Movie prime

ଆସିଲା ବହୁତ୍ ବଡ ଖବର ଦେଖନ୍ତୁ ବ୍ୟାଙ୍କରେ କାମ ଥିଲେ ଶୀଘ୍ର ସାରନ୍ତୁ ଏହି ତାରିଖ ରୁ ଏହି ତାରିଖ ବ୍ୟାଙ୍କ୍ ହେବାକୁ ଯାଉଛି ବନ୍ଦ

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
H
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ବନ୍ଧୁଗଣ ମେ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ତେଣୁ ବ୍ୟାଙ୍କରେ ଯାହାବି କାମ ଅଛି ଶୀଘ୍ର ସାରି ଦିଅନ୍ତୁ। 
ବ୍ୟାଙ୍କରେ ମେ ମାସରେ ବିଶେଷକରି ଶ୍ରମିକ ଦିବସ ଓ ମହାରାଷ୍ଟ୍ର ଦିବସ ଲୋକ ସଭା ନିର୍ବାଚନ, ଅକ୍ଷୟ ତୃତୀୟା, ବୁଦ୍ଧ ପୂର୍ଣ୍ଣିମା ସହିତ ଶନିବାର ଏବଂ ରବିବାର ମଧ୍ଯ ଛୁଟି ସାମିଲ ହେଇଛି। ମେ ୧ରେ ଶ୍ରମିକ ଦିବସ ଓ ମହାରାଷ୍ଟ୍ର ଦିବସ ଆଉ ମେ ୫ରେ ରବିବାର।
Hh
ମେ ୭ରେ ଅହମଦାବାଦ, ଭୋପାଳ, ବାନାଜି ଏବଂ ରାୟପୁରରେ ନିର୍ବାଚନ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ମେ ୮ରେ ରବୀନ୍ଦ୍ରନାଥ ଠାକୁର ଜୟନ୍ତୀ କାରଣରୁ କୋଲକାତାରେ ବ୍ୟାଙ୍କ୍ ବନ୍ଦ ରହିବ। ମେ ୧୦ରେ ବସନ୍ତ ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ଯୋଗୁଁ ବାଙ୍ଗାଲୁରରେ ବ୍ୟାଙ୍କ ବନ୍ଦ ରହିବ। 
ଏବଂ ମେ ୧୧ ଦ୍ୱିତୀୟ ଶନିବାର। ମେ ୧୨ର ହେଉଛି ରବିବାର। ମେ ୧୩ରେ ଶ୍ରୀନଗର ନିର୍ବାଚନ। ସେହିପରି ମେ ୧୬ରେ ଗ୍ୟାଙ୍ଗଟକରେ ଷ୍ଟେଟ ଡେ ପାଳନ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ମେ ୧୯ ତାରିଖ ରବିବାର। ମେ ୨୦ ହେଉଛି ଲୋକସଭା ନିର୍ବାଚନ।
ତେଣୁ ମୁମ୍ବାଇ ଏବଂ ବାଙ୍ଗାଲୁରରେ ବ୍ୟାଙ୍କ ବନ୍ଦ ରହିବ। ମେ ୨୩ରେ ବୁଦ୍ଧ ପୂର୍ଣ୍ଣିମା କାରଣରୁ ଅଗ୍ରତାଲା, ବେଲାପୂର୍, ଭୋପାଳ, ଚଣ୍ଡୀପୁର, କଲିକତା, ନାଗପୁର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ମେ ୨୪ ତାରିଖ ଚତୁର୍ଥ ଶନିବାର ଓ ମେ ୨୬ ହେଉଛି ରବିବାର। ସେଥିପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.