Movie prime

ମୁଖ୍ୟମନ୍ତ୍ରୀଙ୍କୁ ଆଇନା ଦେଖାଇଲେ ଏହି ଚାଷୀ ଦେଖନ୍ତୁ କଣ କହିଲେ କ୍ୟାମେରା ସାମ୍ନାରେ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ଜଣେ ଚାଷୀ ସରକାରଙ୍କ ଉପରେ ଗର୍ଜୁଛନ୍ତି । ସରକାର ଅନେକ ପ୍ରକାରର ଯୋଜନା ପ୍ରସ୍ତୁତ କରୁଛନ୍ତି ଆଉ ଏହି ଯୋଜନା ମାଧ୍ୟମରେ ଲୋକମାନେ ଅନେକ ଫାଇଦା ପାଉଛନ୍ତି । ଏହି ଭିଡିଓ ଆପଣଙ୍କୁ ଅନେକ କିଛି ଜଣାଇବ ।
Gg
ସରକାର ଚାଷୀମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି ଯାହାଦ୍ଵାରା ଚାଷୀମାନେ ଉପକୃତ ହେଉଛନ୍ତି । ସରକାରଙ୍କ ଯୋଜନା ଚାଷୀ ପାଉଥିଲେ ମଧ୍ୟ ଏଭଳି ଅନେକ ଚାଷୀ ଅଛନ୍ତି ଯେଉଁମାନେ ସରକାରଙ୍କ ସୁବିଧା ପାଉ ନାହାନ୍ତି ।
ଏବେ ଜଣେ ଚାଷୀ ଅନେକ କିଛି ଅଭିଯୋଗ ଆଣିଛନ୍ତି । ଆଉ ଏହି ଭିଡିଓରେ ଚାଷୀ ଜଣକ କହିଥିବା କଥା ଆପଣମାନେ ଶୁଣିପାରିବେ । ଏହି ଚାଷୀ ଜଣଙ୍କ ନାମ ହେଉଛି ନିରଞ୍ଜନ ସାହୁ । ଆଉ ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲାରେ ।
କେନ୍ଦ୍ରାପଡ଼ା ଜିଲ୍ଲାର କୋଳିପାଳ ଗାଁରେ । ଏହି ଚାଷୀ ଜଣକ ହେଉଛନ୍ତି ଜଣେ ସାଧାରଣ ଚାଷୀ । ସେ ଟମାଟୋ, ବାଇଗଣ ଏବଂ କୋବି ଇତ୍ୟାଦି ପନିପରିବା ଚାଷ କରନ୍ତି । ଟମାଟୋ ଦର ଏବେ କେଜି ପ୍ରତି ୨ ଟଙ୍କା ।
Ff
ଯଦି ସରକାର କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏ ଶୀତଳ ଭଣ୍ଡାର କରିଥାନ୍ତେ A ସେ କିଛି ଟମାଟୋ ସେଠାରେ ରଖି ଦେଇଥାନ୍ତେ । ଆଉ ଯେତେବେଳେ ଟମାଟୋ ଦର ବୃଦ୍ଧି ପାଇଥାନ୍ତା ସେତେବେଳେ ସେ ବିକ୍ରି କରି ଲାଭ ପାଇଥାନ୍ତେ । ଆଉ ତେଲ ଦର ବହୁତ ଅଧିକ । 
ସେ ଯଦି ୫୦ କେଜି ଟମାଟୋ ବିକ୍ରି କରୁଛନ୍ତି ତାହେଲେ ସେହି ଟଙ୍କାରେ ଏକ କେଜି ସୋରିଷ ତେଲ ମଧ୍ୟ ହେଉନାହିଁ । ଆଉ ମଟନ ଦର ତ ସୁନା ଦର ଭଳି ହୋଇଗଲାଣି । ସରକାର ୧୩୦୦ କୋଟି ଟଙ୍କାର ବ୍ୟାଗ୍ ବାଣ୍ଟୁଛନ୍ତି ।
ଆଉ ଏମିତି ସରକାର ରହି ଲାଭ କଣ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ଜଣକ । ସେ ଏଭଳି ଅନେକ ଆରୋପ ଲଗାଇଛନ୍ତି ସରକାରଙ୍କୁ ନେଇ । ନେତା ମନ୍ତ୍ରୀ ଏମଏଲ୍ ଆଦି ସମସ୍ତେ ମାଂସ ଖାଉଛନ୍ତି କିନ୍ତୁ ସାଧାରଣ ଚାଷୀ ଖାଇବାକୁ ପାଉନି । ଏବେ ଏହି ଚାଷୀ ଜଣକ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।