Movie prime

ହେ ଭଗବାନ୍, ଟ୍ରାଫିକ ପୋଲିସ ର ଏଇ କି ଦଶା, ଗୋଡ଼େଇଲେ କାମୁଡ଼ିଲେ ଆଉ ପ୍ରବଳ ପିଟିଲେ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି। ଟ୍ରାଫିକ ପୋଲିସ ମାନେ ଆମର ଭଲ ପାଇଁ ରାସ୍ତା ରେ ଥାନ୍ତି।ଆମର ସୁରକ୍ଷା ପାଇଁ ସେମାନେ ଦିନ ରାତି ପରିଶ୍ରମ କରନ୍ତି।
Special report
ହେଲେ ଆମେ ତାଙ୍କ ର ସବୁବେଳେ ଖରାପ ଚିନ୍ତା କରୁ।ବର୍ତ୍ତମାନ ସମୟ ରେ କିଛି ଟ୍ରାଫିକ ପୋଲିସ ମାନେ ମଧ୍ୟ ରାସ୍ତା ରେ ଦାଦାଗିରି ଦେଖାଉ ଅଛନ୍ତି।କିଛି ଲୋକ ମାନେ ଏଥିପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ନିକଟ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।ଯାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ।ଏହି ଘଟଣା ଟି ଦେଖିବାକୁ ମିଳିଚି ରାଜଧାନୀ ଭୁବନେଶ୍ୱର ରେ।ଏଠାରେ ଜଣେ ବ୍ୟକ୍ତି ଟ୍ରାଫିକ ପୋଲିସ ଙ୍କୁ ଗୋଡେଇ ଗୋଡେଇ କାମୁଡ଼ିଲେ।
ଶେଷ ରେ ଜୋର୍ ରେ ତାଙ୍କୁ ପିଟିଲେ।ଯାହା ଫଳ ରେ ପୋଲିସ ଜଣକ କ୍ଷତ ବିକ୍ଷତ ହୋଇ ଯାଇଥିଲେ।ସେଠାକାର ଲୋକ ମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତି କରିଥିଲେ।
Special report
ସୂଚନା ଅନୁସାରେ ଟ୍ରାଫିକ ପୋଲିସ ଜଣକ ରାସ୍ତା ରେ ଦିଗ ଦେଖାଉ ଥିଲେ।ହେଲେ ଜଣେ ବ୍ୟକ୍ତି ସେହି ସମୟ ରେ ରାସ୍ତା ରେ ଯାଉଥିଲେ।ତାଙ୍କର କିଛି ଭୁଲ ନ ଥାଇ ପୋଲିସ ତାଙ୍କୁ ଅଟକାଇ ଥିଲେ।ତାଙ୍କ ଠାରୁ ଅର୍ଥ ନେବା ପାଇଁ ଚେଷ୍ଟା କରିଥିଲେ।
ଉଭୟ ଙ୍କ ମଧ୍ୟରେ ଅନେକ ସମୟ ଧରି ଝଗଡ଼ା ହେଲା।ଶେଷ ରେ ମାଡ ମାରିବା ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା।ଟ୍ରାଫିକ ପୋଲିସ ଙ୍କ ବ୍ୟବହାର ଖରାପ ହେବାକୁ ଲାଗିଲା।
ଶେଷ ରେ ଉକ୍ତ ଯୁବକ ଜଣକ ରାଗି ଯାଇ ତାଙ୍କ ହାତ କୁ କାମୁଡି ଦେଇଥିଲେ।ଓ ତାଙ୍କୁ ମଝି ରାସ୍ତା ରେ ଗୋଡେଇ ଗୋଡେଇ ପିଟିଥିବା ସୂଚନା ମିଳିଛି।ଏବେ ଟ୍ରାଫିକ ପୋଲିସ ଜଣକ ମେଡିକାଲ ରେ ଅଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.