Movie prime

ସୁର ଙ୍କ ମାଡ଼ ରେ ଘାଇଲା ପୁତୁରା... ମୁଁ ବି ଚୁପ୍ ବସିବିନି, ଉଚିତ୍ ଜବାବ ଦେବି..

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ଗତ କିଛିଦିନ ହେବ ତାଙ୍କର ବୟାନ କୁ ନେଇ ଖୁବ୍ ଚର୍ଚ୍ଚାରେ ରହି ଆସୁଛନ୍ତି।
ଏବେ ସେ ତାଙ୍କ ପୁତୁରା ଙ୍କ ସହ ମୁହାମୁହିଁ ହେବାକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ କହିଥିଲେ କି ଜଗନ୍ନାଥ , ଆଲ୍ଲା ଯୀଶୁ ଙ୍କ ବ୍ୟତୀତ କଂଗେସ କୁ ବିରୋଧ କଲା ଭଳି ଆଉ କେହି ନାହାଁନ୍ତି ବୋଲି।
Hh
ସେ ଗୁଣ୍ଡା ନୁହଁନ୍ତି ଯେ କାହାକୁ ଧମକାଇବେ ହେଲେ ତାଙ୍କୁ କେହି ହେଲେ ମଧ୍ୟ ରୋକି ପାରିବେ ନାହିଁ। ଯେତେବେଳେ ସୁର ରାଉତ ରାୟ ଙ୍କୁ ପଚରା ଯାଇଥିଲା କି ତାଙ୍କର ପୁତୁରା କହୁଛନ୍ତି ତାଙ୍କୁ ଜଟଣୀ କୁ ପଶିବା ପାଇଁ ଦେବେ ନାହିଁ ବୋଲି
ସେତେବେଳେ ସୁର ରାଉତ ରାୟ କହିଥିଲେ କି ଜଟଣୀ କାହାର ବାପା ର ନୁହେଁ। ଏହା କହି ସାରିବା ପରେ ସେ କହିଥିଲେ କି ଏଭଳି ପିମ୍ପୁଡ଼ି ଜନ୍ଦା ସହ ତାଙ୍କୁ ତୁଳନା କରି ପ୍ରଶ୍ନ ନପଚାରିବା ପାଇଁ।
"ଯେଉଁ ଲୋକ ସୁର କୁ ନିଜ ପୁତୁରା ବୋଲି କହି ଗାଳି କରୁଛି ତାହାର କିଛି ପରିଚୟ ନାହିଁ" ବୋଲି ବିଧାୟକ ସୁର ରାଉତ ରାୟ କହିଛନ୍ତି। ଏଭଳି କିଛି କହିବା ସହ ବିଧାୟକ ସୁର ରାଉତ ରାୟ ଖୁବ୍ ଜୋର୍ ରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲା।
Gh
ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ସେ ନିଜର ପ୍ରଚାର କାର୍ଯ୍ୟ ମଧ୍ୟ ଆରମ୍ଭ କରି ସାରିଛନ୍ତି। ଆଉ ଖୁବ୍ ଜୋରେ ତାଙ୍କର ପ୍ରଚାର ମଧ୍ୟ ଆଗେଇ ଚାଲିଛି।
ତାଙ୍କର ଏହା ମଧ୍ୟ ବିଶ୍ଵାସ ରହିଛି କି ସେ ନିଶ୍ଚିତ ଭାବରେ ଜୟଯୁକ୍ତ ହେବେ। ହେଲେ ଏବେ ତାଙ୍କର ପୁତୁରା ଙ୍କ ସହ ହୋଇଥିବା ମୁହାଁମୁହିଁ କୁ ନେଇ ସେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଦୁହିଁଙ୍କ ବିବାଦ ଭିତରେ କିଏ ଠିକ୍ କିଏ ଭୁଲ୍ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.