Movie prime

ଏଥର ରାମାୟଣ ର ରାମ୍ ମଧ୍ଯ ଲଢ଼ିବେ ନିର୍ବାଚନ..ମତେ ଭୋଟ ଦେଲେ ମୁଁ ରାମ ରାଜ୍ୟ ପୁଣି ନେଇ ଆସିବି..

 
Hh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ବିଜେପି ର ପଞ୍ଚମ ପ୍ରାର୍ଥୀ ତାଲିକା ରେ ଚର୍ଚ୍ଚିତ ଚେହେରା।ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରେ ୧୭ ଟି ରାଜ୍ୟ ର ୧୧୧ ଟି ସିଟ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେପି।
ପୂର୍ବତନ ଜର୍ଜ ଙ୍କ ସମେତ ବହୁ ଜଣାଶୁଣା ଚେହେରା ଙ୍କୁ ସ୍ଥାନ ମିଳିଛି।ବଲିଉଡ ଅଭିନେତ୍ରୀ କଙ୍ଗନା ରନାବତ ଙ୍କୁ ହିମାଚଳ ପ୍ରଦେଶର ରୁ ଟିକେଟ ଦିଆଯାଇଛି।
Hh
ସେହିପରି ଉତ୍ତର ପ୍ରଦେଶର ରେ ରାମାୟଣ ଧାରାବାହିକ ରେ ପ୍ରଭୁ ରାମଚନ୍ଦ୍ର ଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବଲେ ଟିକେଟ ଦେଇଛି ବିଜେପି।
କେବଳ ଅଭିନେତା ଆଉ ଅଭିନେତ୍ରୀ ନୁହଁନ୍ତି ବରଂ ଇଣ୍ଡଷ୍ଟ୍ରିଆଲ ଆଇକନ୍ ନବୀନ ଜିନ୍ଦଲ ଙ୍କୁ ମଧ୍ୟ ଟିକେଟ ଦେଇଛି ବିଜେପି।ଆଜି କଂଗ୍ରେସ ଛାଡ଼ି ବିଜେପି ରେ ଯୋଗ ଦେଉ ଦେଉ ଶିଳ୍ପପତି ନବୀନ ଜିନ୍ଦଲ ଙ୍କୁ କୁରୁକ୍ଷେତ୍ର ର ପ୍ରାର୍ଥୀ ଘୋଷଣା କରାଯାଇଛି।
Bb
ସେହିପରି ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୁରେନ୍ ଙ୍କ ଭାଉଜ ସୀତା ସୁରେନ ଙ୍କୁ ଟିକେଟ ଦିଆଯାଇଛି।ସୀତା ଶୁରେନ୍ ନିକଟ ରେ ବିଜେପି ରେ ଯୋଗ ଦେଇଥିଲେ।ଅନ୍ୟପଟେ ରାହୁଲ ଙ୍କୁ ଟକ୍କର ଦେବା ପାଇଁ ଦକ୍ଷ ନେତା ଙ୍କୁ ମଧ୍ୟ ଟିକେଟ ଦିଆଯାଇଛି।
କଂଗ୍ରେସ ରୁ ରାହୁଲ ଗାନ୍ଧୀ ପ୍ରାର୍ଥୀ ବନିଥିବା କେରଳ ର ବିଜେପି ବରିଷ୍ଠ ନେତା କେ ସୁରେନ୍ଦ୍ର ଙ୍କୁ ପ୍ରାର୍ଥୀ କରିଛି।ଏହି ନୂଆ ମୁହଁ କୁ ନେଇ ବିଜେପି କ୍ଷେତ୍ର କୁ ପ୍ରସ୍ତୁତ କରି ଲଢ଼ିବ ବୋଲି ନିଷ୍ପତି ନେଇଛି।
ଏଥର ବିଜେପି ମୋଟ ୬ ଟି ସ୍ଥାନ ରେ ନୂଆ ଚେହେରା ଦେଇଛି।ସମ୍ବଲପୁର ,ବରଗଡ଼, ମୟୂରଭଞ୍ଜ,କୋରାପୁଟ, ବ୍ରହ୍ମପୁର ଓ କଳାହାଣ୍ଡି।
ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ମଧ୍ୟ ଏହି ଖବରଟି ଚର୍ଚ୍ଚା ହେବା ପରେ ଆଲୋଚନା କରିବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.