Movie prime

ଏଥର ଯୋଡ଼ି ଶଙ୍ଖ ପ୍ରଚାର ପାଣ୍ଡିଆନ କରୁଛନ୍ତି..କଣ ଗୋଟେ ଶଙ୍ଖ ନବୀନ ଆଉ ଆର ଟି ନେବେ କି ପାଣ୍ଡିଆନ!

 
Gh
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ କାହିଁକି ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଛିଡ଼ା ହେଲେ ତାହା ଏବେ ସାମ୍ନା କୁ ଆସିଛି। ହିଞ୍ଜିଳି ଏବଂ କଣ୍ଟାବାଞ୍ଜି ରୁ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୋଟେ ଆସନ ନିଜେ ରଖିବା ସହ ଆଉ ଏକ ଆସନ ପାଣ୍ଡିଆନ ଙ୍କୁ ଦେବେ ବୋଲି ଆଜି ପ୍ରେସମିଟ୍ କରି କହିଛନ୍ତି ବରିଷ୍ଟ ବିଜେପି ନେତା ସମୀର ମହାନ୍ତି। ଗତକାଲି ଶାହା ଙ୍କ ବୈଠକରେ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣା ପଡ଼ିଛି।
Hu
କେମିତିକା ଲୋକ ଓଡ଼ିଶା ବିଜେପି ର ମୁଖ୍ୟମନ୍ତ୍ରୀ ହୋଇ ପାରିବେ ବୋଲି କହିଛନ୍ତି ଶାହା। ନବୀନ କାହିଁକି ଦୁଇଟି ଆସନରୁ ଛିଡ଼ା ହେଉଛନ୍ତି ଏବେ ଏହାର ଗୁମର ଖୋଲିଛି ବିଜେପି।
ଗତଥର ମଧ୍ୟ ନବୀନ ଦୁଇଟି ଆସନ ହିଞ୍ଜିଳି ଏବଂ ବିଜେପୁର ର ନିର୍ବାଚନ ଲଢିଥିଲେ। ହେଲେ ଏଥର ସେ କଣ୍ଟାବାଞ୍ଜି ଓ ହିଞ୍ଜିଳି ଆସନରୁ ଲଢ଼ୁଛନ୍ତି। ଗୋଟେ ଆସନ ସେ ନିଜେ ରଖିବେ ଓ ଆଉ ଏକ ଆସନ ସେ ପାଣ୍ଡିଆନ କୁ ଦେବେ ବୋଲି କୁହା ଯାଉଛି।
ଆଉ ତାଙ୍କୁ ଶାସନ ଭାର ଦେବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି। ଗତକାଲି ଅମିତ୍ ଶାହା ଙ୍କ ବୈଠକରେ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।
Hh
ନବୀନ ବାବୁ ହାରିବା ପାଇଁ ନୁହେଁ ବରଂ ଗୋଟେ ଆସନ ତାଙ୍କର ଉତ୍ତରାଧିକାରୀ ପାଇଁ ଛାଡ଼ିବା ଲାଗି ସେ ଦୁଇଟି ଆସନରୁ ଛିଡ଼ା ହେଉଛନ୍ତି ବୋଲି ଏହା ଆଲୋଚନା ହେବାରେ ଲାଗିଥିଲା। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ଏବେ ଏହା ସୋସିଆଲ ମିଡ଼ିଆ ରେ ଓ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି। ଏହାକୁ ନେଇ ମଧ୍ୟ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ମତ ଦେଇଛନ୍ତି। ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି କି ନବୀନ ପଟ୍ଟନାୟକ କଣ ପାଇଁ ଦୁଇଟି ଆସନରୁ ଛିଡ଼ା ହେଉଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.