Movie prime

ଏଥର ମଇଦାନରେ ଦେଖିବାକୁ ମିଳିବ କଡା ମୁକାବିଲା ଦେଖନ୍ତୁ ଝିଲିକଙ୍କ ସହ ଦେଖିବାକୁ ଅପର ପକ୍ଷରେ ମିଳିଲେ ଆକାଶ

 
Yh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଏବେ ରାଜନୀତିକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ରାଜନୀତିକୁ ନେଇ ଆସିଥିବା ଖବର ଜାଣିପାରିବେ ।
ଏବେ କୋରେଇ ଅଞ୍ଚଳରେ ହେବାକୁ ଥିବା ଲଢେଇ ଉପରେ ସମସ୍ତଙ୍କର ନଜର ରହିଛି । ଅଭିନେତ୍ରୀ ଦେବେ ଅଭିନେତାଙ୍କ ସହ ଟକ୍କର । ଅଭିନେତା ଆକାଶ ସେହି ଅଞ୍ଚଳରେ ଲଢ଼ୁଛନ୍ତି ।
Bh
ଆଉ ଏବେ ସେହି ଅଞ୍ଚଳରୁ ଅଭିନେତ୍ରୀ ଝିଲିକ ଲଢ଼ିବେ ବୋଲି କଥା ଆସୁଛି । ରାଜନୀତି ମଇଦାନକୁ ଅଭିନେତ୍ରୀ ଜଣକ ଓହ୍ଲାଇବେ ବୋଲି ଏବେ ସଂକେତ ମିଳିଛି । ଆଗାମୀ ନିର୍ବାଚନରେ କୋରେଇ ବାସୀ ଦେଖିବାକୁ ଯାଉଛନ୍ତି ଏକ ରୋଚକ ଲଢେଇ ।
ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରୁ ପୂର୍ବତନ ବିଜେପି ବିଧାୟକ ବା ଓଡ଼ିଆ ଅଭିନେତା ଆକାଶ ଦାସନାୟକଙ୍କୁ ବିଜେପି ଦଳ ପ୍ରାର୍ଥୀ କରିଛି । ଆଉ ଏହାସହ ଖବର ଆସିଛି କି ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ ।
ବିଜେଡି ଦଳ ପକ୍ଷରୁ କେହି ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କିନ୍ତୁ ଏବେ କଥା ଆସୁଛି କି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ କୋରେଇ ନିର୍ବାଚନରେ ଆକାଶ ଦାସନାୟକଙ୍କୁ ଟକ୍କର ଦେବେ । ସେ ପୁରା ପ୍ରସ୍ତୁତ ଅଛନ୍ତି ।
Uj
ବିଜେଡି କର୍ମୀ ଏବଂ ସଦସ୍ୟ ଏହି ଅଭିନେତ୍ରୀ ଜଣକ ବିଜେଡି ତରଫରୁ ଲଢ଼ିବା ପାଇଁ ଦାବି କରିଛନ୍ତି । କୋରେଇବାସୀ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇଙ୍କ ଘରେ ପହଞ୍ଚି ତାଙ୍କୁ ପ୍ରାର୍ଥୀ କରିବାକୁ କହିଛନ୍ତି । 
ଏନେଇ ଝିଲିକ ମଧ୍ୟ ହଁ ସଂକେତ ଦେଇଛନ୍ତି । କୋରେଇବାସୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଝିଲିକ କହିଛନ୍ତି ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ସୁଯୋଗ ଦେବେ ସେ ନିଶ୍ଚୟ ମଇଦାନକୁ ଓହ୍ଲାଇବେ ଆଉ ନିର୍ବାଚନ ଲଢ଼ିବେ । ଏବେ କୋରେଇ ନିର୍ବାଚନ ଉପରେ ସମସ୍ତଙ୍କର ନଜର ରହିଛି।
୨୦୦୯ ମସିହାରେ ବିଜେଡି ଦଳ ତରଫରୁ ପ୍ରିତିରଞ୍ଜନ ଘଡାଇ କୋରେଇ ଅଞ୍ଚଳର ବିଧାୟକ ହୋଇଥିଲେ । ତେଣୁ କୋରେଇରେ ତାଙ୍କର ପୁରୁଣା ସଙ୍ଗଠନ ରହିଛି । ଝିଲିକ ଯଦି ମଇଦାନକୁ ଓହ୍ଲାଇବେ ତାହେଲେ କୋରେଇରେ ବଡ ଟକ୍କର ହେବ ବୋଲି ଜଣାପଡିଛି ।