Movie prime

ବୁଢ଼ା ହୋଇ ରୋଗ ଶଯ୍ୟା ରେ ପଡ଼ିଥିବା ଏହି ସାଉଥ୍ ହିରୋ..ବୁଢ଼ା ବୟସ ରେ ବି ଗୋଟେ ଫିଲ୍ମ ପାଇଁ ମାଗୁଛନ୍ତି ୪୦୦ କୋଟି

 
Jj
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଦକ୍ଷିଣ ଭାରତୀୟ ଅଭିନେତା ତଥା ସୁପର ଷ୍ଟାର ରଜନୀ କାନ୍ତ ଙ୍କୁ ଭଲ ଭାବେ ଜାଣି ଥିବେ।ଲୋକ ମାନେ ତାଙ୍କ ଅଭିନୟ କୁ ଖୁବ୍ ପସନ୍ଦ କରନ୍ତି।
ତାଙ୍କୁ ଦେଖିବା ପାଇଁ ଲୋକ ଙ୍କ ଭିଡ ଜମି ରହି ଥାଏ।ତେବେ ଆଜି ଆମେ ତାଙ୍କ ବିଷୟ ରେ ଏପରି କିଛି କଥା କହିବାକୁ ଯାଉଛୁ ଯାହାକୁ ଆପଣ ମାନେ କେବେ ବି ଶୁଣି ନ ଥିବେ।ସେ ଏପରି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Jj
ସେ ଏବେ ବଲିଉଡ ର ଅନେକ ନାମୀ ଦାମୀ ଅଭିନେତା ମାନଙ୍କୁ ପଛ ରେ ପକାଇ ବାକୁ ଯାଉଛନ୍ତି।ସେ ଶାହରୁଖ ଖାଁ ଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ଅଭିନେତା ମାନଙ୍କ ପର୍ଯ୍ୟନ୍ତ।ତେବେ ଆଗକୁ ସୁପର ଷ୍ଟାର ରଜନୀ କାନ୍ତ ଙ୍କ ତିନୋଟି ଫିଲ୍ମ ଆସିବାକୁ ଯାଉଛି।
ଯେଉଁଥିରେ ସେ ୨୮୦ କୋଟି ଟଙ୍କା ମାଗୁଛନ୍ତି।ତାଙ୍କ ଆଗରୁ ଏତେ ଟଙ୍କା କେହି ବି କୌଣସି ଫିଲ୍ମ ରେ ମାଗି ନ ଥିଲେ।ଯଦି ତାଙ୍କୁ ଏତେ ଟଙ୍କା ଦିଆ ଯାଏ।ତେବେ ସେ ସାରା ଏସିଆ ମହାଦେଶ ରେ ପ୍ରଥମ ଅଭିନେତା ହେବେ ଯିଏ ଗୋଟିଏ ଫିଲ୍ମ ପାଇଁ ଏତେ ଟଙ୍କା ଦାବି କରିବେ।
Hh
ତେବେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ନିର୍ଦ୍ଦେଶକ ଲୋକେଶ କାନୁନଗୋ ଏକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି।ଏଥିପାଇଁ ତାଙ୍କୁ ଅଫର୍ ଦେଇଛନ୍ତି।ହେଲେ ସେ ୨୮୦ କୋଟି ଟଙ୍କା ମାଗୁଛନ୍ତି।ସେହି ଫିଲ୍ମ ର ନାମ ହେଉଚି କୁଲି।
ଏହା ଛଡ଼ା ତାଙ୍କର ଆଗକୁ ଆଉ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି।ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି।ତାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକ ମାନେ ଅନେକ ଦିନ ରୁ ଅପେକ୍ଷା କରି ରହି ଥିଲେ।ଏବେ ତାଙ୍କ ସ୍ବପ୍ନ ପୁରଣ ହେବାକୁ ଯାଉଛି।
ଏବେ ସେ ବେଟିଆନ ଫିଲ୍ମ ରେ କାମ କରୁଛନ୍ତି।ଯେଉଁଥିରେ ରଜନୀକାନ୍ତ ଙ୍କ ସହିତ ଅମିତାଭ ବଚ୍ଚନ ଫେହଦ ଫାଷିଲ ଓ ରାନା ୱାରୀୟର କାମ କରୁଛନ୍ତି।ସମସ୍ତେ ଏହି ଫିଲ୍ମ କୁ ନେଇ ବହୁତ୍ ଆଶା ରଖିଛନ୍ତି।ତେବେ ଏବେ ଦେଖିବାକୁ ବାକି ରହିଲା କେବେ ଫିଲ୍ମ ଟି ରିଲିଜ ହେଉଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.