Movie prime

ଦିନ ଥିଲା ଏହି ଯୁବକ ରାଜା ସ୍ବାଇଁ କୁ ଟକ୍କର ଦେଉଥିଲେ ଆଜି ପରିସ୍ଥିତି ରେ ପଡ଼ି ବିକୁଛନ୍ତି ବରା..

 
Gh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ ରାଜନୀତି ରେ କେତେ ପରିବର୍ତ୍ତନ ହୋଇ ସାରିଛି।ଦୁର୍ନୀତି ବଢିବାରେ ଲାଗିଚି।ରାଜନୀତି ରେ ରହି ନେତା ଓ ମନ୍ତ୍ରୀ ମାନେ ଅନେକ ଖରାପ କାମ କରୁଛନ୍ତି।
ତେବେ ଆଜି ଆମେ ଏପରି ଜଣେ ରାଜନେତା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସେହି ରାଜନେତା ଜଣକ ହେଉଛନ୍ତି ମଙ୍ଗୁଳି ସାହୁ।ଯିଏ କି ୧୯୯୫ ମସିହା ରେ ଜନତା ଦଳ ତରଫ ରୁ ନିର୍ବାଚନ ମଣ୍ଡଳୀ ରୁ ଟିକେଟ ପାଇ ଥିଲେ।
Hh
ତେବେ ସେ କଟକ ବଡମ୍ବା ଥାନା ଅଞ୍ଚଳ ର ବିଧାରପୁର ନିର୍ବାଚନ ମଣ୍ଡଳୀ ରେ ଜଣେ ନିର୍ବାଚନ ପ୍ରାର୍ଥୀ ରୂପେ ସେ ନିର୍ବାଚନ ଲଢ଼ି ଥିଲେ।ହେଲେ ପରେ ସେ ଏଥି ରେ ହାରି ଯାଇ ଥିଲେ।ଏହା ପରେ କିଛି ଦିନ ପର୍ଯ୍ୟନ୍ତ ରାଜନୀତି ରେ ରହି ପୁଣି
ରାଜନୀତି ଠାରୁ ଦୂରେଇ ଯାଇ ଥିଲେ।ତେବେ ଏବେ ସେ କଟକ ସହର ର ଗୋଟିଏ ଛକ ସ୍ଥାନ ରେ ରହି ବରା ପିଆଜି ବିକୁଛନ୍ତି।ଗୋଟିଏ ଜଳଖିଆ ଦୋକାନ ଖୋଲି ଲୋକ ଙ୍କୁ ଖାଦ୍ୟ ପରସି ଦେଉଛନ୍ତି।
ତାଙ୍କର ଏହି କାମ।କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଏ ନେଇ ତାଙ୍କୁ ପଚରା ଯାଇ ଥିଲା। ସେ କହିଥିଲେ କି ସେ ସମୟ ର ରାଜନୀତି ଠାରୁ ଏବେ ର ରାଜନୀତି ରେ ଅନେକ ପାର୍ଥକ୍ୟ ରହି ଥିଲା।ବିଜୁ ବାବୁ ଙ୍କ ନିର୍ଦ୍ଦେଶ ରେ ଆମକୁ କାମ
Nn
କରିବା ପାଇଁ ସୁଯୋଗ ମିଳି ଥିଲା।ହେଲେ ବର୍ତ୍ତମାନ ର ରାଜନୀତି ରେ ଅନେକ ଦୁର୍ନୀତି କରା ଯାଉଚି।ସମସ୍ତେ ଲୋକ ଙ୍କ ସୁଖ ସୁବିଧା ନ ଦେଖି କେବଳ ନିଜ ଫାଇଦା ଦେଖୁଛନ୍ତି।
ତେବେ ଏହି ରାଜନୀତି ରେ କେହି ପ୍ରବେଶ କରିବାକୁ ଚାହୁଁ ନାହାନ୍ତି।ମୋତେ ଜନତା ଦଳ ତରଫ ରୁ ଟିକେଟ ମିଳି ଥିଲା।ହେଲେ ମୁଁ।ଏଥିରେ ହାରି ଯାଇ ଥିଲେ।ବର୍ତ୍ତମାନ ମୋତେ ରାସନ କାର୍ଡ ର ସୁବିଧା ମିଳିଚି।
ଏଥିରେ ମୁଁ ବହୁତ ଖୁସି ଅଛି।ଆଉ ରାଜନୀତି ରେ ପ୍ରବେଶ କରିବାକୁ ଇଛା ନାହିଁ ବୋଲି ସେ କହିଛନ୍ତି।ତାଙ୍କର ଏହି କଥା ଟି ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.