Movie prime

ରାଜ୍ୟରେ ହେବ ପ୍ରବଳ ଖରା ଦେଖନ୍ତୁ ଏହିସବୁ ଜିଲ୍ଲାରେ ହେବ ଭୀଷଣ ଖରା

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ପାଣିପାଗ ବିଷୟରେ । ପାଣିପାଗକୁ ନେଇ ଆସିଛି କିଛି ଖବର ।
ଏବେ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ମିଳିଛି । ଏବେ ଏହି ତାତିକୁ ନେଇ କିଛି ଖବର ଆସିଛି । ଏବେ କଲବଲ କରିଲାଣି ତାତି । ଦିନ ୧୦ ସମୟରେ ମଧ୍ୟ ଘରୁ ବାହାରିବା ମୁସ୍କିଲ ହୋଇଗଲାଣି । 
Yy
ରାଜ୍ୟରେ ଉପର ମୁହଁ ରହିଛି ପାରଦ । ବଢୁଛି ଅସହ୍ୟ ତାତି ଆଉ ଖରା । ଅସହ୍ୟ ତାତି ଆଉ ଗରମ ଲୋକଙ୍କୁ କଲବଲ କରୁଛି । ଲୋକମାନେ ସମସ୍ତେ ଏହି ଖରା ପାଇଁ ହଇରାଣ ହେଉଛନ୍ତି ।
ଆଗକୁ ଆହୁରି ଖରା ଆଉ ଗରମ ବଢିବ ବୋଲି ପୂର୍ବାନୁମାନ କରାଯାଇଛି । ପାରଦ ଛୁଇଁବ ୪୦ ଡିଗ୍ରୀ । ଅଧା ଓଡ଼ିଶାରେ ପାଣିପାଗ ଅନେକ କିଛି ବଦଳି ଯିବ । ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି । 
Bb
୧୩ ତାରିଖରେ ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହା ପୂର୍ବାନୁମାନ କରିଛି । ଆଗାମୀ ଚାରିଦିନ ଯାଏଁ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ ।
ରାତିର ତାପମାତ୍ରା ମଧ୍ୟ ବଢିବ । ବାୟୁମଣ୍ଡଳ ଶୁଷ୍କ ଥିବାରୁ ଖରାର ତେଜ ସିଧାସଳଖ ପଡ଼ିବ ଆଉ ଏହି କାରଣରୁ ଗ୍ରୀଷ୍ମ ଅଧିକ ହେବ ବୋଲି କୁହାଯାଇଛି । ଆଗାମୀ କିଛିଦିନ ଧରି ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି । 
ଗତକାଲି ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସବୁଠାରୁ ଅଧିକ ଥିଲା । ମାଲକାନଗିରି, ଭବାନୀପାଟଣା ଆଉ ସୋନପୁର ଜିଲ୍ଲାରେ ତାପମାତ୍ରା ଅଧିକ ଅଛି ବୋଲି ଜଣାପଡିଛି । ୧୬ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ଲଗାତାର ତାପମାତ୍ରା ପରିବର୍ତ୍ତନ ହେବା ଯୋଗୁଁ ଅନେକ ଜିଲ୍ଲାରେ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଟୁଇନ ସିଟିରେ ତାପମାତ୍ରା ଅଧିକ ହେବ ବୋଲି ଜଣାପଡିଛି ।