Movie prime

ଏଥର ଅନୁଭବ ଙ୍କ ହାରିବା ଥୟ, ରାଗିଛନ୍ତି କେନ୍ଦ୍ରାପଡ଼ା ବାସୀ...ଦଳ ଛାଡ଼ି ମୁଖିଆ ଙ୍କୁ ଖୋଜିଲେ ଅନୁଭବ

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେତେ ଦୂରକୁ ଗଲେ ମଧ୍ୟ ନିଜର ପୁରୁଣା ଘରକୁ ଭୁଲି ପାରୁ ନାହାଁନ୍ତି ଅଭିନେତା ଅନୁଭବ ମହାନ୍ତି। ସେଥିପାଇଁ ଏବେ ଅନୁଭବ ମହାନ୍ତି ଙ୍କ ମୁହଁରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସା ଶୁଣିବାକୁ ମିଳିଛି।
ଯାହାକି ଏବେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି। ବିଜେଡ଼ି ଛାଡ଼ି ବିଜେପି ରେ ଯୋଗ ଦେବା ପରେ ଅନୁଭବ ମହାନ୍ତି ଙ୍କ ଏକ ପୋଷ୍ଟ ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଲୋଡିଛନ୍ତି ଅନୁଭବ ମହାନ୍ତି।
Hh
ତେଣୁ ଏବେ ଏହି ପୋଷ୍ଟ କୁ ନେଇ ମଧ୍ୟ ଦ୍ଵନ୍ଦ ସୃଷ୍ଟି ହୋଇଛି। ଆଉ ଲୋକମାନେ ଏହା ପ୍ରଶ୍ନ କରିବାକୁ ଆରମ୍ଭ କରିଛନ୍ତି କି ଯେଉଁ ଅନୁଭବ ମହାନ୍ତି ଦିନେ ବିଜେଡିରୁ ମୁହଁ ଫେରାଇ ବିଜେପି ରେ ମିଶିଥିଲେ ,
ଆଜି ସେହି ଅନୁଭବ ମହାନ୍ତି ଙ୍କ ମୁହଁରେ କେମିତି ଦଳର ମୁଖିଆଙ୍କ କଥା। ବିଜେପି ସରକାର ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଲୋଡିଛନ୍ତି ଅନୁଭବ ମହାନ୍ତି। ହେଲେ ଏମିତି କାହିଁକି?
ଅନୁଭବ ମହାନ୍ତି ଏହା ମଧ୍ୟ ଲେଖିଛନ୍ତି କି " ଆମେ ଏକ ହୋଇ ନିଜ ମାତୃଭୂମିର ଅନନ୍ୟ ଗୌରବ ଅନୁପ୍ରବେଶକାରୀ ଙ୍କ ଆଗରେ ନଇଁବାକୁ କଦାପି ଦେବା ନାହିଁ। ଆସନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
Hh
ଆଶୀର୍ବାଦରୁ ତଥା ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ସାର୍ ଙ୍କ ଆଶୀର୍ବାଦ ରୁ ଓଡ଼ିଶାରେ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କର ସାହସିକ ତଥା ଗତିଶୀଳ ନେତୃତ୍ୱରେ BJP Odisha ସରକାର ଗଠନ କରି ଆମେ ନୂତନ ଆରମ୍ଭର ସାକ୍ଷୀ ହେବା।"
ଅନୁଭବ ମହାନ୍ତି ଙ୍କ ଏହି ପୋଷ୍ଟ ପରେ ଏବେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ କିଛି ବୁଝି ପାରୁ ନାହାଁନ୍ତି କି ଅନୁଭବ ମହାନ୍ତି ଙ୍କ ଏଭଳି ଲେଖିବାର କାରଣ କଣ ହୋଇ ପରେ।
ବିଜେପି ସରକାର ଗଠନ କରିବା ପାଇଁ କାହିଁକି ସେ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଲୋଡିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.