Movie prime

ହୋଲି ଖେଳ ଆଗରୁ ଚାଲିଗଲା ଯବାନଙ୍କ ଜୀବନ ଦେଖନ୍ତୁ କାଣ୍ଡ ବୋବାଳିରେ ଫାଟି ପଡୁଛି ସାରା ଅଞ୍ଚଳ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା।ତେବେ ବନ୍ଧୁଗଣ କେତେ ହସ ଖୁସିରେ ହୋଲିରେ ଛୁଟି ନେଇ ଘରକୁ ଫେରିଥାନ୍ତେ ବୀର ଯବାନ।
Hh
ହେଲେ ହୋଲି ଖେଳିବା ପୂର୍ବରୁ, ବାୟୁସେନାରେ କାର୍ଯ୍ୟରତ ରାୟଗଡା ଜିଲ୍ଲା ବିଷମ କଟକ ଅଞ୍ଚଳର ବୀର ଓଡ଼ିଆ ଯବାନଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି ପୂରା ଅଞ୍ଚଳ। ଏଭଳି ବୀର ପୁଅକୁ ହରେଇ ଏବେ ଝୁରୁଛି ପୂରା ଗାଁ।
ସୂଚନା ଅନୁଯାୟୀ ଶ୍ରୀ ସିଏଚ ନାଗାରାଜୁ ମଙ୍ଗଳବାର ରାତ୍ରିରେ ଡ୍ୟୁଟି କରିଥିଲେ। ଆଉ ବୁଧବାର ସକାଳେ ଘରକୁ ବାହାରିବା ସମୟରେ ତାଙ୍କ ଛାତି ଯନ୍ତ୍ରଣା ହୋଇଥିଲା।
ଏହାପରେ ସେଠାକାର ସହକର୍ମୀ ମାନେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଏହାପରେ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଦେହାନ୍ତକୁ ନେଇ ଖବର ଦେଇଥିଲେ।
ତେବେ ବନ୍ଧୁଗଣ ଗୁଜୁରାଟରୁ ବିଷମ କଟକ ରେ ପହଂଚିଛି ଓଡ଼ିଆ ଯବାନ ସିଏଚ ନାଗାରଜୁଙ୍କ ପାର୍ଥିବ ଶରୀର। ଆଉ ଏଭଳି ବୀର ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଦେଖି ସମସ୍ତେ ମର୍ମାହତ ହୋଇପଡିଛନ୍ତି।