Movie prime

ଚଳନ୍ତା ଟ୍ରେନରୁ ଟିଟିଙ୍କୁ ଠେଲିଦେଇ ଜୀବନରୁ ମା-ରି-ଦେଲେ ଚାଳକ ଦେଖନ୍ତୁ ଘଟିଗଲା ଭ-ୟ-ଙ୍କର ଘଟଣା ଆଉ ତା ପରେ ...

 
6bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ ଖବର ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଟ୍ରେନରେ ଘଟିଥିବା ଘଟଣା ସମ୍ପର୍କରେ ଜାଣିପାରିବେ ।
ଆପଣମାନେ ସମସ୍ତେ ତ ଟ୍ରେନରେ ଯାତ୍ରା କରିଥିବେ । ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ କରାଯାଇଥାଏ । କିନ୍ତୁ କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ଟିକେଟ ନକରି ଟ୍ରେନରେ ଯାତ୍ରା କରିଥାନ୍ତି । 
Hh
ଆଉ ଆପଣମାନେ ତ ଜାଣିଥିବେ ଟ୍ରେନରେ ଟିକେଟ ଦେଖିବା ପାଇଁ ଅର୍ଥାତ୍ ଯାତ୍ରୀମାନେ ସୁରକ୍ଷାରେ ଯିବା ପାଇଁ ଟିକେଟ ଦେଖିଥାନ୍ତି ଟି.ଟି.ଇ । ଏବେ ଏମିତି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିନା ଟିକେଟରେ ଯାତ୍ରା କରୁଥିଲେ ବ୍ୟକ୍ତି ଜଣକ ।
ଆଉ ଟି.ଟି.ଇ ତାଙ୍କୁ ଟିକେଟ ମାଗିବାରୁ ସେ ଟି.ଟି.ଇଙ୍କୁ ଧକ୍କା ଦେଇଥିଲେ । ଏବେ ସାମ୍ନାକୁ ଆସିଲା ଧକ୍କା କାହିଁକି ଦେଇଥିଲେ ବ୍ୟକ୍ତି ଜଣକ ଏହାର କାରଣ କଣ ? ଗତ ଦୁଇଦିନ ତଳେ କେରଳର ତ୍ରିଶୁର ଠାରେ ଏହି ଘଟଣା ଘଟିଥିଲା ଯାହା ବହୁତ ଭୟାନକ ।
ମଙ୍ଗଳବାର ଦିନ ଜାଣେ ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିଲେ ଆଉ ତାଙ୍କୁ ଟିକେଟ ମାଗିବାରୁ ଏଭଳି ଟି.ଟି.ଇଙ୍କୁ ଧକ୍କା କରିଥିଲେ ବ୍ୟକ୍ତି ଜଣକ । ଚଳନ୍ତା ଟ୍ରେନରୁ ଟି.ଟି.ଇଙ୍କୁ ଧକ୍କା ଦେଇଥିଲେ ବ୍ୟକ୍ତି ଜଣକ ।
Bh
ବ୍ୟକ୍ତି ଜଣକ ଏଭଳି କାହିଁକି କରିଥିଲେ ଏହାକୁ ନେଇ ଏବେ ତାଜା ଖବର ଆସିଛି । ପାଟନା ଟ୍ରେନରେ ବିନୋଦ ନାମକ ଟି.ଟି.ଇ ଯାତ୍ରୀ ମାନଙ୍କର ଟିକେଟ ଦେଖୁଥିଲେ । ଆଉ ସେ ସେହି ବ୍ୟକ୍ତି ଜଣଙ୍କୁ ଟିକେଟ ମାଗିଥିଲେ କିନ୍ତୁ ସେ ଟିକେଟ କରି ନଥିଲେ । ସେହି ଯାତ୍ରୀ ଜଣକ ମଦ୍ୟପାନ କରିଥିଲେ ବୋଲି ଜଣାପଡିଛି । 
ଏହି ଯାତ୍ରୀ ଜଣଙ୍କ ପାଖରେ ଟିକେଟ ନଥିବାରୁ ଏହି ଯାତ୍ରୀ ଜଣଙ୍କୁ ଟି.ଟି.ଇ ଆଗ ଷ୍ଟପେଜରେ ଓହ୍ଲାଇବାକୁ କହିଥିଲେ । ଆଉ ଏହି କଥାରେ ବ୍ୟକ୍ତି ଜଣକ ଉତ୍ୟକ୍ତ ହୋଇ ଟି.ଟି.ଇଙ୍କୁ ଚଳନ୍ତା ଟ୍ରେନରୁ ଧକ୍କା ଦେଇ ଦେଇଥିଲେ । ଏହି ସଂପୃକ୍ତ ବ୍ୟକ୍ତି ଜଣକ ଓଡ଼ିଶାରୁ ବୋଲି ଜଣାପଡିଛି । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଗିରଫ କରିଛି ପୋଲିସ ।
ପଚରାଉଚରା ସମୟରେ ଏହି ବ୍ୟକ୍ତି ଜଣକ ମଧ୍ୟ ସ୍ବୀକାର କରିଛନ୍ତି ଟି.ଟି.ଇ ତାଙ୍କୁ ଟିକେଟ ମାଗିଥିଲେ ଆଉ ତାଙ୍କ ପାଖରେ ଟିକେଟ ନଥିଲା । ସେ ଏଭଳି କାମ କରିଛନ୍ତି ବୋଲି ମଧ୍ୟ ସ୍ବୀକାର କରିଥିଲେ । ଘଟଣା ସ୍ଥଳରେ ଟି.ଟି.ଇଙ୍କ ମୃ-ତ୍ୟୁ ହୋଇଥିଲା । ଏନେଇ ଏକ ମାମଲା ରୁଜ୍ଜୁ କରାଯାଇଛି ।