Movie prime

ପୁଣି ଖରାରେ ଡହଳ ବିକଳ ହେବେ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ପାଣିପାଗକୁ ନେଇ ଆସିଥିବା ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଅନେକ କିଛି ସୂଚନା ପାଇବେ । ଏବେ ତ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଆପଣମାନେ ଅନୁଭବ କରୁଥିବେ । ଏବେ ପାଣିପାଗକୁ ନେଇ ଆସିଲା ବଡ ଅପଡେଟ । 
Hh
ଏବେ ଡହଡହ ଖରାରେ ପୁରା ରାଜ୍ୟ ଡହଳ ବିକଳ ହେଉଛି । ପୁରା ରାଜ୍ୟ ଏବେ ଖରାର ପ୍ରକୋପରେ ହନ୍ତସନ୍ତ ହେଉଛି । ଆସନ୍ତା ୨୭ ଏବଂ ୨୮ ତାରିଖ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ଦୁଇଦିନ ପ୍ରବଳ ଖରା ହେବ ବୋଲି ସୂଚନା ମିଳିଛି ।
ଆହୁରି ବଢିବ ତାତି । ଆଗାମୀ ପାଞ୍ଚଦିନ ତାତି ବହୁତ ଅଧିକ ହେବ । ୨୭ ଏବଂ ୨୮ ତାରିଖକୁ ନେଇ ଏବେ ନୂଆ ଅପଡେଟ ଆସିଛି । ଆସନ୍ତା ପାଞ୍ଚଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪ ରୁ ୫ ଡିଗ୍ରୀ ବଢିବ ବୋଲି ସୂଚନା ମିଳିଛି । 
ଏହି ଦୁଇଦିନ ହେଲା ସାମାନ୍ୟ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଆସନ୍ତା କାଲି ଠାରୁ ଖରାର ପ୍ରକୋପ ବୃଦ୍ଧି ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନେକ ସ୍ଥାନରେ କାଳବୈଶାଖୀ ମଧ୍ୟ ଦେଖାଯିବ ।
Hh
ପାଣିପାଗ ବିଭାଗ ରାଜ୍ୟର ଅଧା ଜିଲ୍ଲାକୁ ହିଟ ୱେଭ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ୨୬ ତାରିଖ ପର ଠାରୁ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳିବ । ଗ୍ରୀଷ୍ମର ପ୍ରଭାବ ଏବେ ଠାରୁ ଦେଖା ଗଲାଣି । ଏବେ ଜଳୁଛି ଓଡ଼ିଶା ।
ଆଗକୁ ଓଡ଼ିଶା ଆହୁରି ଜଳିବ ବୋଲି ସୂଚନା ମିଳିଛି । ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ଵର । ବାଲେଶ୍ବରରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୪୧ ଡିଗ୍ରୀ, ଚାନ୍ଦବାଲିରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
କେନ୍ଦୁଝରରେ ୩୭.୬, ରାଉଲକେଲାରେ ୩୭.୬, ପୁରୀରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୪୦ ଡିଗ୍ରୀ ଉପରେ ତିନୋଟି ସହର ରହିଥିଲା । ଏହି ତିନିଦିନ ଖରାରେ ଘରୁ ନ ବାହାରିବାକୁ କୁହାଯାଇଛି । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।