Movie prime

ସଲମାନ୍ ଙ୍କ ଭଉଣୀ କୁ ବାହା ହେଇଥିବା ଯୁବକ.. ଏବେ କହିଲାଣି ମତେ ନୂଆ ଝିଅ ପସନ୍ଦ, ବାହା ହେବି

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ସଲମାନ୍ ଖାନ୍ ଙ୍କୁ ଭଲ ଭାବେ ଜାଣି ଥିବେ।ଆଜି ଆମେ ତାଙ୍କର ପରିଚୟ ଦେବାର ଆବଶ୍ୟକତା ନାହିଁ।ଆଜି ସେ ନିଜ ପରିଶ୍ରମ ବଳ ରେ ସମସ୍ତଙ୍କ ନିକଟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ସେ କେବଳ ଜଣେ ଅଭିନେତା ନୁହନ୍ତି।ଭଲ ମଣିଷ ମଧ୍ୟ।ଆପଣ ମାନେ ସମସ୍ତେ ତାଙ୍କ ଭଉଣୀ ଅର୍ପିତା ଖାଁ ଙ୍କ ବିଷୟ ରେ ଜାଣି ଥିବେ।ଯେ କି ଗତ ୨୦୧୪ ମସିହା ରେ ଆୟୁଷ ଶର୍ମା ଙ୍କୁ ବିବାହ କରି ଥିଲେ।ବିବାହ ପର ଠାରୁ ତାଙ୍କୁ ନେଇ ଅନେକ ଚର୍ଚ୍ଚା କରା ଯାଇ ଥିଲା।
Hu
ଆଜି ଆମେ ସେହି ବିଷୟ ରେ ଆପଣଙ୍କୁ କହିବାକୁ ଯାଉଛୁ।ଆୟୁଷ ଶର୍ମା ସଲମାନ୍ ଙ୍କ ଭଉଣୀ ଅର୍ପିତା ଖାଁ ଙ୍କୁ ବିବାହ କରି ଥିଲେ।ତେବେ ବିବାହ ପର ଠାରୁ ଆୟୁଷ ଶର୍ମା ଙ୍କୁ ନେଇ ଅନେକ କଥା ଶୁଣିବାକୁ ମିଳୁ ଥିଲା।
ଆୟୁଷ କେବଳ ଟଙ୍କା ପାଇଁ ଅର୍ପିତା ଙ୍କୁ ବିବାହ କରି ଥିଲେ।ଅର୍ପିତା ଙ୍କୁ ବିବାହ କରିବା ପାଇଁ ତାଙ୍କୁ ଅନେକ ଫିଲ୍ମ ରେ କାମ କରିବା ପାଇଁ ସୁଯୋଗ ମିଳି ଥିଲା।ଏବେ ସେ ବଲିଉଡ ର ଜଣେ ଅଭିନେତା ରୂପେ ପରିଚିତ ଅଟନ୍ତି।
ତେବେ ଏ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆୟୁଷ ଶର୍ମା।ସେ କହିଛନ୍ତି କି ତାଙ୍କ ପରିବାର ହେଉଚି ଏକ ରାଜନୀତିକ ପରିବାର।ତାଙ୍କୁ କେବେ ବି ଟଙ୍କା ର ଅଭାବ କୁ ସାମ୍ନା କରିବାକୁ ପଡି ନାହିଁ।
ମୁଁ ଅର୍ପିତା ଙ୍କୁ ବିବାହ କରିବା ପରେ ଲୋକ ମାନେ ତଥା ଏହି ସୋସିଆଲ ମିଡିଆରେ ମୋତେ ବହୁତ କିଛି କଥା କୁହା ଯାଇଚି।ସମସ୍ତେ କହିଲେ ମୁଁ କେବଳ ଟଙ୍କା ପାଇଁ ଅର୍ପିତା ଙ୍କୁ ବିବାହ କରିଛି।ତେବେ ଏହା ସତ ନୁହେଁ।ଆପଣ ମାନେ ମୋ ନାମ ରେ ମିଥ୍ୟା ପ୍ରଚାର କରନ୍ତୁ ନାହିଁ।
Bb
ମୁଁ ଅର୍ପିତା ଙ୍କୁ ବହୁତ ଭଲ ପାଏ।ତାଙ୍କର ଏହି କଥା କୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ।ଆୟୁଷ ଶର୍ମା ଙ୍କ ର ଆଗକୁ ଏକ ନୂତନ ଫିଲ୍ମ ଆସିବାକୁ ଯାଉଚି।
ଯାହାକୁ ଦେଖିବା ପାଇଁ ସେ ତାଙ୍କ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି।ତେବେ ଏହି ଫିଲ୍ମ ଟି ଦର୍ଶକ ମାନଙ୍କୁ କିପରି ଲାଗୁଚି ତାହା ଦେଖିବାକୁ ବାକି ରହିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.