେ । 
Bb
ଏହି ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ପେଟ୍ରୋଲ ଆଉ ଡିଜେଲର ନୂତନ ଦର ସାମ୍ନାକୁ ଆସିଛି । କେତେକ ସ୍ଥାନରେ ପେଟ୍ରୋଲ ଆଉ ଡିଜେଲ ଦର ବୃଦ୍ଧି ପାଇଛି ତ ଆଉ କିଛି ସ୍ଥାନରେ ପେଟ୍ରୋଲ ଆଉ ଡିଜେଲ ଦର ବୃଦ୍ଧି ପାଇଛି ।
ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ପାଇପାରିବେ । ଆସନ୍ତୁ ଜାଣିବା ପେଟ୍ରୋଲ ଆଉ ଡିଜେଲ ଦର କେତେ ରହିଛି ଆମ ଓଡ଼ିଶାରେ ଆଉ ଓଡ଼ିଶା ବାହାରେ । ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ବିଷୟରେ ମଧ୍ୟ ସୂଚନା ଦିଆଯାଇଛି।
ସକାଳୁ ସକାଳୁ ଭୁବନେଶ୍ୱର ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୯୨ ପଇସା ରହିଛି । ଦେଶର ଅନେକ ପ୍ରମୁଖ ସହର ଏବଂ ଅନେକ ସ୍ଥାନରେ ପେଟ୍ରୋଲ ଆଉ ଡିଜେଲ ଦର ବୃଦ୍ଧି ପାଇଛି ଆଉ କେତେକ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ବୋଲି ଖବର ଆସିଛି ।
Bb
ଆପଣମାନେ ସମସ୍ତେ ତ ଆଜିକା ଖବର ଜାଣିଥିବେ । ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୪ ଟଙ୍କା ୭୨ ପଇସା ଥିବା ବେଳେ ମୁମ୍ବାଇରେ ୧୦୪ ଟଙ୍କା ୨୧ ପଇସା ରହିଥିବା ବେଳେ କୋଲକତା ସହରରେ ୧୦୩ ଟଙ୍କା ୯୪ ପଇସା ରହିଛି ।
ଆଉ ଏହାସହ ଚେନ୍ନାଇରେ ୧୦୦ ଟଙ୍କା ୯୮ ପଇସା । ସେହିପରି ଗୋର୍ଗାଉଁରେ ୯୪ ଟଙ୍କା ୯୦ ପଇସା ଥିବା ବେଳେ ନୋଇଡାରେ ୯୪ ଟଙ୍କା ୭୬ ପଇସା ପେଟ୍ରୋଲ ଦର ଲିଟର ପିଛା ରହିଛି ବୋଲି ଖବର ଆସିଛି । ଏପଟେ ଭୁବନେଶ୍ୱର ସହରରେ ଡିଜେଲ ଦର କମିଛି ବୋଲି ମଧ୍ୟ ସୂଚନା ମିଳିଛି ।
ମେ ମାସ ଆରମ୍ଭରୁ ଡିଜେଲ ଦର ଲିଟର ପିଛା ହ୍ରାସ ପାଇଛି ବୋଲି ସୂଚନା ମିଳିଛି । ୯୨ ଟଙ୍କା ୬୨ ପଇସା ରହିଛି । ନୂଆଦିଲ୍ଲୀରେ ୮୮.୬୨ ପଇସା, ଚେନ୍ନାଇରେ ୯୨.୫୬ ପଇସା ରହିଛି । ଏଭଳି ଅନେକ ସ୍ଥାନରେ ଦର ସେୟା ରହିଛି ।