Movie prime

ଟ୍ରକ ଡ଼୍ରାଇଭରଙ୍କ ପ୍ରେମରେ ସୁନ୍ଦରୀ ଅଭିନେତ୍ରୀ ଦେଖନ୍ତୁ ସାରା ଭାରତରେ ଚର୍ଚ୍ଚା ଏହି ପ୍ରେମ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସଞ୍ଚିତା ବାସୁ ହେଉଛନ୍ତି ଜଣେ ସାଉଥ ଅଭିନେତ୍ରୀ। ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି।
Special report
ସେ ସାଉଥ ଫିଲ୍ମ ‘ଫାଷ୍ଟ ଡେ ଫାଷ୍ଟ ଶୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଲୋକମାନେ ତାଙ୍କ ରିଲ୍ସ ଏବଂ ଚଳଚ୍ଚିତ୍ରକୁ ଖୁବ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ଏହି ସାଉଥ ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ହୋଇଛନ୍ତି ଜଣେ ଟ୍ରକ୍‌ ଡ୍ରାଇଭର। 
ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ରାକେଶ ସିଂହ ଯିଏକି ପେଶାରେ ଜଣେ ଟ୍ରକ୍ ଡ୍ରାଇଭର। ବିହାରର ଭାଗଲପୁରରେ ସେ ରୁହନ୍ତି। ହେଲେ ସେ ଏବେ ସାଉଥ ଅଭିନେତ୍ରୀ ସଞ୍ଚିତା ବାସୁଙ୍କ ପ୍ରେମରେ ପଡିଛନ୍ତି।
Special report
ଏପରିକି ସେ ସଞ୍ଚିତାଙ୍କ ପାଇଁ ଜୀବନ ମଧ୍ୟ ହାରିବାକୁ ପ୍ରସ୍ତୁତ ଅଛନ୍ତି।ହେଲେ ବର୍ତ୍ତମାନ ଅଭିନେତ୍ରୀ ଜଣକ ଅସୁସ୍ଥ ଥିବା ବେଳେ ତାକୁ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ଡ୍ରାଇଭର ଜଣକ। 
ସେ କହିଛନ୍ତି ଯେ ମୁଁ ସଞ୍ଚିତାଙ୍କୁ ଭଲ ପାଏ ଏବଂ ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ। ଏପରିକି ସେ ନିଜର ଦୁଇଟି କିଡ୍ନୀ ତାଙ୍କୁୁ ଦାନ କରିବେ ବୋଲି କହିଛନ୍ତି। ଫେସବୁକ ଆକାଉଣ୍ଟରେ ସେୟାର ହୋଇଥିବା ଭିଡିଓରେ ଡ୍ରଇଭର ଏପରି କହିଥିବା ଦେଖାଯାଇଥିଲା।
Special report
ତେବେ ବିହାର ଭାଗଲପୁରର ଅଭିନେତ୍ରୀ ସଞ୍ଚିତା ବଶୁ ତାଙ୍କ ରିଲ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ଫଲୋର୍ସ। 
Special report
ସେ ଦକ୍ଷିଣ ଚଳଚ୍ଚିତ୍ର ‘ପ୍ରଥମ ଦିନ ପ୍ରଥମ ସୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ। ତେବେ ଜଣେ ଟ୍ରକ ଡ୍ରାଇଭର ସଞ୍ଚିତା ବସୁଙ୍କ ପ୍ରେମରେ ପଡିଛନ୍ତି। ସେ କହିଛନ୍ତି ମୁ କାରରରେ ଯାଉଥିବା ବେଳେ ସଞ୍ଚିତାଙ୍କ ରିଲସ ଦେଖିଥିଲେ।
ଯାହା ତାଙ୍କୁ ବହୁତ ଭଲ ଲାଗିଥିଲା ଆଉ କିଛି ରିଲସ ସେଭ କରି ମଧ୍ୟ ରଖିଥିଲେ। ସେହି ରିଲସରୁ ହିଁ ସେ ସଞ୍ଚିତାଙ୍କୁ ଭଲ ପାଏ ଏବଂ ସେ ତାଙ୍କ ବିନା ବଞ୍ଚି ପାରିବି ନାହିଁ ବୋଲି କହିଛନ୍ତି। ଏବଂ ସଞ୍ଚିତାଙ୍କ ପାଇଁ ସେ ଉଭୟ କିଡନୀ ଦାନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.