Movie prime

ରିକ୍ସା ଚାଳକ ପୁଅ ପାଇଲେ ଆଇଏଏସ ଦେଖନ୍ତୁ କେମିତି ଥିଲା ସଂଘର୍ଷର ମୁହୂର୍ତ୍ତ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଯାହା ଖବର ପାଇବେ ସତରେ ତାହା ବହୁତ ବଡ ଅଟେ ।
ସମସ୍ତେ ଚାହିଁ ଥାନ୍ତି ଜୀବନରେ କିଛି କରିବା ପାଇଁ କିନ୍ତୁ କାହାକୁ କାହାକୁ ସଫଳତା ମିଳିଥାଏ ତ ଆଉ କାହାକୁ ସଫଳତା ମିଳି ନଥାଏ। କିନ୍ତୁ ଏବେ ଜଣେ ରିକ୍ସା ଚଳାଉଥିବା ବ୍ୟକ୍ତି ଜଣଙ୍କର ପୁଅ IAS ହୋଇଛନ୍ତି । ଏବେ ଏହି ଖବର ବିଷୟରେ ଆପଣମାନେ ସମ୍ପୂର୍ଣ୍ଣ ଭାବରେ ଜାଣିପାରନ୍ତୁ ।
Yh
ଏହି ଯୁବକ ଜଣଙ୍କର ବାପା ଚଲାଉଥିଲେ ରିକ୍ସା । ଆଉ ତାଙ୍କ ମାଆଙ୍କର ହୋଇଥିଲା ବ୍ରେନ୍ ହ୍ୟାମରେଜ୍ । କିନ୍ତୁ ଏହି ପୁଅ ଜଣକ ତାଙ୍କର ସ୍ବପ୍ନ ସାକାର କରିଲା । ସକାଳ ହେଲେ ବାପା ରିକ୍ସା ଧରି ଯାଉଥିଲେ ।
ଏ ଛକରୁ ସେ ଛକ ସେ କାମ କରି ଯାହା ଟଙ୍କା ଆଣୁଥିଲେ ସେଥିରେ ତାଙ୍କର ପରିବାର ଚଳିବା କଷ୍ଟକର ହୋଇ ପଡୁଥିଲା । ଆଉ ସେହି ସମୟରେ ମଧ୍ୟ ସେ ଛୁଆଙ୍କ ପାଠପଢା କଥା ବୁଝୁଥିଲେ । ପୁଅକୁ ହାକିମ କରିବାର ସ୍ବପ୍ନ ଦେଖିଥିଲେ ବାପା । ଆଉ ଶେଷରେ ପୁଅ ବାପାର ନାଁ ରଖିଲା ।
ଆଉ ଆଇଏଏସ ପାଇଲା । ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୋବିନ୍ଦ ଜୟସୱାଲଙ୍କ ନିକଟରେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୋବିନ୍ଦ । ଗୋବିନ୍ଦ କଠିନ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି ।
Bb
ପରିବାର ଲୋକେ ମଧ୍ୟ ସନ୍ତାନର କାମରେ ପାଲଟି ଥାଆନ୍ତି ସାରଥୀ । ଉତ୍ତରପ୍ରଦେଶର ବାରଣସିରେ ଗୋବିନ୍ଦ ଜନ୍ମ ହୋଇଥିଲେ । ତାଙ୍କ ବାପାଙ୍କର ୩୧ ଟି ରିକ୍ସା ଥିଲା । ଆଉ ତାଙ୍କ ମାଙ୍କ ଦେହ ଖରାପ ଥିବାରୁ ସେ ସବୁ ରିକ୍ସା ବିକ୍ରି କରି ଦେଇଥିଲେ । 
ତିନି ଝିଅଙ୍କୁ ଗ୍ରାଯୁଏଟ କରାଇଥିଲେ ଆଉ ଭଲ ସ୍ଥାନରେ ବାହାଘର କରିଥିଲେ । ପୁଅକୁ ମଧ୍ୟ ପଢାଇବାକୁ ଟଙ୍କା ଦେଉଥିଲେ । କିନ୍ତୁ ଗୋବିନ୍ଦ ଟ୍ୟୁସନ ମଧ୍ୟ କରୁଥିଲେ । ଆଉ ସେ ଶେଷରେ UPSC ପରୀକ୍ଷା ଦେଇଥିଲେ । ଆଉ ସେ ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ।
ସେ ୪୮ ନମ୍ବର ରିଆଙ୍କ ରଖିଥିଲେ । ସେ ଏହି ଖବର ତାଙ୍କ ବାପାଙ୍କୁ ଦେଇଥିଲେ ଆଉ ତାଙ୍କ ବାପା ବହୁତ ଖୁସି ଥିଲେ । ଏବେ ସେ ଜଣେ lAS ଅଫିସର ଆଉ ସମସ୍ତେ କହୁଛନ୍ତି ରିକ୍ସା ଚଳାଉଥିବା ବ୍ୟକ୍ତିଙ୍କ ପୁଅ ଆଜି ବଡ ଅଫିସର । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।