Movie prime

ଓଡ଼ିଶା ନିର୍ବାଚନ ରେ ହେବ ଘମାଘୋଟ ଲଢେଇ.. କିଏ ହେବ ପାୱାରଫୁଲ, ବବି ନା ଡ୍ୟାନି

 
Vb
ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର। କୋରେଇ ନିର୍ବାଚନ ମଣ୍ଡଳୀ କୁ ନେଇ ଏବେ ଚାରି ଚାରି ଜଣ ଆଶାୟୀ ରହିଛନ୍ତି।ତେବେ ଆକାଶ ଦାସ ବିଜେପି ଦଳ ରେ ମିଶିବା ପରେ ବିଜେଡି ଦଳ ର ଚିନ୍ତା ଘେରି ରହିଛି।ଏବେ ସମସ୍ତ ଙ୍କ ମନ ରେ ପ୍ରଶ୍ନ ରହିଛି କିଏ ହେବ କୋରେଇ ନିର୍ବାଚନ ମଣ୍ଡଳୀ ରୁ ବିଜେଡି ଦଳ ର ପ୍ରାର୍ଥୀ।
ଏବେ ଏହି କଥା କୁ ନେଇ ସବୁଠାରେ ଚର୍ଚ୍ଚା।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ କାହାକୁ ଦେବେ ଟିକେଟ।ଗୋଟିଏ ପଟେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ ଙ୍କ ପତ୍ନୀ ଝିଲୀକ୍ ଘଡେ଼ଇ ବିଧାୟକ ପଦ ରେ ରହିବା ପାଇଁ ଲୋକ ମାନେ ଦାବି କରିଛନ୍ତି।
Hh
ଗତ କାଲି ତାଙ୍କ ପ୍ରଶଂସକ ମାନେ ତାଙ୍କ ବାସ ଭବନ ନିକଟ କୁ ଯାଇ ଝିଲିକ ଙ୍କୁ ବିଜେଡି ଦଳ ପକ୍ଷ ରୁ ନିର୍ବାଚନ ଲଢ଼ିବା ପାଇଁ କହିଥିଲେ।ସେମାନେ କହିଥିଲେ କି ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେ଼ଇ ବିଧାୟକ ଥିବା ବେଳେ ଲୋକ ଙ୍କ ପାଇଁ ବହୁତ କିଛି କରି ଥିଲେ।ଆମ ସମସ୍ତଙ୍କ ର ଆଶା ରହିଛି ଝିଲିକ ମଧ୍ୟ ସେଭଳି ଲୋକ ମାନଙ୍କ ପାଇଁ କାମ କରିବେ।
ତେବେ ଏ ନେଇ ଝିଲିକ କହି ଥିଲେ କି ଯଦି ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଇଚ୍ଛା କରିବେ ମୁଁ ନିଶ୍ଚିତ ରୂପେ ନିର୍ବାଚନ ରେ ପ୍ରାର୍ଥୀ ହେବି।ସେହି ଭଳି ଅନ୍ୟ ଦୁଇ ପ୍ରାର୍ଥୀ ହେଉଛନ୍ତି ମନ୍ତ୍ରୀ ବବି ଦାସ ଓ ତାଙ୍କ ଭାଇ।
ତାଙ୍କ ପ୍ରଶଂସକ ମାନେ କହିଛନ୍ତି କି ଯଦି ବବି ଆମର ବିଧାୟକ ହୁଅନ୍ତି ତେବେ ଆମ କୋରେଇ ନିର୍ବାଚନ ମଣ୍ଡଳୀ ର ବହୁତ ଉନ୍ନତି ହେବ।ଆମେ ମୁଖ୍ୟ ମନ୍ତ୍ରୀ ଙ୍କ ପାଖରେ ଅନୁରୋଧ କରୁଚୁ ବବି ଙ୍କୁ ଟିକେଟ ଦିଆ ଯାଉ ବୋଲି କହି ଥିଲେ।ତେବେ ଏମାନଙ୍କ ଛଡା ବିଜେଡି ଦଳ ପକ୍ଷରୁ ଟିକେଟ ପାଇବା ପାଇଁ ଆହୁରି ଚାରି ଜଣ ଆଶାୟୀ ଅଛନ୍ତି।
Bb
ତେବେ ମୁଖ୍ୟ ମନ୍ତ୍ରୀ କାହାକୁ ଟିକେଟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା।ଆଗକୁ ନିର୍ବାଚନ ରହିଛି।ଏହି ନିର୍ବାଚନ କୁ ଦୃଷ୍ଟି ରେ ରଖି ସମସ୍ତେ ଜିତିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ବିଜେଡି ଗୋଟିଏ ପରିବାର ପାଇଁ ଗୋଟିଏ ଟିକେଟ ଦେବ ବୋଲି କହିଛି।କିନ୍ତୁ ଢେଙ୍କାନାଳ ରେ ଏହାର ବ୍ୟତିକ୍ରମ ଦେଖା ଯାଇଛି।କିଛି ଲୋକ ବବି ଦାସ ଙ୍କ ପରିବାର କୁ ବିରୋଧ କରିଛନ୍ତି।
କହିଛନ୍ତି କି ବବି ଦାସ ଙ୍କୁ।ଟିକେଟ ନ ମିଳୁ।ଆମ କୋରେଇ ପାଇଁ ଯାହା କିଛି ଠିକ୍ ତାହା କରାଯାଉ ବୋଲି କିଛି ଲୋକେ କହିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.