Movie prime

ପୋ-ଲି-ସ କୁ ନାକେଦମ୍ କରିଦେଲେ ମହିଳା...ଏମିତି କଣ କାଣ୍ତ ହୋଇଗଲା ଯେ ଏତେ ଘଟଣା ଘଟିଗଲା..

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଜଣେ ମହିଳା ଏଭଳି କାମ କରିଛନ୍ତି ଯାହା ବର୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ବର୍ତମାନ ସମୟରେ ଅନେକ ପ୍ରକାରର ଘଟଣା ଓ ଦୁର୍ଘଟଣା ଘଟୁଥିବାର ଆପଣମାନେ ଦେଖୁଥିବେ।ଲୋକମାନେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି।ସରକାର ତାଙ୍କ ଦାବି ପୂରଣ କରନ୍ତୁ ବୋଲି କହିଛନ୍ତି।ନାକ ରେ ପାଣି ପିଆଇ ଦେଇଛନ୍ତି ଜଣେ ମହିଳା।
Gh
ଭିଡିଓ ରେ ଦେଖିବାକୁ ମିଳିଛି ଯେ ମହିଳା ଙ୍କୁ କିଛି ଜଣ ମହିଳା ପୋଲିସ ଟାଣି କରି ନେଉଛନ୍ତି।କିନ୍ତୁ ମହିଳା ଜଣଙ୍କ ସେଠାରୁ ଯାଉ ନଥିଲେ।ମହିଳା ଜଣଙ୍କ ଏବଂ ସଭ୍ୟ ମାନେ ନାରା ଲଗାଇଥିଲେ ଯେ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ଭତ୍ତା ଟଙ୍କା କୁ ସମାନ କରିବା ଆମର ଦାବି।
କେବଳ ମହିଳା ନୁହଁନ୍ତି ଅନେକ ଲୋକମାନେ ମଧ୍ୟ ଯୋଗ ଦେଇଥିଲେ।ମହିଳା ଙ୍କୁ ଏହାପରେ ମହିଳା ପୋଲିସ ମାନେ ଆସି ସେଠାରୁ ତାଙ୍କୁ ନେବା ପାଇଁ ଅନେକ ଚେଷ୍ଟା କରିଥିଲେ।
ଏହାରି ଭିତରେ ରାସ୍ତା ରେ ଭିଡ଼ ଜମି ଯାଇଥିଲା।ଅନେକ ଲୋକମାନେ ସେଠାରେ ଉପସ୍ଥିତ ରହିଥିଲେ।ଆମର ଦାବି ପୂରଣ କରାଯାଉ ବୋଲି ଲୋକମାନେ ପ୍ରଚାର କରିଥିଲେ।ପୋଲିସ ମାନେ ଲୋକ ମାନଙ୍କୁ ଅଟକ ରଖିଥିଲେ।
Yu
ଏହାପରେ ମହିଳା ଙ୍କୁ ତିନି ରୁ ଚାରି ଜଣ ମହିଳା ପୋଲିସ ମାନେ ଟେକି ଟେକି ଏକ ରାସ୍ତା କଡ କୁ ନେଇ ଆସିଥିଲେ।ତାପରେ ଭିଡିଓ ରେ ଦେଖିବାକୁ ମିଳିଛି ଯେ ମହିଳା ଜଣଙ୍କ ବେହୋଶ ହୋଇ ଯାଇଥିଲେ।
ମହିଳା ପୋଲିସ ମାନେ ମହିଳାଙ୍କ ମୁହଁ କୁ ପାଣି ଛାଟୁଥିବାର ଦେଖିବାକୁ ମିଳିଛି।ପୋଲିସ ଆଉ ସମିତି ସଭ୍ୟା ଙ୍କ ଆନ୍ଦୋଳନ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଭିଡିଓ ଦେଖିବା ପରେ ନିଜର ମତ ପ୍ରକାଶ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.