Movie prime

ଟ୍ରାକ୍ଟର ରେ ମୁଣ୍ଡ ଫଶିଗଲା.. ପରେ ଛିଣ୍ତି ଅଲଗା ହେଇଗଲା..

 
Jj
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗତକାଲି ଧାନ ମେସିନ ରେ ଜଣକର ଜୀବନ ଚାଲି ଯାଇଥିଲା। ଆଜି ମଧ୍ୟ ଝିଅ ବନିତା ର ମୁଣ୍ଡ କଟି ଯାଇଛି। ଆଖି ଆଗରେ ଝିଅ ଏମିତି ଚାଲିଯିବ ବୋଲି କେହି କେବେ ହେଲେ ମଧ୍ୟ ଭାବି ନଥିଲେ।
ପୁଣି ଗୋଟେ ଝିଅର ଜୀବନ ଧାନ ବାଡେଇବା ମେସିନ ରେ ଚାଲି ଯାଇଥିଲା। ବାପା ଧାନ ବାଡଉ ଥିବା ବେଳେ ଝିଅ ଝାଡୁ କରୁଥିଲା। ହେଲେ ଝିଅର ଓଢଣି ଯାଇ ମେସିନ ଭିତରେ ଫସି ଯାଇଥିଲା।
Hh
ଏହାପରେ ଏହା ଝିଅକୁ ଟାଣି ନେଇ ଯାଇଥିଲା। ଆଉ ଏହାପରେ ଝିଅର ମୁଣ୍ଡ ଗଣ୍ଡି ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇ ଯାଇଥିଲା। ଆଖି ଆଗରେ ପରିବାର ଲୋକେ ଦେଖୁଥିଲେ ହେଲେ କିଛି କରି ପାରୁ ନଥିଲେ।
ଝିଅ ଥରେ ମାତ୍ର ଚିତ୍କାର କରିଥିଲା ହେଲେ କେହି ହେଲେ ମଧ୍ୟ ତାକୁ ଆଦୌ ବଞ୍ଚାଇ ପାରି ନଥିଲେ। ଆଉ ସେହି ଗୋଟେ ଚିତ୍କାର ପରେ ହିଁ ଝିଅ ର ଦେହରୁ ମୁଣ୍ଡ ସଂପୂର୍ଣ୍ଣ ଭାବରେ ମଧ୍ୟ ଅଲଗା ହୋଇ ଯାଇଥିଲା।
ରାୟଗଡ଼ା ଜିଲା , କଲ୍ୟାଣିଛେଉଁପୂର ବ୍ଲକ୍, ନାରାୟଣପୂର ପଞ୍ଚାୟତ ର ଖଟଗନ୍ଥା ଗ୍ରାମରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ଧାନକଟା ମେସିନ ଏବେ ଧାନ କାଟିବା ସହ ଝିଅକୁ ମଧ୍ୟ ବାପା ମାଆ ଙ୍କ କୋଳରୁ ଝିଅକୁ ଛଡ଼ାଇ ନେଇ ଯାଇଛି।
Bb
ଝିଅଟି ହସଖୁସି ରେ ନିଜର ପରିବାର ସହ ସେ ଧାନ ଅମଳ କରୁଥିଲେ। ହେଲେ ହଠାତ୍ ଏଭଳି ଏକ ଅଘଟଣ ଘଟି ଯିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ।
ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାକୁ ନେଇ ଏବେ ସେଠାକାର ଲୋକମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସାରା ଅଞ୍ଚଳ ଏବେ ସତେ ଯେମିତି ପୂରା ନିସ୍ତବ ହୋଇ ଯାଇଛି।
ଲୋକମାନେ ଏହାକୁ ନେଇ ଅନେକ ପ୍ରକାରର ପ୍ରତିକ୍ରିୟା ଦେଇ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.