Movie prime

ବହୁ ଚର୍ଚ୍ଚିତ ଅନୁଭବ ମହାନ୍ତି BJP ରେ ମିଶିବା ଚର୍ଚ୍ଚାରେ ମୁଁହ ଖୋଲିଲେ ନିଜେ ସାଂସଦ ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ

 
Hy
ବହୁ ଚର୍ଚ୍ଚିତ ଅନୁଭବ ମହାନ୍ତି BJP ରେ ମିଶିବା ଚର୍ଚ୍ଚାରେ ମୁଁହ ଖୋଲିଲେ ନିଜେ ସାଂସଦ ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ରାଜନୀତିକୁ ନେଇ କିଛି ଖବର ଆସିଛି ।
ଆପଣମାନେ ସମସ୍ତେ ସାଂସଦ ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ସେ ଜଣେ ଭଲ ରାଜନେତା ଅଟନ୍ତି । ସବୁବେଳେ ସେ ଲୋକଙ୍କ ପାଇଁ କାମ କରନ୍ତି । ଏବେ ସେ ଏକ ସମ୍ମିଳନୀରେ ଯୋଗ ଦେଇ କିଛି କଥା କହିଛନ୍ତି ।
Hh
ଦୋଳ ପୂର୍ଣ୍ଣିମା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଆଉ ଏହି ସଭାରେ ଅଭିନେତା ଏବଂ ସାଂସଦ ଅନୁଭବ ମହାନ୍ତି ଏବଂ ନେତା ଭର୍ତ୍ତୁହରି ଯୋଗ ଦେଇଥିଲେ । ସେଠାରେ ସେ ଯୋଗ ଦେବା ପରେ ଭାଷଣରେ ଅନେକ କଥା କହିଥିଲେ ।
ଏହି ନେତା ଜଣକ ଅର୍ଥାତ୍ ଅଭିନେତା ଅନୁଭବ ମହାନ୍ତି ଅନେକ କଥା କହିଥିଲେ । ସେ କହିଥିଲେ ସେ ଯେଉଁ ସ୍ଥାନକୁ ଆସିଛନ୍ତି ସେଠାକୁ ସେ ଆସି ଧନ୍ୟ ମନେ କରିଛନ୍ତି । 
ତାଙ୍କ ଘରେ ହୋଲିର ମହୋଲ ନାହିଁ । ଘରର ମୁଖ୍ୟ ଯେତେବେଳେ ଘରେ ନାହାଁନ୍ତି ଆଉ ଖୁସି କେଉଁଠୁ ଆସିବ । ସେ ତାଙ୍କ ରାଜନୀତିକୁ ନେଇ ଅନେକ କଥା କହିଛନ୍ତି । ପାର୍ଲିଆମେଣ୍ଟରେ ସେ ଅନେକ କଥା ସିଖିଛନ୍ତି । ସେ ନେତା ଭର୍ତ୍ତୁହରିଙ୍କ ଠାରୁ ଅନେକ କଥା ଶିଖିଛନ୍ତି ।
Hh
ଭର୍ତ୍ତୁହରି ହେଉଛନ୍ତି ଜ୍ଞାନର ଭଣ୍ଡାର । ତାଙ୍କ ଠାରୁ ଅନେକ କିଛି ଶିକ୍ଷା କରିବାକୁ ଅଛି । ଅନୁଭବ ମହାନ୍ତି ପାର୍ଲିଆମେଣ୍ଟରେ ନେତା ମାନଙ୍କୁ କୁହନ୍ତି ଭର୍ତ୍ତୁହରିଙ୍କ ଠାରୁ ଅନେକ କିଛି ଶିକ୍ଷା କରିବାକୁ ଅଛି । ତାଙ୍କର ଜ୍ଞାନ ସହ କେହି ସମାନ ନୁହେଁ ।
ସବୁ ଘଟଣା କେତେବେଳେ ଆଉ କାହିଁକି ହେଲା ଏସବୁ ଜାଣିବାର ଇଚ୍ଛା ତାଙ୍କ ପାଖରେ ଅଛି । ସେ ତାଙ୍କ ଠାରୁ ଅନେକ କିଛି ଶିକ୍ଷା କରିଛନ୍ତି ଆଉ ତାଙ୍କୁ ଆଜି ସେ ସମ୍ମାନ ଜଣାଇ ଆସିଛନ୍ତି ବୋଲି କହିଛନ୍ତି । ତାଙ୍କ ବାପା ସେହି ସ୍ଥାନକୁ ଅନେକ ଥର ଆସିଥିବେ ଆଉ ଆଜି ତାଙ୍କୁ ସୁଯୋଗ ମିଳିଛି ସେଥିପାଇଁ ସେ ଧନ୍ୟ ଅଟନ୍ତି ।
ଦୋଳ ପୂର୍ଣ୍ଣିମା ଉତ୍ସବରେ ଲୋକମାନଙ୍କ ସହିତ ମିଶିବାକୁ ଆଉ ଏଠାକୁ ଆସିବାର ସୁଯୋଗ ପାଇଥିବାରୁ ସେ ସୌଭାଗ୍ୟ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଏଭଳି ଅନେକ କଥା ଅଭିନେତା ଅନୁଭବ ମହାନ୍ତି କହିଛନ୍ତି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.