Movie prime

ମ-ରି-ଗଲା ମଣିଷ ପଣିଆ ଦେଖନ୍ତୁ ସ୍ୱାମୀକୁ ଅନ୍ଧ କରି ଗାଳି ଦେଉଛି ସ୍ତ୍ରୀ ସୋସିଆଲ ମିଡିଆରେ ଭିଡିଓ ହେଲା Viral

 
Cv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡ଼ିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଭିଡିଓ କରି ଏଭଳି କିଛି କଥା କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Hh
ଏହି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ଅନ୍ଧ କରି ଦେଇଛନ୍ତି । ଆଉ ଏହାପରେ ଏବେ ତାଙ୍କୁ ଗାଳି କରୁଛନ୍ତି । ଏବେ ଏହି ମହିଳା ଜଣକ ଅନ୍ଧ ସ୍ବାମୀଙ୍କୁ ମାରିବାକୁ ଧମକ ଦେଉଛନ୍ତି । ସ୍ତ୍ରୀ ଜଣକ ନାଚ କରୁଥିଲେ ଆଉ ତାଙ୍କୁ ତାଙ୍କ ସ୍ବାମୀ ନାଚ କରିବାକୁ ବାରଣ କରିଥିଲେ ।
ଆଉ ଏହାପରେ ସେହି ସୁନ୍ଦରୀ ସ୍ତ୍ରୀ ଜଣକ ନିଜ ସ୍ଵାମୀଙ୍କ କଥା ଶୁଣି ତାଙ୍କ ମୁଣ୍ଡକୁ ମାଡ ମାରିଥିଲା । ଆଉ ସେ ମାଡ ମାରିବା ପରେ ସ୍ବାମୀ ଜଣକ ଅନ୍ଧ ହୋଇ ଯାଇଥିଲେ । ଏବେ ଏହି ସ୍ବାମୀ ଜଣଙ୍କର ଏଭଳି ଅବସ୍ଥା କରି ସ୍ତ୍ରୀ ଜଣକ ନାଚ କରୁଛନ୍ତି ।
Gh
ଏବେ ସ୍ବାମୀ ଜଣକ ଭିକ ମାଗି ନିଜ ପେଟ ଆଉ ପରିବାରର ପେଟ ପୋଷୁଛି । ଏବେ ସ୍ତ୍ରୀ ଜଣକ ସ୍ବାମୀଙ୍କୁ ଛାଡି ଦେଇ ନାଚ କରୁଛି । ଏବେ ସ୍ବାମୀ ଜଣଙ୍କୁ ପୁଣି କିଛି କହିଛନ୍ତି ଏହି ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ଜୀବନରୁ ମାରି ଦେବେ ବୋଲି କହିଛନ୍ତି ।
ସ୍ତ୍ରୀ ଜଣକ ଏହି ଦୁଇ ମିନିଟ ଭିଡିଓରେ ସବୁ କଥା କହୁଛନ୍ତି ଆଉ ମାରିବାକୁ କହୁଛନ୍ତି । ଏବେ ଏହି ସ୍ତ୍ରୀ ଜଣକ ଏଭଳି କହିବାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଏହି ସ୍ବାମୀ ଜଣକ ଏବେ ସାହାଯ୍ୟ ମାଗିଛନ୍ତି ।
ସ୍ବାମୀ ଜଣକ ଭିକ ମାଗି ପରିବାର ପୋଷଣ କରୁଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଅଛି । ଆଉ ଏହି ପୁତ୍ର ସନ୍ତାନ ଏବେ ପାଠ ପଢୁଛି । ଏବେ ପରିବାର ପ୍ରତିପୋଷଣ ଏବଂ ସନ୍ତାନ ପାଠ ପଢ଼ିବାରେ ବାଧକ ସାଜୁଛି ଅର୍ଥ ।
ସେଥିପାଇଁ ଏହି ବ୍ୟକ୍ତି ଜଣକ ନିବେଦନ କରିଛନ୍ତି ତାଙ୍କୁ ସାହାଯ୍ୟ କରିବାକୁ । ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଏହି ସ୍କ୍ରିନରେ ଦିଆ ଯାଇଥିବା ଆକାଉଣ୍ଟ ନମ୍ବରରେ ଅର୍ଥ ରାଶି ଦେଇ ସାହାଯ୍ୟ କରିପାରିବେ ।