Movie prime

ଧାନ ବିଲ ରେ ଶୌ-ଚ ହେବାକୁ ଯାଇଥିବା ଯୁବକ ର..ଛାତି ଉପରେ ପଡ଼ିଲା ଘଡଘଡି.. ଶୋଚନୀୟ ମୃ-ତ୍ୟୁ..

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହସ୍ପିଟାଲ ରେ କାନ୍ଦବୋବାଳି ପଡ଼ିଥିବା ବେଳେ ଗାଁ ରେ ମଧ୍ୟ ଲୋକମାନେ ଅଥୟ ହୋଇ କାନ୍ଦିବାକୁ ଲାଗିଛନ୍ତି। ସମୟ ପାଖାପାଖି ଦିନ ୩ ଟା ହୋଇଥିବ। ଗାଁ ରେ ହେଉଥିବା ନାମ ସଙ୍କୀର୍ତ୍ତନ ରୁ ଭୋଜି ଖାଇ ଫେରିବା
ପରେ ଚିଙ୍ଗୁଡ଼ି ମାନଙ୍କୁ ଦାନା ଦେବାକୁ ଯାଇଥିଲେ। ହେଲେ ହଠାତ୍ ମାଡ଼ି ଆସିଥିଲା ଅଦିନିଆ ଝଡ଼ ଆଉ ସାଥିରେ ନେଇ ଯାଇଥିଲା ଅନିଲ ଙ୍କୁ। ଆଜ୍ଞା ହଁ ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
Yh
ଘରର ଏକମାତ୍ର ଭେଣ୍ଡିଆ ପୁଅ ଥିଲେ ଅନିଲ। ପରିବାର କହିଲେ ତାଙ୍କର ମାଆ ସ୍ତ୍ରୀ ଓ ଦୁଇଜଣ ଝିଅ ଥିଲେ। ଏହି ସମସ୍ତଙ୍କ ଭରଣ ପୋଷଣ ଅନିଲ ଏକାକୀ ଚିଙ୍ଗୁଡ଼ି ଚାଷ କରି ଚଳାଉ ଥିଲେ।
ଠିକ ସେହିଭଳି ଅନିଲ ଗାଁ ରେ ହେଉଥିବା ନାମ ସଙ୍କୀର୍ତ୍ତନ ରୁ ଭୋଜି ଖାଇ ଫେରିବା ପରେ ଚିଙ୍ଗୁଡ଼ି ମାନଙ୍କୁ କିଛି ଦାନା ଦେବେ ବୋଲି ଭାବି ଚିଙ୍ଗୁଡ଼ି ଚାଷ ହେଉଥିବା ଜାଗାକୁ ଯାଇଥିଲେ। ହେଲେ ସେଠାରେ ହଠାତ୍ ବର୍ଷା ଘଡଘଡି ଆରମ୍ଭ ହୋଇ ଯାଇଥିଲା।
ଲୋକମାନେ ଯାହା କହିଲେ ମଧ୍ୟ ଅନିଲ କିଛି ହେଲେ ମଧ୍ୟ ଶୁଣୁ ନଥିଲା। ଯାହା ଫଳରେ ଏକ ବଡ଼ ଘରଣର ବିଜୁଳି ମଧ୍ୟ ମାରିଥିଲା। ଏହାଦ୍ବାରା ବଜ୍ରାଘାତ ରେ ଅନିଲ ର ପ୍ରାଣ ବାୟୁ ମଧ୍ୟ ଉଡ଼ି ଯାଇଥିଲା।
Gg
ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲାର ଆଳି ଅଞ୍ଚଳରେ। ଏଠାରେ ରହୁଥିବା ଅନିଲ ବେହେରା ଯାହାଙ୍କ ବୟସ ୩୭ ବର୍ଷ ହେବ। ସେ ନିଜ ଚିଙ୍ଗୁଡ଼ି ଘେରରେ ନିୟୋଜିତ ଥିଲେ,
ଏହାପରେ ଅଦିନିଆ କାଳ ବୈଶାଖୀର ତାଣ୍ଡବ ହେତୁ ସେ ବଜ୍ରାଘାତ ରେ ଟଳି ପଡିଥିଲେ। ଯେତେବେଳେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ। ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।
ସାରା ଅଞ୍ଚଳରେ ଏବେ ସୋକର ବାତାବରଣ ଖେଳି ଯାଇଥିବା ବେଳେ କାନ୍ଦବୋବାଳି ରେ ଫାଟି ପଡିଛି ଏହି ଗାଁ। ସେଥିପାଇଁ ଆମର ଅନୁରୋଧ ଝଡ଼ ତୋଫାନ ସମୟରେ ଆପଣ ବାହରକୁ କଦାପି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.