Movie prime

ଉଦାସ ହେଲେ ରାହୁଲ ! ମୋଦୀ ଥିବା ଯାଏଁ ବୋଧେ ମୁଁ ଆଉ ପ୍ରଧାନମନ୍ତ୍ରୀ ହୋଇ ପାରିବିନି !! କେଜାଣି କେବେ ସେ ସମୟ ଆସିବ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାଜସ୍ଥାନ ରେ ୨୫ ବର୍ଷର ରେକର୍ଡ ଭାଙ୍ଗିବାକୁ ଯାଉଛି। ଏନେଇ ସଚିନ ପାଇଲଟ ବଡ଼ ଦାବୀ କରିଛନ୍ତି। ଆଉ ସେଠାରେ ସରକାର ଗଠନ କରିବ ମଧ୍ଯ କଂଗ୍ରେସ।
Special report
ନିର୍ବାଚନ ଆୟୋଗ ରାଜସ୍ଥାନ ସମେତ ପାଞ୍ଚ ଟି ରାଜ୍ୟରେ ନିର୍ବାଚନ ଘୋଷଣା କରିଛନ୍ତି।୨୩ ତାରିଖରେ ରାଜସ୍ଥାନ ରେ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ୩ ଡିସେମ୍ବର ରେ ମଧ୍ୟ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ସେପଟେ ନିର୍ବାଚନ କୁ ନେଇ ପୂର୍ବତନ ଉପ ମୂଖ୍ୟମନ୍ତ୍ରୀ ସଚିନ ପାଇଲଟ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଥିଲେ କି ନିର୍ବାଚନ ତାରିଖ କୁ ସେ ସ୍ବାଗତ କରିଛନ୍ତି।
ସେ କହିଥିଲେ କି ରାଜସ୍ଥାନ ରେ ୨୫ ବର୍ଷର ରେକର୍ଡ ଭାଙ୍ଗି ଯିବ ଏବଂ କଂଗ୍ରେସ ପୁଣି ସରକାର ଗଠନ କରିବ। ଏଭଳି କି ସବୁ ରାଜ୍ୟରେ ମଧ୍ୟ କଂଗ୍ରେସ ସରକାର ଗଠନ ହେବ। ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଓ ସଚିନ ପାଇଲଟ ମଧ୍ୟରେ ଘୋର ବିବାଦ ଲାଗି ରହିଥିଲା।
Special report
କିଛି ମାସ ହେବ ଦୁହେଁ ମଧ୍ୟ ନୀରବ ରହିଥିଲେ। ରାଜସ୍ଥାନ ର ମୁଖ୍ୟମନ୍ତ୍ରୀ ଏକ ପ୍ରଶ୍ନ ରେ ମଧ୍ୟ ସଚିନ ପାଇଲଟ ଙ୍କୁ କଟାକ୍ଷ କରି କହିଥିଲେ। ସେ କହିଥିଲେ କି ସଚିନ ପାଇଲଟ ତାଙ୍କ ଦଳର ନେତା ଆଉ ସେ ବର୍ତ୍ତମାନ୍ ହାଇ କମାଣ୍ଡ ହୋଇ ଯାଇଛନ୍ତି।
କଣ କରିବାକୁ ହେବ ବୋଲି ହାଇ କମାଣ୍ଡ କୁ କିଛି କହିବା ଦରକାର୍ ନାହିଁ। ସେ କହିଛନ୍ତି କି ହାଇ କମାଣ୍ଡ ଯେତେବେଳେ ଟିକେଟ ବଣ୍ଟନ କରିବେ ସେତେବେଳେ ମଧ୍ୟ ପାଇଲଟ ଙ୍କ ଭୂମିକା ରହିବ।
ଏହି ବିବୃତି ପୁଣି ଥରେ ରାଜସ୍ଥାନ ର କଂଗ୍ରେସ ରେ ନୁଆ ମହାଭାରତ ସୃଷ୍ଟି କରିବ ବୋଲି ମଧ୍ୟ କୁହା ଯାଉଛି। ଏନେଇ ରାଜନୈତିକ ସମୀକ୍ଷକ ମାନେ ମଧ୍ୟ ଏହା ଆଶଙ୍କା କରିଛନ୍ତି।
ଏବେ ଏହାକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ସମ୍ପର୍କରେ ଏବେ ଅନେକ ଲୋକ ଭିନ୍ନ ଭିନ୍ନ ମତ ରଖିଥିବା ବେଳେ ଏଥିପ୍ରତି ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.