Movie prime

ସ୍ତ୍ରୀର ରିଲ୍ ପାଇଁ ଚାଲିଗଲା ସ୍ୱାମୀର ଜୀବନ ଦେଖନ୍ତୁ କେମିତି ହେଲା ଏହା ସମ୍ଭବ

 
Tty
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gg
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ପତ୍ନୀ ମାୟାଙ୍କର ରିଲ୍ସ କରିବାରେ ସଉକ ଥିଲା। ହେଲେ ରିଲ୍ସ କରିବାକୁ ଅନେକ ଥର ମନା କରିବା ପରେ ବି ସ୍ତ୍ରୀ ନମାନିବାରୁ ଆତ୍ମହତ୍ୟା କଲେ ସ୍ୱାମୀ। 
ଏଭଳି ଘଟଣା ଘଟିଛି ରାଜସ୍ଥାନ ଅଲବର ଜିଲ୍ଲାରେ। ରେଣି ଥାନା ନାଙ୍ଗଲବାସ ଗାଁର ନିବାସୀ ସିଦ୍ଧାର୍ଥ ଦୌସା। ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରୁଥିଲେ। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଓ ସ୍ତ୍ରୀ ପତ୍ନୀଙ୍କୁ ନେଇ ସଂସାର।
Uu
କିନ୍ତୁ ପତ୍ନୀ ମାୟାଙ୍କର ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପୁରା ପରିବାରକୁ ଉଜାଡି ଦେଲା। ସୂଚନା ମୁତାବକ, ପତ୍ନୀ ମାୟାଙ୍କର ରିଲ୍ସ କରିବାର ସଉକ ଥିଲା। ହେଲେ ଏଥିରେ ଦର୍ଶକଙ୍କ ଅଶ୍ଳିଳ କମେଣ୍ଟସ୍ ସ୍ୱାମୀ ସିଦ୍ଧାର୍ଥଙ୍କୁ ପସନ୍ଦ ନଥିଲା। 
ସେ ରିଲ୍ସ ନକରିବାକୁ ମାୟାଙ୍କୁ ବାରମ୍ବାର ମନା କରିଥିଲେ ବି ସେ ମାନିନଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ବାପ ଘରକୁ ଚାଲିଯାଇଥିଲେ ମାୟା। ସେଠାରେ ମଧ୍ୟ ରିଲ୍ସ କରିବା ଜାରି ରଖିଥିଲେ।
ଏହି ଘଟଣାରେ ସିଦ୍ଧାର୍ଥ ମାନସିକ ସନ୍ତୁଳନ ହରାଇବା ସହ ଲାଇଭ କରି ଅଶ୍ଳିଳ କମେଣ୍ଟ କରୁଥିବା ଦର୍ଶକଙ୍କୁ ଠିକଣା ଜବାବ ଦେଇଥିଲେ। ଏହାପରେ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେଇଥିଲେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.