Movie prime

ଭାଉଜ ଦିଅର ପ୍ରେମ ଘଟଣାରେ ଘଟିଲା ସାଙ୍ଘାତିକ ଘଟଣା ଦେଖନ୍ତୁ ଚାଲିଗଲା ଜୀବନ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ଏବେ ଏମିତି କିଛି ଖବର ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଏବେ ଏହି ଖବର ସାଧାରଣରେ ଚର୍ଚ୍ଚା ହେଉଛି । ଆଜିକାଲି ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ସମ୍ପର୍କ ଭୁଲି ଯାଆନ୍ତି । ଏବେ ଏମିତି କିଛି ଘଟଣା ଘଟିଛି ।
Tt
ଆପଣମାନେ ସମସ୍ତେ ଜାଣିପାରିବେ କି ଜଣେ ଦିଅର ତାର ଭାଉଜ ପ୍ରେମରେ ପଡ଼ିଛି । ଏହି ଭାଉଜ ଜଣକ ଏଭଳି କିଛି କାମ କରିବାକୁ ମନା କରିଥିଲେ ଆଉ ଏହି କାରଣରୁ ଭାଇ ଜଣକ ନିଜ ଭାଇର ଜୀବନ ନେଇଯାଇଛି ।
ଦିଅର ଜଣକ ଭାଉଜ ପାଖକୁ ଅ-ଶ୍ଳୀ-ଳ ଭିଡିଓ ପଠାଉଥିଲା । ଆଉ ଏହାପରେ ସେହି ମହିଳା ଜଣଙ୍କର ସ୍ବାମୀ ତାଙ୍କୁ ବାରଣ କରିଥିଲେ । ତାଙ୍କ ସ୍ତ୍ରୀ ପାଖକୁ ଏଭଳି ମେସେଜ କରିବାକୁ ସେ ମନା କରିଥିଲେ । ଆଉ ଏହାପରେ ସେହି ଭାଇ ଜଣକ କରିଥିଲେ ଏମିତି ।
Gh
ଏହି ଭାଇ ଜଣକ ତାର ସାଙ୍ଗମାନଙ୍କ ସହିତ ମିଶି ସେଇ ଭାଇ ଜଣଙ୍କୁ ହ-ତ୍ୟା କରିଛି । ହତ୍ୟା ହୋଇଥିବା ଭାଇ ଜଣକ ହେଉଛନ୍ତି ଅକ୍ଷୟ ମାଝି । ସମ୍ପର୍କୀୟ ଭାଇ ସମ୍ପର୍ଜୀୟ ଭାଇଙ୍କୁ ମାଡ ମାରି ହ-ତ୍ୟା କରିଛି ।
ଅକ୍ଷୟ ମାଝିଙ୍କୁ ଦିଲୁ ହ-ତ୍ୟା କରିଛି । ଏହି ସମ୍ପର୍କୀୟ ଭାଇ ଜଣଙ୍କୁ ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ କ୍ରମେ ଦୁଇଭାଇ କାହାକୁ କିଛି କହିବେ ନାହିଁ ବୋଲି କହିଥିଲେ । କିନ୍ତୁ ଦିଲୁ ହତ୍ୟା କରିଦେଇଛି । 
Hj
ମହଲା ସାହିର ବାସିନ୍ଦା ଅକ୍ଷୟ ମାଝିଙ୍କୁ ମାରି ଦେଇଛି ଦିଲୁ । ଅ-ଶ୍ଳୀ-ଳ ଭିଡିଓ ପଠାଇବାରୁ ଏଭଳି ଘଟଣା ଘଟିଥିଲା । ଭାଉଜ ପାଖକୁ ଅ-ଶ୍ଳୀ-ଳ ଭିଡିଓ ପଠାଇଥିଲେ । ଆଉ ଏହାକୁ ନେଇ ତାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିଥିଲେ । ଏନେଇ ରାଗି ଯାଇ ଏଭଳି କରିଥିଲେ ସମ୍ପର୍କୀୟ ଭାଇ ଦିଲୁ ।
ଏହି ଯୁବକ ଜଣକ ଏକ ତରଫା ପ୍ରେମ କରି ଏଭଳି କରିଥିଲେ । ଏକ ତରଫା ପ୍ରେମରୁ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡିଛି । ଏବେ ମୃ-ତ-କ ଅକ୍ଷୟ ମାଝିଙ୍କ ସ୍ତ୍ରୀ ଶ୍ରାବଣୀ ମାଝି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।