Movie prime

ସାମ୍ବାଦିକ ମାନେ ସୁର ଙ୍କୁ ପ୍ରଶ୍ନ ପଚାରି ଚିଡ଼େଇବାରୁ ରାଗିଲେ ସୁର ହେ ଭାକ୍, ସେଗୁଡା କଣ ମତେ ବାହାର କରିବେ ବେ.. କିଏ ସେଗୁଡା..

 
Hh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ।ସବୁବେଳେ କିଛି ନା କିଛି କହି ସେ ଚର୍ଚ୍ଚା କୁ ଆସି ଥାଆନ୍ତି।ତାଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡି ଦଳ ରେ ଯୋଗ ଦେବା ପରେ ସେ ବହୁତ ଚର୍ଚ୍ଚା ରେ ଅଛନ୍ତି।
ତେବେ ଗତ କାଲି ତାଙ୍କୁ କଂଗ୍ରେସ ଦଳ ରୁ ବାହାର କରା ଯାଇଛି।ପୁଅ କୁ ସମର୍ଥନ କରୁ ଥିବାରୁ ଆଜି ତାଙ୍କୁ ଦଳ ରୁ ବିଦା କରା ଯାଇଛି ବୋଲି ସମସ୍ତେ କହୁଛନ୍ତି।ଏହି କଥା କୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Hh
ସୂଚନା ଅନୁସାରେ ଗତ କାଲି କଂଗ୍ରେସ ଦଳ ର ବରିଷ୍ଠ ନେତା ସୁର ରାଉତରାୟ ଙ୍କୁ ଦଳ ରୁ ବାହାର କରି ଦିଆ ଯାଇଛି।ସେ ବିଜେଡି ଦଳ କୁ ସମର୍ଥନ କରୁଥିବାରୁ ଏପରି ହୋଇଚି ବୋଲି ସମସ୍ତେ କହିଛନ୍ତି।
ତେବେ ଏ ନେଇ ସୁର ରାଉତରାୟ ଙ୍କୁ ପଚରା ଯାଇ ଥିଲା।ସେ କହି ଥିଲେ କି ଏଥିରେ ଖାତିର ନାହିଁ।କିଛି ଭୁଲ ନ ଥାଇ ମୋତେ ଦଳ ରୁ ବାହାର କରିଛନ୍ତି।ମୁଁ ଆଉ କଂଗ୍ରେସ ଭବନ କୁ ଯିବି ନାହିଁ।ମୁଁ ଏ ନେଇ କେସ କରିଛି।ମୁଁ ମୋ ପୁଅ କୁ ସମର୍ଥନ କରି ନ ଥିଲି।
ସେ ତା ଇଚ୍ଛା ରେ ବିଜେଡି ଦଳ ରେ ପ୍ରବେଶ କରିଛି।ଜଣେ ନାଗରିକ ହିସାବ ରେ ତାର ନିଜସ୍ଵ ମତ ରହିଛି।ସେ ତାର ଇଚ୍ଛା ଅନୁସାରେ ଦଳ ରେ ପ୍ରବେଶ କରିଛି।ମୋ ବଡ ପୁଅ ଯଦି ମୋତେ ଦୋଷ ଦେଉଚି ତେବେ ସେ ମୋ ପୁଅ ନୁହଁ ବୋଲି ସେ କହିଥିଲେ।
Bb
ଯିଏ ବାପ ନାଁ ରେ ସମସ୍ତଙ୍କ ପାଖରେ କହି ବୁଲୁଛି ସେ କିଭଳି ପୁଅ ବୋଲି।ସେ କହିଛନ୍ତି।ମୁଁ ଦଳ ରୁ ବାହାରି ଯାଇଚି ସତ।ହେଲେ ଏଥିରେ ମୋତେ କୌଣସି ଦୁଃଖ ନାହି।ଆଉ ସେଠାକୁ ଯିବି ନାହିଁ।ମୋ ସାନ ପୁଅ କୁ ମୁଁ ସମର୍ଥନ କରୁଛି।ଆଗକୁ ମଧ୍ୟ କରିବି।
ତେବେ ସୁର ଙ୍କ ଏହି କଥା ଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ତେବେ ଆଗକୁ ଦେଖିବାକୁ ବାକି ରହିଲା ସୁର ରାଉତରାୟ କଂଗ୍ରେସ ଦଳ ରେ ମିଶିଛନ୍ତି ନା ନାହିଁ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.