Movie prime

ସ୍ବାମୀଙ୍କୁ ଆଉ ନପୁଂସକ କହି ପାରିବେନି ସ୍ତ୍ରୀ ଦେଖନ୍ତୁ କଣ ହେଲା ନୂଆ ଆଇନ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ସବୁକିଛି ଖବର ଅତି ସହଜରେ ଜାଣି ପାରୁଛନ୍ତି । ଏବେ କିଛି ଖବର ଆସିଛି କୋର୍ଟର ନିର୍ଦ୍ଦେଶ ଉପରେ ।
ସ୍ବାମୀ ଆଉ ସ୍ତ୍ରୀର ସମ୍ପର୍କକୁ ନେଇ କିଛି ଖବର ଆସିଛି । ସ୍ବାମୀଙ୍କୁ କହିପାରିବେ ନାହିଁ ନପୁଂସକ । ସ୍ତ୍ରୀ ସ୍ବାମୀଙ୍କୁ ଏଭଳି କିଛି କହିବା ଅପରାଧ ଅଟେ । ଯୌ-ନ ସମ୍ପର୍କ ଉପରେ ଆଲୋଚନା କରି ସ୍ବାମୀଙ୍କୁ କରିପାରିବେ ନାହିଁ ଅପମାନ ।
Jj
ପରିବାର ଆଗରେ ସେ-କ୍ସ୍ ବିଷୟରେ ଆଲୋଚନା କରିବାକୁ ମାନସିକ କ୍ରୁରତା ବୋଲି କୁହାଯାଉଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ଦିଲ୍ଲୀ ହାଇକୋର୍ଟ ମଧ୍ୟ କହିଛି ସ୍ୱାମୀଙ୍କୁ ନପୁଂସକ କହିପାରିବେ ନାହିଁ ।
ଏହା ଏକ ଅପମାନ ଜନକ ଘଟଣା ବୋଲି କହିଛନ୍ତି । ଏକ ବିବାହ ବିଚ୍ଛେଦ ମାମଲାକୁ ନେଇ ଏଭଳି ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଜଣେ ସ୍ତ୍ରୀ ଏହିସବୁ କାର୍ଯ୍ୟରୁ ସର୍ବଦା ଦୂରେଇ ରହିବା ଉଚିତ୍ ବୋଲି କହିଛନ୍ତି ମାନ୍ୟବର କୋର୍ଟ ।
ମାନ୍ୟବର ବିଚାରପତି ସୁରେଶ କୁମାର କେଦ ଏବଂ ଜଷ୍ଟିସ ନିନା ବଂସଲକୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ସୂଚନା ଅନୁସାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।
Gh
ତାଙ୍କ ପତ୍ନୀ ଚିଡଚିଡା ସ୍ୱଭାବର ହୋଇଥିବା ବେଳେ ତାଙ୍କ ସହ ଝଗଡ଼ା କରୁଥିଲେ । ମହିଳା ଜଣକ ଭାଷାରେ ତାଳମେଳ ନରଖି ଖରାପ ଭାଷା ପ୍ରୟୋଗ କରୁଥିଲେ । ଏହାପରେ ବ୍ୟକ୍ତି ଜଣକ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । 
ବ୍ୟକ୍ତି ଜଣକ ପତ୍ନୀଙ୍କ ଠାରୁ ମାନସିକ କ୍ରୁରତା ଆଧାରରେ ଛାଡ଼ପତ୍ର ପାଇଁ ଅନୁମତି ମିଳିଛି । ଏହାପରେ ମହିଳା ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାପରେ କୋର୍ଟ ନିର୍ଦ୍ଦେଶ ଦେଇଛି କି ମହିଳା ଜଣକ ତାଙ୍କ ସ୍ବାମୀଙ୍କୁ ନପୁଂସକ କହିପାରିବେ ନାହିଁ ।
ଆଉ ଏହାସହ ସମ୍ପର୍କକୁ ନେଇ ପରିବାର ଆଗରେ କିଛି କହିବେ ନାହିଁ । ଉଭୟଙ୍କର ସନ୍ତାନ ନଥିଲା । ଆଉ ସ୍ବାମୀ ଜଣଙ୍କୁ ଏଭଳି କହୁଥିଲେ ସ୍ତ୍ରୀ ଜଣକ । ସେଥିପାଇଁ ତାଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ଏବେ ଏହାକୁ ନେଇ ଏମିତି ରାୟ ଶୁଣାଇଛନ୍ତି କୋର୍ଟ ।