Movie prime

ଟିକେଟ ଆଶାୟୀ ପ୍ରାର୍ଥୀ ଙ୍କ ଦୁଃଖଦ ମୃ-ତ୍ଯୁ..ଟିକେଟ ନ ମିଳିବା ରୁ ବିଷ ପିଇ ଦେଲେ..

 
Vb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଦୁଃଖ କରିବେ। ଦଳ ଟିକେଟ ଦେଲେ ନାହିଁ ବୋଲି ଜୀବନ ହାରି ଦେଲେ।ଏମିତି ଏକ ଅଭାବନୀୟ ଘଟଣା ତାମିଲନାଡୁ ରେ ଘଟିଛି।
ଇରୋଡ ସାଂସଦ ତଥା MDMK ନେତା ଏ ଗଣେଶ ମୂର୍ତ୍ତି ଙ୍କ ର ଗୁରୁବାର ଭୋର ପ୍ରାୟ ୫ଟା ସମୟରେ କୋଏମ୍ବାତୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃ-ତ୍ୟୁ ଘଟିଛି। 
Hh
ହୃଦ୍‌ଘାତରେ ତାଙ୍କର ମୃ-ତ୍ୟୁ ହୋଇଥିବା ଜଣାପଡିଛି।ଆଉ ମୃ-ତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା ବୋଲି ଜଣାପଡିଛି। କିନ୍ତୁ ଚଳିତ ଲୋକସଭା ନିର୍ବାଚନ ପାଇଁ ତାଙ୍କର ମୃ-ତ୍ୟୁ ଘଟିଥିବା ଜଣାପଡିଛି।
ତାଙ୍କୁ ଦଳ ଟିକେଟ ଦେଇ ନଥିଲା।ଆଉ ଯେଉଁଥି ପାଇଁ ସେ କୀଟନାଶକ ଖାଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।ଅଭିଯୋଗ ଅନୁଯାୟୀ ଗତ ରବିବାର ଦିନ ଏ ଗଣେଶ ମୂର୍ତ୍ତି କୀଟନାଶକ ପିଇ ଦେଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ଇରୋଡି ର ଏକ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋଏମ୍ବାତୁରର ଏକ ଘରୋଇ ଡାକ୍ତରଖାନାରେ ସ୍ଥାନାନ୍ତରିତ କରିଥିଲେ।ସେଠାର ମଧ୍ୟ ତାଙ୍କ ଅବସ୍ଥା ରେ କୌଣସି ବି ସୁଧାର ଆସି ନଥିଲା।
Hh
ଆଉ ଗୁରୁବାର ଦିନ ଭୋର ରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଏ ଗଣେଶ ମୂର୍ତ୍ତି ତିନି ଥର ଲୋକସଭା କୁ ନିର୍ବାଚିତ ହୋଇଛନ୍ତି।ଏଥର ତାଙ୍କୁ ଟିକେଟ ଦିଆ ଯାଇ ନଥିଲା।
ତାଙ୍କ ବାଦକ ରେ MDMK ପ୍ରତିଷ୍ଠାତା ଙ୍କ ପୁଅ ଙ୍କୁ ଲୋକସଭା ଆସନ ର ପ୍ରାର୍ଥୀ କରାଯାଇଛି।ଏ ଗଣେଶ ମୂର୍ତ୍ତି ଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ମଧ୍ୟ ଏହି ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି।