Movie prime

ଯୁବତୀ ଦେଲେ ୩ ସେକେଣ୍ଡ ରେ ୩ ଟା ଛୁଆ ଜନ୍ମ, କହିଲେ ମୁଁ କିଛି ଜାଣି ପାରିଲିନି ଟପ୍ ଟପ୍ ହେଇ ଛୁଆ ବାହାରି ଆସିଲେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଯେ ଏବେ ସାରା ପୃଥିବୀ ରେ କିଭଳି ଅଜବ ଅଜବ ପ୍ରକାର ଘଟଣା ମାନ ଘଟୁଛି।ଓଡ଼ିଶା ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ଏକା ଥରେ ତିନି ତିନି ଟି ସନ୍ତାନ ଜନ୍ମ କରିଛନ୍ତି।
Special report
ସାଧାରଣତଃ ଗ-ର୍ଭ-ବ-ତୀ ମହିଳା ମାନଙ୍କ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜନ୍ମ ହୋଇ ଥାନ୍ତି।ହେଲେ ଏଠାରେ ତିନୋଟି ସନ୍ତାନ ଜନ୍ମ ହୋଇଚି।ଏମିତି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀରାମପୁର ଅଞ୍ଚଳ ରେ।ଏଠାରେ ରାକେଶ ରୋଷନ୍ ଦାସ ଙ୍କ ପତ୍ନୀ ସରୋଜିନୀ ଦାସ କିଛି ଦିନ ପୂର୍ବେ ଗ-ର୍ଭ-ବ-ତୀ ଥିଲେ।
ହେଲେ ତାଙ୍କ ଗର୍ଭ ରେ ତିନୋଟି ସନ୍ତାନ ଥିଲା ବୋଲି କେହି ଜାଣି ପାରି ନ ଥିଲେ।ରାକ୍ଷୀ ପୂର୍ଣ୍ଣୀମା ଦିନ ରାତିରେ ସରୋଜିନୀ ଙ୍କ ପେଟ ଜୋରେ କାମୁଡ଼ିଲା।ସମସ୍ତେ ଜାଣି ବାକୁ ପାଇଲେ ଯେ ତାଙ୍କର ସନ୍ତାନ ଜନ୍ମ କରିବାର ସମୟ ହୋଇ ଯାଇଥାଏ।ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।
Special report
ସେଠାରେ ତାଙ୍କ ଅବସ୍ଥା ବହୁତ ଖରାପ ହେବାରେ ଲାଗିଲା।ତାଙ୍କୁ ସଙ୍ଗେ ସଙ୍ଗେ ପାଖରେ ଥିବା ଶ୍ରୀରାମ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଗଲା।ଏହା ପରେ ଡାକ୍ତର ମାନେ ପରୀକ୍ଷା କରି ଦେଖିଲେ ଯେ ତାଙ୍କ ପେଟ ଭିତରେ ତିନୋଟି ସନ୍ତାନ ରହିଛନ୍ତି।
ତିନୋଟି ସନ୍ତାନ ହେଉଛନ୍ତି ଝିଅ।ସେମାନଙ୍କୁ ଅପରେସନ କରି ବାହାରକୁ ବାହାର କରି ଦିଆ ଗଲା।ଏବେ ମା ସହିତ ପିଲା ମାନେ ମଧ୍ୟ ଭଲ ଅଛନ୍ତି।ତାଙ୍କ ପରିବାର ଲୋକେ ଏବେ ବହୁତ ଖୁସି ରେ ଅଛନ୍ତି।ଖୁସି ରେ ତିନି ଝିଅ ଙ୍କ ନାମ ଦିଆ ଯାଇଚି ଗଙ୍ଗା ଯମୁନା ସରସ୍ଵତୀ।
Special report
ଯେ କେହି ବି ଏହି କଥା ଶୁଣିଚି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ଜଣେ ମା ତିନୋଟି ସନ୍ତାନ କିପରି ଜନ୍ମ କଲା।ବର୍ତ୍ତମାନ ସମୟ ରେ ସବୁ ପ୍ରକାର ଅଜବ ଘଟଣା ମାନ ଘଟୁଛି।ଏହା ପରେ ସେହି ତିନୋଟି ସନ୍ତାନ କୁ ଦେଖିବା ପାଇଁ ଲୋକ ମାନେ ଆସୁଛନ୍ତି।
ଏହି ସନ୍ତାନ ଜନ୍ମ ହେବା ପାଇଁ ସବୁ ପ୍ରକାର ଖର୍ଚ୍ଚ ବିଜୁ ସ୍ବାସ୍ଥ୍ୟ କାର୍ଡ ରେ କରା ଯାଇଚି ବୋଲି ସରୋଜିନୀ କହିଛନ୍ତି।ତାଙ୍କ କହିବା ମୁତାବକ ତାଙ୍କ ନିଜର କୌଣସି ଅର୍ଥ ଖର୍ଚ୍ଚ ହୋଇ ନାହିଁ।ରାଜ୍ୟ ସରକାର ଙ୍କ ଏହି ମାଧ୍ୟମ ରେ ଏପରି ହୋଇଛି।ସେ ରାଜ୍ୟ ସରକାର ଙ୍କୁ ଏଥିପାଇଁ ବହୁତ ଧନ୍ୟବାଦ ଦେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.