Movie prime

ରାମମନ୍ଦିର ପ୍ରତିଷ୍ଠା ପାଇଁ ୪୦ ଦିନ ଧରି ଉପବାସ ଥିଲେ ମୋଦୀ, ପ୍ରାଣ ପ୍ରତିଷ୍ଠା ପରେ ସାଧୁ ଙ୍କ ହାତରୁ ଉପବାସ ଭାଙ୍ଗିଲେ ମୋଦୀ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଆଜି ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଧୁମ୍ ଧାମରେ ପାଳିତ ହୋଇ ଯାଇଛି।ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।ଏତେ ଦିନ ର ଆଶା କୁ ପୂର୍ଣ୍ଣ କରିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି।
Special report
ରାମ ଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତା ରୂପେ ପୂଜା ରେ ବସି ଥିଲେ।ସେ ଦିନ ସାରା କିଛି ବି ଖାଇ ନ ଥିଲେ।ଏହି ପ୍ରତିଷ୍ଠା ଉତ୍ସବ ରେ ସମସ୍ତେ ବହୁତ ଖୁସି ଥିଲେ।ଲକ୍ଷ ଲକ୍ଷ ସଂଖ୍ୟା ରେ ଭକ୍ତ ମାନେ ସେଠାରେ ରୁଣ୍ଡ ହୋଇ ଥିଲେ।
ସୂଚନା ଅନୁସାରେ ଆଜି ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ମନ୍ଦିର ପ୍ରତିଷ୍ଠା କରା ଯାଇଛି।ଦୀର୍ଘ ଦିନ ଧରି ରହି ଆସିଥିବା ଆଶା ପୂର୍ଣ୍ଣ ହୋଇଛି। ବାବରୀ ମସଜିଦ ଭଙ୍ଗା ଯିବା ପରେ ଅନେକ ରାମ ଭକ୍ତ ମାନେ ଏହି ଦିନ କୁ ଅପେକ୍ଷା କରି ରହିଥିଲେ।
ପୁଣି ଥରେ ସେମାନେ ତାଙ୍କ ପ୍ରିୟ ଠାକୁର ଙ୍କୁ ଦେଖି ପାରିବେ ବୋଲି ଭାବି ନ ଥିଲେ।ହେଲେ ଶେଷରେ ସେମାନଙ୍କ ଆଶା ପୂର୍ଣ୍ଣ ହୋଇଛି।ପ୍ରଭୁ ଶ୍ରୀ ରାମ ଙ୍କ ବିଗ୍ରହ ମୂର୍ତ୍ତି କୁ ସ୍ଥାପନା କରା ଯାଇଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଏହି ପୂଜା ର ମୁଖ୍ୟ କର୍ତ୍ତା ରୂପେ ବସି ଥିଲେ।ତାଙ୍କ ସହିତ ସେଠାରେ ଉପସ୍ଥିତ ଥିଲେ ଉତ୍ତରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।
Special Report
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ସାରା କିଛି ବି ଖାଇ ନ ଥିଲେ।ରାମ ଙ୍କ ପାଇଁ ସେ ଦିନ ସାରା ଉପବାସ ରହିଥିଲେ।ସେ ସନ୍ଧ୍ୟା ସମୟ ରେ ପାଦୁକ ପିଇ ନିଜ ଉପବାସ ଭାଙ୍ଗି ଥିଲେ।ଜଣେ ପଣ୍ଡିତ ତାଙ୍କୁ ପାଦୁକ ଦେଇଥିଲେ।
ପରେ ସେ ତାହାକୁ ଗ୍ରହଣ କରି ନିଜ ଉପବାସ ଭାଙ୍ଗି ଥିଲେ।ପଣ୍ଡିତ ଙ୍କ ପାଦ ଛୁଇଁ ପ୍ରଣାମ ଜଣାଇ ଥିଲେ।ଜଣେ ପ୍ରଧାନ ମନ୍ତ୍ରୀ ଙ୍କ ଏଭଳି କାମ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସୋସିଆଲ ମିଡିଆରେ ଏହାର ଅନେକ ଭିଡିଓ ଦେଖିବାକୁ ମିଳି ଥିଲା।
ଭାରତ ବର୍ଷ ର ଅଧିକାଂଶ ଲୋକେ କାଲି ଉତ୍ତରପ୍ରଦେଶ ର ଅଯୋଧ୍ୟା କୁ ଯାଇ ଥିଲେ।ସେଠାରେ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କୁ ଦର୍ଶନ କରିଥିଲେ।କିଛି ଭକ୍ତ ମାନେ ରାମ ଙ୍କୁ ସିଂହାସନ ରେ ଦେଖି କାନ୍ଦି ପକାଇ ଥିଲେ।
ଶହ ଶହ ବର୍ଷ ର ଆଶା ସମସ୍ତଙ୍କ ର ପୂର୍ଣ୍ଣ ହୋଇଛି।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ମାନଙ୍କ ଆଶା କୁ ପୂର୍ଣ୍ଣ କରିଛନ୍ତି।ତାଙ୍କୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଛି।