Movie prime

ବେଙ୍ଗାଲୁରୁ ରେ ପାଣି ପାଇଁ ହେଇଗଲା ମହା ସଙ୍କଟ..ପାଣି ପିଇବାକୁ ନ ପାଇ ଲୋକେ ହେଇଗଲେ ପିଟାପିଟି

 
Uy
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।IT hub ବେଙ୍ଗାଲୁରୁ ରେ ଉତ୍କଳ ଜଳ ସଙ୍କଟ। କାର ଧୋଇବା ୨୨ ପରିବାର ଙ୍କୁ ପଡ଼ିଲା ମହଙ୍ଗା। ପାଞ୍ଚ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିଛି।
ପାଞ୍ଚ ଶହ ବର୍ଷ ର ସବୁଠାରୁ ବଡ ଜଳ ସଙ୍କଟ ସହିତ ହଇରାଣ ହେଉଥିବା ବେଙ୍ଗାଲୁରୁ ର ପାଣି ବ୍ୟବହାର କୁ ନେଇ ବେଙ୍ଗାଲୁରୁ ବର୍ତମାନ ବିଭିନ୍ନ କଟକଣା ଲାଗିଛି। ଏବଂ କାର ଧୋଇବା ପାଇଁ ପାନୀୟ ଜଳ ବ୍ୟବହାର କରୁଥିବା ଅଭିଯୋଗ ରେ ୨୨ ପରିବାର ଙ୍କୁ ଜୋରିମାନା କରାଯାଇଛି। 
Hu
ଜଳ ଯୋଗାଣ ବୋର୍ଡ ର ଆଦେଶ ଉଲଂଘନ ଅଭିଯୋଗ ରେ ପ୍ରତ୍ୟେକ ପରିବାର କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହାରି ଭିତରେ ଦକ୍ଷିଣ ବେଙ୍ଗାଲୁରୁ ଅଞ୍ଚଳ ରୁ ସର୍ବାଧିକ ୮୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ଲୋକ ମାନଙ୍କୁ ହୋଲି ଉତ୍ସବ ସମୟରେ ଫୁଲ ପାର୍ଟି ପାଇଁ କାବେରୀ ନଦୀ ପାଣି ଏବଂ ପାଣି ବ୍ୟବହାର ନ କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।ସହର ରେ ଉତ୍କଟ ଜଳ ଅଭାବ ରୁ ଲୋକମାନେ ୟୁଜ ଆଣ୍ଡ ଥ୍ରୋ ବାସନ ରେ ଖାଇବାକୁ ଏବଂ ମଲ୍ ରେ ଶୌଚାଳୟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
Gg
ଅନେକ ଲୋକ ମାନେ ବିକଳ୍ପ ବ୍ୟବସ୍ଥା ଭାବରେ ବେଙ୍ଗାଲୁରୁ କୁ ଛାଡି ଅନ୍ୟତ୍ର ପଳାଇ ଯାଉଥିବାର ଦେଖାଯାଉଛି।ଯେଉଁ ମାନେ ବେଙ୍ଗାଲୁରୁ ସହର ରେ ଘର କିଣିବା ପାଇଁ ଇଚ୍ଛା କରୁଥିଲେ ସେମାନେ ମଧ୍ୟ ବର୍ତମାନ ଅମଙ୍ଗ ହେଉଥିବା ଦେଖିବାକୁ ମିଳିଛି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
କାହିଁକି ନା ଜଳ ବିନା କେହି ବି ବଞ୍ଚି ପାରିବେ ନାହିଁ।ବର୍ତମାନ ବେଙ୍ଗାଲୁରୁ ରେ ଅସୁବିଧା ଦେଖା ଦେଉଛି।ଲୋକମାନେ ଜୋରିମାନା ମଧ୍ୟ ଦେଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.