Movie prime

ନିର୍ବାଚନ ଲଢ଼ିବାକୁ ଛାଡିଥିଲେ SDM ପଦ କଂଗ୍ରେସ ଠିକ୍ ଟାଇମ ରେ ଦେଲା ଧୋକା

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ନିର୍ବାଚନ ଲଢିବା ପାଇଁ ଛାଡିଥିଲେ ଏସଡିଏମ ପଦ। ସାତ ମାସରେ ଭାଙ୍ଗି ଗଲା ରାଜନେତ୍ରୀ ହେବାର ମୋହ। କଂଗ୍ରେସ ଧୋକା ଦେବାରୁ ନିଶା ଇସ୍ତଫା ଦେଇଦେଲେ।
ମାତ୍ର ସାତ ମାସରେ ହିଁ ତାଙ୍କର ମନ ବଦଳୀ ଯାଇଥିଲା। ଏବେ ସେ ରାଜନୀତି ରୁ ସଂପୂର୍ଣ୍ଣ ଭାବରେ ମଧ୍ୟ ଦୂରେଇ ଯାଇଛନ୍ତି। କାରଣ ଦିନେ ସେ ନିର୍ବାଚନ ଲଢିବା ପାଇଁ ହିଁ ନିଜର ପଦ କୁ ସେ ଛାଡି ଦେଇଥିଲେ।
Hh
ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି କଂଗ୍ରେସ ର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ନିର୍ବାଚନ ଲଢ଼ିବା ପାଇଁ ନିଜର ପ୍ରଶାସନିକ ଚାକିରୀ ଛାଡିଥିବା ନିଶା ବାଗଦେ ଏବେ କଂଗ୍ରେସ ରୁ ଦେଇଛନ୍ତି ଇସ୍ତଫା।
ଏବଂ ନିଜର ଇସ୍ତଫା ପତ୍ର ରେ ମଧ୍ୟ ନିଜର ଇସ୍ତଫା ଦେବାର କାରଣ କଣ ତାହା ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି। ନିଶା ଇସ୍ତଫା ପତ୍ରରେ ନିଜର କ୍ଷୋଭ ମଧ୍ୟ ବ୍ୟକ୍ତ କରିଛନ୍ତି। କଂଗ୍ରେସ ରେ ନାରୀ ମାନଙ୍କ ସ୍ଥାନ ନାହିଁ।
ଏହା ସହ ଯେଉଁ ପ୍ରତିଶ୍ରୁତି ଦିଆ ଯାଇଥିଲା ଦଳ କିଛି ହେଲେ ମଧ୍ୟ ପୂରଣ କରିଲା ନାହିଁ। କି ନିର୍ବାଚନ ପାଇଁ ତାଙ୍କୁ ଟିକେଟ ମଧ୍ଯ ପ୍ରଦାନ କରିଲା ନାହିଁ। ତେଣୁ ସେ ସେଥିପାଇଁ ଇସ୍ତଫା ଦେଉଛନ୍ତି ବୋଲି ମଧ୍ୟ ତାହା ଉଲ୍ଲେଖ କରିଛନ୍ତି।
Hh
ସାତ ମାସ ପୂର୍ବରୁ ନିଶା ବାଗଦେ ନିଜ ପଦବୀରୁ ଇସ୍ତଫା ଦେଇ କଂଗ୍ରେସ ରେ ଯୋଗ ଦେଇଥିଲେ। ଦଳ ମଧ୍ୟ ତାଙ୍କୁ ମୂଖ୍ୟ ମୁଖପାତ୍ର ଭାବରେ ଦାୟିତ୍ଵ ମଧ୍ୟ ଦେଇଥିଲେ। ହେଲେ ସାତ ମାସ ଭିତରେ ତାଙ୍କ ସହ ଏମିତି ହେଲା,
ଯେ ସେ ରାଜନେତ୍ରୀ ହେବାର ଚିନ୍ତା କୁ ନିଜ ମନରୁ ବାହାର କରି ଦେଇଛନ୍ତି। ଆଉ ଏବେ ପୁଣି ଥରେ ସେ ତାଙ୍କର ଦଳକୁ ଏବେ ଫେରି ଯିବା ପାଇଁ ଚାହୁଁ ଛନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ଲୋକମାନେ ମଧ୍ୟ ଏହା ଶୁଣିବା ପରେ ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହି ଘଟଣା ସଂପର୍କରେ ଶୁଣିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.