Movie prime

ଏକଦା ସଲମାନ୍ ଙ୍କ ହଟ୍ ବଡି ର ଦିୱାନା ଥିଲେ ଏହି ହିରୋଇନ୍ ! ମନେ ମନେ ଭାବୁଥିଲେ ୟେ ହେବ ମୋ ସ୍ବାମୀ, ହେଲେ ସଲମାନ୍ ରାଜି ନହେବା ରୁ ବିତାଉଛନ୍ତି ଏକାନ୍ତ ରେ ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ୍ ହେଉଛନ୍ତି ଜଣେ ଏଭଳି ଅଭିନେତା ଯିଏକି ଅନେକ ଅଭିନେତ୍ରୀ ମାନଙ୍କୁ ଅଭିନୟ କରିବାର ସୁଯୋଗ ଦେବା ସହ ତାଙ୍କ କ୍ୟାରିୟର ମଧ୍ୟ କରି ଦେଇଛନ୍ତି।
ଯେଉଁ ଅଭିନେତ୍ରୀ ମାନଙ୍କ ସହ ସଲମାନ୍ ଖାନ୍ ଅଭିନୟ କରିଛନ୍ତି ତାଙ୍କୁ ମଧ୍ୟ ଲୋକ ମାନେ ଅନେକ ଦିନ ହେବ ମନେ ମଧ୍ୟ ରଖିଛନ୍ତି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଅଭିନେତ୍ରୀ ଙ୍କ ସମ୍ପର୍କ ରେ କହିବାକୁ ଯାଇଛୁ ଯାହାକୁ କି ,
ସଲମାନ୍ ଖାନ ଅନେକ ସାହାଯ୍ୟ କରିଛନ୍ତି। ସେହି ଅଭିନେତ୍ରୀ ଙ୍କ ଜୀବନରେ ମଧ୍ଯ ଅନେକ ଉତ୍ଥାନ ପତନ ଘଟୁଛି। ସେ ଅନେକ କଠିନ ପରିସ୍ଥିତି ଦେଇ ଗତି ମଧ୍ୟ କରିଥିଲେ।
Special report
ସେହି ଅଭିନେତ୍ରୀ ଜଣକ ପରଦା ଉପରେ ରେଭାଥୀ ନାମରେ ବେଶ ପରିଚିତ ଅଟନ୍ତି। ହେଲେ ତାଙ୍କର ପ୍ରକୃତ ନାମ ହେଉଛି ଆଶା କେଲୁନି ନାୟାର। ସେ ସୋସିଆଲ ମିଡ଼ିଆରେ ସଲମାନ୍ ଖାନ ଙ୍କ ଫିଲ୍ମ୍ ଲଭ୍ ରୁ ହିଁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ।
ହେଲେ ତାଙ୍କର ବ୍ୟକ୍ତିଗତ ଜୀବନରେ ଯେଉଁ ସବୁ ଘଟଣା ଘଟି ଯାଇଛି ତାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଅଭିନେତ୍ରୀ ଆଶା କେଲୁନି ନାୟାର ତାଙ୍କ ଝିଅ କୁ ସେ ନିଜେ ପାଳୁ ଛନ୍ତି।
Special report
ସେ ଜଣାଶୁଣା ଅଭିନେତା ସୁରେଶ ଚନ୍ଦ୍ର ଙ୍କୁ ବିବାହ କରିଥିଲେ। ଲୋକ ମାନେ ତାଙ୍କୁ ଖୁବ୍ ପଶନ୍ଦ ମଧ୍ଯ କରୁଥିଲେ। ହେଲେ ବିବାହର ୧୬ ବର୍ଷ ପରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା।ଆଶା କେଲୁନି ନାୟାର କେବେ ମାଆ ହୋଇ ପାରିବେନି ବୋଲି ସୁରେଶ ଚନ୍ଦ୍ର ତାଙ୍କୁ ଛାଡପତ୍ର ଦେଇଥିଲେ।
ହେଲେ ସେ ତାଙ୍କ ସ୍ଵାମୀ ଠାରୁ ଅଲଗା ହେବା ପରେ ହିଁ ମାଆ ହେବାର ସୁଯୋଗ ପାଇଥିଲେ। ଏହି ସମ୍ପର୍କରେ କହିବାକୁ ଯାଇ ଅଭିନେତ୍ରୀ ଜଣକ କହିଥିଲେ କି ସ୍ୱାମୀ ଙ୍କ ପରେ ଏକାକୀ ରହିବା ତାଙ୍କୁ ଅନେକ କଷ୍ଟ ସାଧ୍ୟ ହୋଇ ଯାଇଥିଲା।
Special report
ଏଥି ପାଇଁ ସେ କୃତିମ ପଦ୍ଧତି ଦ୍ବାରା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏହାପରେ ତାଙ୍କର ଏକ ସୁନ୍ଦର୍ ଝିଅ ମଧ୍ଯ ହୋଇଥିଲା। ଆଉ ଏବେ ତାଙ୍କର ସୋସିଆଲ ମିଡ଼ିଆ ରେ ଖୁବ୍ ପ୍ରଶଂସା ହେବାରେ ଲାଗିଛି। ଲୋକେ କହୁଛନ୍ତି କି ଏତେ କଷ୍ଟ ପରେ ମଧ୍ୟ ସେ ଏକାକୀ ଏହାର ସଂଘର୍ଷ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.