Movie prime

ରାହୁଲ ବି ଏଥର କଟାକ୍ଷ କଲେ ପାଣ୍ଡିଆନ୍ ଙ୍କୁ...ମୁଁ ଶୁଣିଲି ନବୀନ ନୁହେଁ କିଏ ଜଣେ ପାଣ୍ତିଆନ ଓଡ଼ିଶା ଚଳାଉଛି?

 
Hh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଏବେ କଟକ ର ସାଲେପୁର ଆସିଥିଲେ।ଆଉ ସେଠାରେ ସେ ଏଭଳି ଭାଷଣ ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
କାରଣ ସେ ଓଡ଼ିଶା ସମ୍ପର୍କରେ କି ଭାଷଣ ଦେଇଥିଲେ। ଆଉ ତାଙ୍କର ଭାଷଣ ମାଧ୍ୟମରେ ସେ କହିଥିଲେ କି ଓଡ଼ିଶାକୁ ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ପାଣ୍ଡିଆନ ଚଳାଉ ଛନ୍ତି।
Hh
ଏଭଳି ମଧ୍ୟ କହିଥିଲେ କି ଓଡ଼ିଶାରେ ବିଜେପି ଓ ବିଜେଡିର ବାହାଘର ହୋଇ ଯାଇଛି। ଦୁଇଜଣ ସାଥୀ ହୋଇ ମିଳିମିଶି କାମ କରୁଛନ୍ତି ବୋଲି ମଧ୍ଯ ଏହା କହିଥିଲେ।
ଏଭଳି ମଧ୍ୟ କହିଥିଲେ କି ତାଙ୍କ ଦୁହିଁଙ୍କ ବିବାହରେ ସେ ଓଡିଶାର ଜନତାଙ୍କୁ ପାଣ୍ଡିଆନ ରୂପକ ପାନ ଦେଇଛନ୍ତି। ଦୁହେଁ ମିଶି ପାର୍ଟନରସିପ କରିଛନ୍ତି ବୋଲି ରାହୁଲ୍ ଗାନ୍ଧୀ ଏହା ବାରମ୍ବାର କରି କହିଥିଲେ। ଏହିଭଳି ତାଙ୍କୁ ଫାଇଦା ମଧ୍ୟ ମିଳି ଚାଲିଛି।
ରାହୁଲ ଙ୍କ ଏଭଳି ଓଡ଼ିଶା ଆସିବା ପରେ ଖୁବ ଜନସାଧାରଣ ମଧ୍ୟ ତାଙ୍କର ଏହି ସଭାରେ ଯୋଗଦାନ କରିଥିଲେ। ଆଉ ରାହୁଲ ଗାନ୍ଧୀ ଏତେ ଲୋକ ମାନଙ୍କୁ ଦେଖି ଖୁବ୍ ଖୁସୀ ମଧ୍ୟ ହୋଇ ଯାଇଥିଲେ।
Jj
ଏହି ସଭା ରେ ବିଜେପି ଓ ବିଜେଡ଼ି ସମ୍ପର୍କରେ ଅନେକ କଥା ମଧ୍ୟ କହିଥିଲେ। କିଭଳି ଭାବରେ ଓଡ଼ିଶାରେ ବିଜେଡ଼ି ଓ ଭାରତରେ ବିଜେପି ଦୁର୍ନୀତି କରୁଛନ୍ତି ସେ ସଂପର୍କରେ ମଧ୍ୟ ସେ ଅନେକ ଗୁଡ଼ିଏ କଥା ମଧ୍ୟ କହିଥିଲେ।
ରାହୁଲ ଗାନ୍ଧୀ ଙ୍କ ଏହି ଭାଷଣ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ଲୋକ ମାନେ ମଧ୍ୟ ଦେଖି ସାରିଛନ୍ତି। କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ କେହି କେହି ତାଙ୍କ ବିରୁଦ୍ଧରେ ମଧ୍ୟ କହୁଛନ୍ତି।
ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.