Movie prime

ମୋ ପେଟ ରେ ବଢୁଛି ମୋ ଟିଉସନ୍ ସାର ଙ୍କ ଛୁଆ : ମାର୍କ ବେଶୀ ଦେବେ କହି ମୋ ସହ ରଖୁଥିଲେ ସମ୍ପର୍କ

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ଛୋଟ ଛୋଟ ଝିଅ ମାନଙ୍କୁ ନେଇ କିଛି ଲୋକ ମାନେ ଖରାପ କାମ କରୁ ଛନ୍ତି।ନିକଟରେ ସେପଟ ଏକ ଖବର ଶୁଣି ବାକୁ ମିଳିଚି।
Special report
ଜଣେ ଝିଅ କୁ ତାଙ୍କ ଟ୍ୟୁସନ୍ ସାର ଗ-ର୍ଭ-ବ-ତୀ କରାଇ ଦେଇଛନ୍ତି।ଏବେ ଝିଅ ଟି ନ୍ୟାୟ ପାଇବା ପାଇଁ ଥାନା ର ଦ୍ବାରସ୍ଥ ହୋଇଛି।ହେଲେ ସାର ଙ୍କ ର ଆଉ ଦେଖା ଛୁଆଁ ନାହି।ଛୋଟ ଝିଅ କୁ ଠକି କେଉଁ ଆଡେ ଚାଲି ଯାଇଛନ୍ତି।
ସୂଚନା ଅନୁସାରେ ଗୋଟିଏ ୧୫ ବର୍ଷୀୟ ଝିଅ ଟି ଦଶମ ଶ୍ରେଣୀ ରେ ପାଠ ପଢ଼ୁଥିଲା।ଆର୍ଥିକ ଅସୁବିଧା ସତ୍ତ୍ବେ ତାର ବାପା ମା ତାକୁ ଅଧିକ ରୁ ଅଧିକ ପଢ଼ାଇବା ପାଇଁ ଇଚ୍ଛା କରିଥିଲେ।ଝିଅ ଟି ପାଇଁ ଏକ ଟ୍ୟୁସନ୍ ସାର ମଧ୍ୟ ଯୋଗାଡ କରି ଦେଇଥିଲେ।
Special report
ହେଲେ କିଏ ଜାଣି ଥିଲା ସାର ଜଣକ କିଛି ଏପରି କରିଦେବେ ଯାହାକୁ କେହି ବି ବିଶ୍ଵାସ କରି ପାରିବେ ନାହିଁ।ଟ୍ୟୁସନ୍ ରେ ପାଠ ପଢ଼ିବାର ବାହାନା କରି ଝିଅ କୁ ତାଙ୍କ ସାର ଡାକୁଥିଲେ।ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଥିଲେ।
ଝିଅ ଟି ବାରଣ କରିବାରୁ ସେ ଶୁଣି ନ ଥିଲେ।ସେ ବାରମ୍ବାର ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ତାଙ୍କୁ ଏ କଥା କାହାକୁ କହିବାକୁ ମନା କରିଥିଲେ।ଏ କଥା କହିଲେ ତୋତେ ଦଶମ ଶ୍ରେଣୀ ରେ ଫେଲ୍ କରେଇ ଦେବି ବୋଲି କହିଥିଲେ।
ଶେଷ ରେ ଝିଅ ଟି ଡରି ଯାଇଥିଲା।ଏ କଥା କାହାକୁ କହି ନ ଥିଲା।ଚୁପ୍ ହୋଇ ରହି ଯାଇଥିଲା।ପ୍ରତିଦିନ ଟ୍ୟୁସନ୍ ସାରିଲା ପରେ ସାର ଏଭଳି କାମ କରୁଥିଲେ।
ବର୍ତ୍ତମାନ ଝିଅ ଟି ୮ ମାସ ର ଗ-ର୍ଭ-ବ-ତୀ ଅଛନ୍ତି।ସେ ସାର ଜଣକ ତାଙ୍କୁ ଛାଡି କୁଆଡେ ଚାଲି ଯାଇଛନ୍ତି।ଏବେ ଝିଅ ଟି ଥାନା ର ଦ୍ବାରସ୍ଥ ହୋଇଛି।ନ୍ୟାୟ ପାଇବା ପାଇଁ ସମସ୍ତଙ୍କୁ ଗୁହାରି କରିଛି।ଏବେ ଦେଖିବାକୁ ବାକି ରହିଲା ତାକୁ କେବେ ନ୍ୟାୟ ଦିଆ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.