Movie prime

ଏଇ ଟୋକା ପ୍ରଯୋଜକ ଟୁଟୁ ନାୟକ ହୋଇ ଅଭିନେତ୍ରୀ ଙ୍କୁ ଲଙ୍ଗଳା ହୋଇ କରୁଥଲା ଭିଡିଓ କଲ୍

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଗତ ଜୁଲାଇ ମାସ ରେ ଓଲିଉଡ ରେ ଏକ ଖବର ଆସିଥିଲା।ପ୍ରଯୋଜକ ସଞ୍ଜୟ ନାୟକ ଙ୍କ ବିରୋଧ ରେ ଆସି ଥିଲା ଏକ ବଡ ଖବର।ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ସିରିଏଲ ଅଭିନେତ୍ରୀ ଜସ୍ମିନ ତାଙ୍କ ବିରୋଧ ରେ କାଷ୍ଟିଙ୍ଗ କାଉଚ ର ଅଭିଯୋଗ ଆଣିଥିଲେ।
Special report
ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ ପ୍ରଯୋଜକ ସଞ୍ଜୟ ନାୟକ।ସେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିବା ପାଇଁ ଅନେକ ଚେଷ୍ଟା କଲେ।ହେଲେ ଅନେକ ଦିନ ଯାଏଁ ଏହାର ସମାଧାନ ହୋଇ ପାରି ନ ଥିଲା।କିନ୍ତୁ ଏବେ ପ୍ରକୃତ ଦୋଷୀ ଧରା ପଡିଚି।
ସଞ୍ଜୟ ନାୟକ ଥାନା ଏ ବିଷୟ ରେ ସୂଚନା ଦେଇଥିଲେ।ପୋଲିସ ଏ ବିଷୟ ରେ ତଦନ୍ତ ଜାରି ରଖି ଥିଲା।ଏବେ ପୋଲିସ ନିକଟ ରେ ସବୁ ପ୍ରମାଣ ରହିଛି।ଏପରି କାମ କରୁଥିବା ସେହି ଲୋକ ଜଣକ ହେଉଛନ୍ତି ମିଥୁନ ଭୋଇ।ସେ ଓଲିଉଡ ରେ ଗୁଣ୍ଡା ଭୂମିକାରେ ଅଭିନୟ କରନ୍ତି।
Special report
ସେ ଓଲିଉଡ ର ପ୍ରଯୋଜକ ମାନଙ୍କୁ ବଦନାମ କରିବା ପାଇଁ ଅଲଗା ନମ୍ବର ରୁ ୨୦ ଅଭିନେତ୍ରୀ ମାନଙ୍କ ସହିତ ଭିଡିଓ କଲ କରୁଥିଲା।ଏଥିରେ ସେ ନିଜ ମୁହଁ କୁ ନ ଦେଖାଇ ଉଲଗ୍ନ ହୋଇ ଯାଉଥିଲା।ଓ ଅଭିନେତ୍ରୀ ମାନଙ୍କୁ ଦେହରୁ ଡ୍ରେସ୍ ଖୋଲିବା ପାଇଁ କହୁଥିଲା।
ହ୍ୱାଟସ ଅପ୍ ଚାଟିଙ୍ଗ ରେ ସେ ନିଜକୁ ଓଲିଉଡ ପ୍ରଯୋଜକ ମାନଙ୍କ ନା କହୁଥିଲା।ଏହା ପରେ ସଞ୍ଜୟ ନାୟକ ଥାନା ରେ ଅଭିଯୋଗ କରିଥିଲେ।ମେ ୨୯ ତାରିଖ ରେ ସୁଦର୍ଶନ ସାହୁ ନାମୀ ସିରିଏଲ ଅଭିନେତା କଟକ ସାଇବର ଥାନା ରେ ଏତଲା ଦେଇଥିଲେ।
Special report
ଏହା ପରେ ସଞ୍ଜୟ ନାୟକ ଜୁନ ୧୧ ତାରିଖ ରେ ମଞ୍ଚେଶ୍ୱର ଥାନା ରେ ଅଭିଯୋଗ କରିଥିଲେ।ଏହା ପରେ ମହାନଦୀ ବିହାର ରେ ରହୁଥିବା ସୁଧାଂଶୁ ସାହୁ ସାଇବର ଥାନା ରେ ସମାନ ଘଟଣା କୁ ନେଇ ଅଭିଯୋଗ କରିଥିଲେ।ଏହା ପରେ ପୋଲିସ ଘଟଣା କୁ ଗୁରୁତ୍ଵ ର ସହିତ ନେଇଥିଲା।
ପରବର୍ତ୍ତୀ ସମୟରେ ପୋଲିସ ଏହି ନମ୍ବର ସବୁ କୁ ଯାଞ୍ଚ କରିଥିଲା।ଓ ଜଣା ପଡ଼ି ଥିଲା ମିଥୁନ ଭୋଇ ନାମକ ଜଣେ ଯୁବକ ନିଜ ପଢ଼ୋଶି ମାନଙ୍କ ପରିଚୟ ପତ୍ର ଓ ଫଟୋ ସଂଗ୍ରହ କରି ସିମ ଆଣୁଥିଲା।
ଓ ସିମ ରେ ସେ ଏଭଳି ସବୁ କାଣ୍ଡ କରୁଥିଲା।ଏହା ପରେ ପୋଲିସ ମିଥୁନ କୁ ଗିରଫ କରିଥିଲା।ସେ ସବୁ ସତ କଥା ମାନି ଯାଇଥିଲା।ତାର ଉଦ୍ଦେଶ୍ୟ ଥିଲା କି ସେ ପ୍ରଯୋଜକ ମାନଙ୍କ ନାମ କୁ ବଦନାମ କରିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.